ଜିନ୍ସ ନେଲା ଜୀବନ; ନାବାଳିକାକୁ ହତ୍ୟା କଲା ପିଶାଚ ଜେଜେବାପା

ନୂଆଦିଲ୍ଳୀ: ବିଂଶ ଶତାବ୍ଦୀରେ ପାଦ ଦେଇଥିଲେ ହେଁ ସମାଜରେ ଏବେବି ରୁଢିବାଦୀ ଲୋକଙ୍କ ସଂଖ୍ୟା କିଛି କମ ନାହିଁ । ଏଭଳି ରୁଢିବାଦୀ ମାନସିକତା ପାଇଁ ଜଣେ ୧୭ ବର୍ଷୀୟ ବାଳିକାକୁ ପ୍ରାଣ ହରାଇବାକୁ ପଡିଛି । ବାଳିକା ଜଣଙ୍କ…

ସ୍ତ୍ରୀ ଖାଇବାକୁ ଦେଉନି ଜିଲାପୀ; ଏମିତି ଉତ୍ତର ଦେଲେ ଆଇପିଏସଙ୍କ ପତ୍ନୀ

ନୂଆଦିଲ୍ଲୀ: ଘରେ ସ୍ତ୍ରୀ ମତେ ଜିଲାପୀ ଖାଇବାକୁ ଦେଉନି ବୋଲି ଟ୍ୱିଟ କରିଛନ୍ତିଚ ଆଇପିଏସ୍ ଅଫିସର । ଆଇପିଏସ୍ ଅଫିସର ଡ. ସନ୍ଦୀପ ମିତ୍ତଲଙ୍କ ଏହି ଟ୍ୱିଟଟି ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି…

ଶିକ୍ଷକଙ୍କୁ ମିଳିବ ଅଗ୍ରାଧିକାର ଭିତ୍ତିରେ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷକଙ୍କୁ ଅଗ୍ରାଧିକାରରେ ଟୀକା ଦେବାକୁ ଆମେ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛୁ । ପ୍ରଥମରୁ ଡ଼ି ଇ ଓ ମାନଙ୍କ ବୈଠକରେ ଏ ସମର୍କରେ କୁହାଯାଇଥିଲା । ପିଲାଙ୍କ ସ୍ୱାସ୍ଥ୍ୟ ଆମ ପାଇଁ…

ଭାରତକୁ ଝଟକା: ଇଂଲଣ୍ଡ ସିରିଜରୁ ବାଦ ପଡିଲେ ଏହି ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ରହିଥିବା ଭାରତୀୟ ଦଳକୁ ଝଟକା । ଆହତ ହୋଇ ଦଳରୁ ବାଦ ପଡିଛନ୍ତି ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର । ଶୁବମନ ଗିଲ୍ ଓ ଆଭେଶ ଖାନଙ୍କ ପରେ ତୃତୀୟ ଖେଳାଳି ଭାବରେ ଇଂଲଣ୍ଡ ସିରିଜରୁ ବାଦ…

ଚୀନକୁ ୧ ଲକ୍ଷ କୋଟିର ଝଟକା!; କେଟ୍ ନେଲା ଏମିତି ପଦକ୍ଷେପ

ନୂଆଦିଲ୍ଲୀ: ଚୀନକୁ ମିଳିବ ଏକ ଲକ୍ଷ କୋଟିର ଝଟକା । ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଏନେଇ ପ୍ରୟାସ ଆରମ୍ଭ କରାଯାଇଛି । ଭାରତୀୟ ବ୍ୟବସାୟୀ ସଂଘ କନଫେଡେରେସନ ଅଫ୍ ଅଲ ଇଣ୍ଡିଆ ଟ୍ରେଡର୍ସ (କେଟ୍) ପକ୍ଷରୁ ଏହି ପ୍ରୟାସ…

ଅଶ୍ୱିନୀ ବୈଷ୍ଣବଙ୍କ ଦଲିଲ ଫାଡିଲେ ଟିଏମସି ସାଂସଦ; ପେଗାସସ ଉପରେ ରଖୁଥିଲେ ବିବୃତି

ନୂଆଦିଲ୍ଲୀ: ଗୁରୁବାର ରାଜ୍ୟସଭାରେ ଆଉ ଏକ ଅଣ ସାମ୍ବିଧାନିକ ଘଟଣା ଘଟିଯାଇଛି । ନବନିଯୁକ୍ତ ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ନିଜ ବିବୃତି ରଖୁଥିବା ବେଳେ ଏହାକୁ ଚିରି ଦେଇଥିଲେ ଟିଏମସି ସାଂସଦ…

ଗୃହରେ ବିଦ୍ୟୁତ ସଂଯୋଗ କରିବା ଯାଇ ୨ନାବାଳିକା ଭଉଣୀଙ୍କ ଉଠାଇଥିଲେ ଅଶ୍ଲୀଳ ଫଟୋ, ଭାଇରାଲ କରି ବନ୍ଧା ହେଲା ଅଭିଯୁକ୍ତ

ମାଲକାନଗିରି (ଭାସ୍କର ନ୍ୟୁଜ୍) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମ୍‌.ଭି:- ୬୨ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୨ଜଣ ନାବାଳିକା ଯୁବକଙ୍କ କଥାରେ ରାଜି ନ ହେବାରୁ ସୋସିଆଲ ମିଡିଆରେ…

ମା’ ହେଲା ସିଂହୀ ବିଜ୍‌ଲୀ, ଜନ୍ମଦେଲା ୩ ଶାବକ

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ନନ୍ଦନକାନନରେ ସିଂହୀ ବିଜ୍‌ଲୀ ଜନ୍ମଦେଇଛି ଶାବକ । ଏହା ପର‌୍ୟ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ବର୍ଷ ପରେ ସିଂହୀ ବିଜ୍‌ଲୀ ଏକକାଳୀନ ୩ଟି ଶାବକ ଜନ୍ମ ଦେଇଛି । ତିନୋଟି ଶାବକ ମଧ୍ୟରେ…

ବରୀମୁଣ୍ଡ ବାଲିଯାତ୍ରା ପଡିଆର ବାଲି ଭିତରୁ ଉଦ୍ଧାର ହେଲା ଗଳିତ ମୃତଦେହ, ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ୍‌ର ଛାନଭିନ୍‌ ଆରମ୍ଭ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜଧାନୀ ଉପକଣ୍ଠ ବରୀମୁଣ୍ଡ ବାଲିଯାତ୍ରା ପଡିଆରୁ କମିଶନରେଟ୍‌ ପୋଲିସ ଏକ ଗଳିତ ଶବକୁ ଉଦ୍ଧାର କରିବାରେ ସଫଳ ହୋଇଛି। ବୁଧବାର ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜଧାନୀରେ ଚାଞ୍ଚଲ୍ୟ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା, ୨୩ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭସ୍କର ନ୍ୟୁଜ୍‌): ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏଥିପାଇଁ ୨୩ ଟି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…