Featured ଭିଡିଓ କଲରେ କଥା ହେଉଛନ୍ତି କି! ସତର୍କ କରାଇଲେ କଟକ ଡିସିପି Abinash Kumar Dhal Jul 4, 2021 କଟକ (ଓଡ଼ିଶା ଭାସ୍କର) : ସାଇବର ଲୁଟେରା ମାନେ ଦିନକୁ ଦିନ ଠକେଇର ନୂତନ ଉପାୟ ବାହାର କରୁଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ କଟକ ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ଏକ ବାର୍ତ୍ତା ଜାରି କରାଯାଇଛି । କେବଳ ପୁରୁଷ…
Featured ଶିକ୍ଷକ ପଦ ପାଇଁ ଆବେଦନ କଲେ ତେନ୍ଦୁଲକରଙ୍କ ପୁଅ ଧୋନି! Abinash Kumar Dhal Jul 4, 2021 ରାୟପୁର: ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ପୁଅ ମହେନ୍ଦ୍ର ସିଂ ଧୋନି ଏକ ଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତିି । ଅବିଶ୍ୱାସ ଲାଗୁଥିଲେ ବି ଘଟଣାଟି ଏମିତି । ଛତିଶଗଡରେ ଶିକ୍ଷକ ପଦବୀ ପାଇଁ ହୋଇଥିବା…
Breaking News ୧ କୋଟି ଟିକାକରଣ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା Abinash Kumar Dhal Jul 4, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ରାଜ୍ୟ । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ରାଜ୍ୟରେ ପ୍ରଥମ ଡୋଜ୍…
Featured ସ୍ଵତନ୍ତ୍ର ପ୍ରୋଟିନଯୁକ୍ତ ଖାଦ୍ୟ ପରେ ଏବେ ମୋତେ ଟିଭି ଦରକାର, ସୁଶୀଲଙ୍କ ଜେଲ୍ କର୍ତ୍ତୃପକ୍ଷଙ୍କଠାରେ ଅଜବ ଦାବି Abinash Kumar Dhal Jul 4, 2021 ନୂଆଦିଲ୍ଲୀ : ଏବେ ମୋତେ ଟିଭି ଦରକାର। ଟିଭି ଲାଗିଲେ ମୁଁ କୁସ୍ତି ସମ୍ବନ୍ଧିତ ଖବର ବିଷୟରେ ଅପଡେଟ୍ ହୋଇ ପାରିବି। ତେଣୁ ମୋ ସେଲରେ ଟିଭି ଲଗାଯାଉ। ଏମିତି ଦାବି କରିଛନ୍ତି ସାଗର ଧନକର ହତ୍ୟା ମାମଲାରେ ତିହାର…
Featured ମୋଦୀ କ୍ୟାବିନେଟରେ ଶିବସେନାକୁ ସାମିଲ କରିବା ନେଇ ଚାଲିଛି ଅଙ୍କକଷା, କଂଗ୍ରେସ ହାତରୁ ଚାଲିଯିବ କି ମହାରାଷ୍ଟ୍ର ସରକାର ? Abinash Kumar Dhal Jul 4, 2021 ମୁମ୍ବାଇ : କେନ୍ଦ୍ରରେ ମୋଦୀ ସରକାରର ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗଣମାଧ୍ୟମ ଖବର ଅନୁଯାୟୀ, ମନ୍ତ୍ରିମଣ୍ଡଳ ବିସ୍ତାରରେ ବଡ ଧରଣର ଅଦଳ ବଦଳ ହୋଇପାରେ।…
