ଜମ୍ମୁ- କାଶ୍ମୀର କ୍ରିକେଟ୍‌ ପରିଚାଳନା ପାଇଁ ବିସିସିଆଇ ଗଠନ କଲା ସବ୍‌-କମିଟି, କାର୍ଯ୍ୟଧାରା ସମ୍ପର୍କରେ କମିଟିକୁ ରିପୋର୍ଟ ଦେବେ ମଜିଦ୍‌…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କେନ୍ଦ୍ର-ଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର କ୍ରିକେଟ ଆସୋସିଏସନ କାର୍ଯ୍ୟଧାରା ପରିଚାଳନା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗଠନ କରିଛି ସବ୍‌- କମିଟି । ସୂଚନା…

‘ସ୍ୱାମୀଙ୍କ ସହ ରହିବି, ତାଙ୍କ ଘର ଛାଡି ଅନ୍ୟ କେଉଁ ଆଡେ ଯିବେନି’ ଜିଦ୍ ଧରିଲେ ବୋହୂ; ଶାଶୂଘର ସାମ୍ନାରେ ଧାରଣା ଦେଲେ ବିଜେପି…

କୋଲକାତା,(ଓଡ଼ିଶା ଭାସ୍କର): ସ୍ୱାମୀଙ୍କ ସହ ରହିବେ । ତାଙ୍କ ଘର ଛାଡି ଅନ୍ୟ କେଉଁଆଡେ ଯିବେନି । ଏମିତି ଦାବି କରି ନିଜ ଶାଶୂ ଘର ଆଗରେ ଧାରଣା ଦେଇଛନ୍ତି ଦାର୍ଜିଲିଂ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସହସଭାପତି…

କରୋନା ଲଢେଇ ପାଇଁ ପ୍ରସ୍ତୁତ ହେବେ ୧ ଲକ୍ଷ ଯୋଦ୍ଧା, ପ୍ରଧାନମନ୍ତ୍ରୀ ଆରମ୍ଭ କଲେ ମହା ଅଭିଯାନ

ନୂଆଦିଲ୍ଲୀ : କୋଭିଡ୍-୧୯ ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି। ମୁକାବିଲାକୁ ଆହୁରି ଜୋରଦାର ପାଇଁ କୋଭିଡ୍-୧୯ର ଆଗ ଧାଡିର ଯୋଦ୍ଧାଙ୍କ ପାଇଁ ପ୍ରଧାନମନ୍ତ୍ରୀ…

ସାଉଥମ୍ପଟନରେ ରାତିସାରା ବର୍ଷା, କ’ଣ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ପାରିବ ପ୍ରଥମ ଦିନର ଖେଳ ?

ସାଉଥମ୍ପଟନ : ଆଉ କିଛି ଘଣ୍ଟା ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ଖେଳାଯିବା ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା। ଏହି ମୁକାବିଲା ପାଇଁ ସମଗ୍ର କ୍ରିକେଟ୍ ଜଗତ ଚାତକ ପରି ଚାହିଁ ରହିଛି।…

ଏବେ ଆସାମରେ କଂଗ୍ରେସକୁ ବଡ ଝଟକା, ଦଳ ଛାଡିଲେ ବିଧାୟକ କୁରମି, ରାହୁଲଙ୍କ ନେଇ ଦେଲେ ଏମିତି ଟିପ୍ପଣୀ

ନୂଆଦିଲ୍ଲୀ : ପଞ୍ଜାବ, ରାଜସ୍ଥାନ ଓ ମହାରାଷ୍ଟ୍ର ପରେ ଏବେ କଂଗ୍ରେସ ଭିତରେ ଜାରି  ଅନ୍ତଃକନ୍ଦଳ ଆସାମ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଦଳରେ ସଙ୍କଟ ଥମିବାର ନାଁ ଧରୁନାହିଁ। ଗୋଟିଏ ରାଜ୍ୟର ବିବାଦ ନତୁଟୁଣ ଅନ୍ୟ…

ଉଛୁଳା ନଦୀରେ ବନ୍ଦ ହୋଇଗଲା ଡଙ୍ଗାର ଇଞ୍ଜିନ, ସୂତା ଖିଅରେ ଥିଲା ୧୫୦ ଯାତ୍ରୀଙ୍କ ଜୀବନ, ଚାରିଆଡେ ଶୁଭୁଥିଲା ଚିତ୍କାର

କୁଶିନଗର : ଉତ୍ତର ପ୍ରଦେଶର କୁଶିନଗରରେ ଆସିଥିବା ବନ୍ୟାରେ ନାରାୟଣୀ ନଦୀ ଫୁଲି ଉଠିଛି। ହେଲେ ଗୁରୁବାର ରାତିରେ ଏକ ବଡ  ଅଘଟଣ ଘଟିଛି। ନଦୀର ମଝାମଝି ଏକ ଡଙ୍ଗାର ଇଞ୍ଜିନ ବନ୍ଦ ହୋଇ ଯିବାରୁ ଶତାଧିକ ଯାତ୍ରୀଙ୍କ ଜୀବନ…

ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ଏତଲା ଦାୟର, ମିଥ୍ୟା ତଥ୍ୟ ପ୍ରଚାର କରି ଅଡୁଆରେ ବାବା

ରାୟପୁର (ଓଡ଼ିଶା ଭାସ୍କର): ଯୋଗ ଗୁରୁ ରାମଦେବଙ୍କ ବିରୋଧରେ ଦାୟର ହେଲା ଏତଲା । କରୋନା ଚିକିତ୍ସା ପାଇଁ ଡାକ୍ତରମାନେ ବ୍ୟବହାର କରୁଥିବା ଔଷଧକୁ ନେଇ ମିଥ୍ୟା ତଥ୍ୟ ପ୍ରଚାର କରି ଅଡୁଆରେ ବାବା ରାମଦେବ । ତାଙ୍କର ଏହି…

ବଦଳିଲା କେବୁଲ ଟିଭି ନେଟୱର୍କ ଆଇନ, ଏଣିକି ନାଗରିକ ମାନଙ୍କର ଆପତ୍ତି ଓ ଅଭିଯୋଗର ସମାଧାନ ଲାଗି ଏକ ବୈଧାନିକ ବ୍ୟବସ୍ଥା ରହିବ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ, ୧୯୯୪ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କେବୁଲ ଟେଲିଭିଜନ ନେଟୱର୍କ ଆଇନ, ୧୯୯୫…

ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସମଗ୍ର ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତ ଲାଗି ରହିଛି । ଦକ୍ଷିଣ ଓଡ଼ିଶାର…