ଘରେ ଏକୁଟିଆ ଥିବା ଅସୁସ୍ଥ ନାବାଳିକାକୁ ତେଲ ଘଷିବା ଆଳରେ ଦୁଷ୍କର୍ମ କଲା ବୃଦ୍ଧ, ଅନ୍ତସତ୍ତ୍ୱା ପରେ କଥା ସାମ୍ନାକୁ ଆସିଲା , ଅଭିଯୁକ୍ତ ଫେରାର
ତିହିଡି (ଭାସ୍କର ନ୍ୟୁଜ୍): ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ମଠସାହି ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମକରି ଅନ୍ତସତ୍ତ୍ୱା କରାଇ ବୃଦ୍ଧ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଏସମ୍ପର୍କରେ…