Featured ଅର୍ଜୁନ ରଣତୁଙ୍ଗାଙ୍କୁ ମୁହଁତୋଡ ଜବାବ ଦେଲେ ଆକାଶ ଚୋପ୍ରା, ଶ୍ରୀଲଙ୍କା ଟିମର ଏମିତି କ୍ଲାସ୍ ନେଲେ Abinash Kumar Dhal Jul 4, 2021 ନୂଆଦିଲ୍ଲୀ : ଶ୍ରୀଲଙ୍କା ଗସ୍ତରେ ଥିବା ଭାରତର ଦ୍ଵିତୀୟ ଧାଡିର ଖେଳାଳିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ଆକାଶ ଚୋପ୍ରା ମୁହଁତୋଡ ଜବାବ ଦେଇଛନ୍ତି।…
Featured ହଟିବେ ଅଧୀର ରଞ୍ଜନ ଚୌଧୁରୀ ? ଥରୁର କିମ୍ବା ମନିଷ ତିଓ୍ଵାରୀ ହୋଇ ପାରନ୍ତି ଲୋକସଭାରେ କଂଗ୍ରେସର ଦଳୀୟ ନେତା Abinash Kumar Dhal Jul 4, 2021 ନୂଆଦିଲ୍ଲୀ : ପଞ୍ଜାବ ଓ ରାଜସ୍ଥାନରେ ଜାରି ଅନଃକନ୍ଦଳ ମଧ୍ୟରେ କଂଗ୍ରେସର ଅନ୍ତରୀଣର ସଭାପତି ସୋନିଆ ଗାନ୍ଧୀ ବଡ ପଦକ୍ଷେପ କ୍ରମେ ଶୀଘ୍ର ଲୋକସଭାରେ ପାର୍ଟି ନେତା ପରିବର୍ତ୍ତନ କରି ପାରନ୍ତି। ଜାରି କଳ୍ପନା ଜଳ୍ପନା…
Featured ରାଫେଲ୍ ଡିଲର ତଦନ୍ତ ଆରମ୍ଭ, ମୋଦୀଙ୍କ ଫଟୋ ସେୟାର କରି ରାହୁଲ ଲେଖିଲେ- ‘ଚୋରର ଦାଢି’ Abinash Kumar Dhal Jul 4, 2021 ନୂଆଦିଲ୍ଲୀ : ପୁଣି ଥରେ ମୁଖରିତ ହୋଇ ଉଠିଛି କଥିତ ରାଫେଲ ଦୁର୍ନୀତି ମାମଲା। ଫ୍ରାନ୍ସରେ ଲଢୁଆ ରାଫେଲ ବିମାନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଉପରେ ତଦନ୍ତ ପାଇଁ ଜଜଙ୍କ ନିଯୁକ୍ତି କରାଯାଇଛି। ଏହା ପରଠୁ ଭାରତ…
ଅପରାଧ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣାର ଦୂର ହେଲା ସସପେନ୍ସ , ଯୁବ କନିଷ୍ଠ ଯନ୍ତ୍ରୀଙ୍କୁ ବାନ୍ଧିଲା ପୋଲିସ Abinash Kumar Dhal Jul 4, 2021 ଭଞ୍ଜନଗର (ଓଡ଼ିଶା ଭାସ୍କର): ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଜନ କାର୍ଯ୍ୟାଳୟର ଆକଳନ ସେକସନ୍ରେ କନିଷ୍ଠ ଯନ୍ତ୍ରୀଭାବେ କାର୍ଯ୍ୟରତ ଜଣେ ଅବିବାହିତା କନିଷ୍ଠ ଯନ୍ତ୍ରୀ ଜେ. ଅନୀତାଙ୍କ ଆତ୍ମହତ୍ୟା ପଛର କାରଣ ଶେଷରେ…
Featured କାର ଓ ବାଇକ ଉପରେ ଚଢ଼ିଗଲା ୧୨ ଚକିଆ ଟ୍ରକ, ଜଣେ ଗୁରୁତର Abinash Kumar Dhal Jul 4, 2021 ଝୁମ୍ପୁରା (ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନସ୍ଥ ଓଡିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟ ପଳାଶପଙ୍ଗା-ବାମେବାରୀ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜଣେ ଗୁରୁତର ଭାବେ ଆହତ ହୋଇଥିବା…