ଭାରସାମ୍ୟ ହରାଇ ଦୋକାନ ଉପରେ ମାଡିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ଆରୋହୀ ଏବଂ ପଥଚାରୀ

ଜଗତସିଂହପୁର (ଓଡ଼ିଶା ଭାସ୍କର): ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କନ୍ଦରପୁର-ମାଛଗାଁ ଜାତୀୟ ରାଜପଥର ସୁବର୍ଣ୍ଣବରାହୀ ମନ୍ଦିର ସମ୍ମୁଖରେ ଏକ ଦ୍ରୁତଗାମୀ ଅଡ଼ି କାର୍‌ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ୱରେ…

ଆସନ୍ତା ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା;…

ଭୁବନେଶ୍ବର (ଓଡ଼ିଶା ଭାସ୍କର): ରାଜ୍ୟରେ ଆରମ୍ଭ ହୋଇଛି ମୌସୁମୀ ବର୍ଷା । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ପ୍ରବଳ ବର୍ଷା । ଆଜି ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା  ଢ଼ାଳିବ। ଆସନ୍ତା…

ଆନ୍ଧ୍ରପ୍ରଦେଶ-ଓଡିଶା ସୀମାରୁ ୩ଟି ଟିଫିନ୍ ବୋମା ଏବଂ ବିସ୍ଫୋରକ ଜବତ

ମାଲକାନଗିରି (ଓଡ଼ିଶା ଭାସ୍କର): ବିଏସଏଫ ଏବଂ ଓଡିଶା ପୋଲିସ ମିଳିତ ଉଦ୍ୟମରେ ବଡ ଧରଣ ବିସ୍ଫୋରଣକୁ ରୋକାଯାଇଛି। ସର୍ଚ୍ଚ ଅପେରସନ୍ ବେଳେ ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଜୀବନ୍ତ ଟିଫିନ୍ ବେମା ଉଦ୍ଧାର କରାଯାଇଛି।…

ନିଆରା ଭଲପାଇବା : ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଗୁପ୍‌ଚୁପ୍‌ରେ ମୁଦି ଭର୍ତ୍ତି କରି ପ୍ରେମ ନିବେଦନ କଲେ ପ୍ରେମିକ, ଆଉ ତା’…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସାଥୀଙ୍କୁ ନିଜର କଥା କହିବା ଏବଂ ପରେ ବିବାହ ପାଇଁ ପ୍ରପୋଜ କରିବାର ଭିନ୍ନ ଭିନ୍ନ ଉପାୟ ଆପଣ ଦେଖିଥାଇପାରନ୍ତି । କିଏ ଫୁଲତୋଡ଼ା ଦେଇ ପ୍ରପୋଜ କରେ ତ କିଏ କେକ୍‌ରେ ମୁଦି ରଖି…

କରୋନାରୁ ମୁକ୍ତି ପାଇବା ପାଇଁ ମିଳିବ ଆଉ ଏକ ଅସ୍ତ୍ର, କୋଲଚିସିନ୍‌ର କ୍ଲିନିକାଲ୍ ଟ୍ରାଏଲ୍‌କୁ ଅନୁମତି ଦେଲା ‘ଡିସିଜିଆଇ’

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) :  ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (CSIR) ଏବଂ ହାଇଦ୍ରାବାଦ ସ୍ଥିତ ଲକ୍ଷାଇ ଲାଇଫ୍ ସାଇନ୍ସେସ ପ୍ରାଇଭେଟ୍ ଲିମିଟେଡ୍ କୋଭିଡ୍ ରୋଗୀଙ୍କ  ଚିକିତ୍ସା ପାଇଁ କୋଲଚିସିନ୍‌ର…

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମିଶ୍ରି, ଥଣ୍ଡା କାଶରୁ ମୁକ୍ତି ଦେବା ସହ ରକ୍ତ ଅଭାବକୁ ଦୂର କରେ…

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଖାଦ୍ୟ ଖାଇବା ପରେ ଆପଣ ନିଶ୍ଚିତ ଭାବରେ ମିଶ୍ରି ଏବଂ ପାନମହୁରୀ ଖାଇଥିବେ । ଏହି ଦୁଇଟି ଜିନିଷକୁ ମାଉଥ୍‌ ଫ୍ରେସନର୍‌ ଭାବରେ ଖିଆଯାଏ । କିନ୍ତୁ ଆପଣ ଜାଣନ୍ତି କି ମିଶ୍ରି ଅନେକ…

ଅଭ୍ୟାସ୍ ମ୍ୟାଚରେ ଚମକିଲେ ଋଷଭ ପନ୍ତ, ଛକା ମାରି ମନାଇଲେ ଉତ୍ସବ, ଭିଡିଓ ସେୟାର କଲା ବିସିସିଆଇ

ସାଉଥମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ଆରମ୍ଭ ହେବାକୁ ଗୋଟିଏ ସପ୍ତାହରୁ କମ୍ ସମୟ ବାକି ରହିଛି । ଜୁନ ୧୮ରୁ ଆରମ୍ଭ ହେବାକୁ ଥିବା ଏହି ହାଇଭୋଲଟେଜ୍ ମୁକାବିଲା…

ପଞ୍ଜାବ ରାଜନୀତିରେ ନୂତନ ସମୀକରଣ: ଅକାଳି ଦଳ ଓ ବିଏସପି ମଧ୍ୟରେ ମେଂଟ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା କେତେ ସିଟ୍

ଚଣ୍ଡିଗଡ : ଚଳିତ ସପ୍ତାହରେ ଦେଶ ରାଜନୀତିର ଦୃଶ୍ୟପଟ୍ଟରେ ଅନେକ ପରିବର୍ତନ ଦେଖିବାକୁ ମିଳିଲାଣି । କେଉଁ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ତେଜୁଛି ତ ଆଉ କେଉଁ ଦଳରେ ନେତାଙ୍କ ଆଗମନ ଘଟୁଛି । ପଶ୍ଚିମବଙ୍ଗ ଓ ଉତର ପ୍ରଦେଶରେ…

ଭାରତକୁ ବିଜୟୀ କରାଇବା ମୋ ପାଇଁ ବଡ ଦାୟିତ୍ୱ: ଧାୱନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ସୀମିତ ଓଭର ଦଳର ଅଧିନାୟକ ନିଯୁକ୍ତ ହୋଇଥିବା ଓପନର ଶିଖର ଧାୱନ କହିଛନ୍ତି ଯେ ଜାତୀୟ ଦଳର ନେତୃତ୍ୱ ନେବା ଦାୟିତ୍ୱ ମୋତେ ଦିଆଇ ଥିବାରୁ ଅତ୍ୟନ୍ତ…

ଟୋକିଓ ଅଲିମ୍ପିକ୍ସ ଯିବେ ନାହିଁ କ୍ରୀଡା ମନ୍ତ୍ରାଳୟ ପ୍ରତିନିଧି, କେବଳ କୋଚ୍, ଆଥଲେଟ୍‌ ଓ ଫିଜିଓଥେରାପିଷ୍ଟଙ୍କୁ ମିଳିବ ଅନୁମତି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କରୋନା ପରିସ୍ଥିତି ନେଇ ଆତଙ୍କ ଲାଗି ରହିଥିବା ବେଳେ କେନ୍ଦ୍ର କ୍ରୀଡାମନ୍ତ୍ରାଳୟ ଟୋକିଓ ଅଲିମ୍ପିକ୍ସକୁ କୌଣସି ପ୍ରତିନିଧି ଦଳ ପଠାଇବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କାରଣ ଟୋକିଓ…