ବିଜୟଙ୍କୁ ବଡ଼ ଝଟ୍କା: ବିଶ୍ୱସ୍ତରରେ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ
ଲଣ୍ଡନ୍,(ଭାସ୍କର ନ୍ୟୁଜ୍): ଭାରତର ବିଭିନ୍ନ ବ୍ୟାଙ୍କଠାରୁ ଋଣନେଇ ପରିଶୋଧ ନକରି ପଳାୟନ କରିଥିବା ବିଜୟ ମାଲ୍ୟାଙ୍କୁ ସୋମବାର ବଡ଼ ଝଟ୍କା ଲାଗିଛି । ଲଣ୍ଡନ୍ ହାଇକୋର୍ଟ ବିଜୟ ମାଲ୍ୟାଙ୍କୁ ପଳାତକ ବୋଲି ଘୋଷଣା କରିବା…