ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ନିଜ ପସନ୍ଦର ଡିଲରଙ୍କ ଠାରୁ ଭରିପାରିବେ ସିଲିଣ୍ଡର

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଉପଭୋକ୍ତାଙ୍କୁ ଆରାମ ଦେବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ରନ୍ଧନ ଗ୍ୟାସ ଉପଭୋକ୍ତା ଏଣିକି ନିଜ ପସନ୍ଦର ଡିଲରଙ୍କ ଠାରୁ ଭରିପାରିବେ ଏଲପିଜି ସିଲିଣ୍ଡର ।…

କୋଭାକ୍ସିନ୍‌ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଲାନି ଆମେରିକା

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର) : ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱଦେଶୀ ଟିକା ନିର୍ମାତା ଭାରତ ବାୟୋଟେକକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ…

୪ବର୍ଷ ପରେ ଘରକୁ ବାହୁଡ଼ିଲେ ମୁକୁଲ, ଟିଏମ୍‌ସିକୁ ହେଲେ ସାମିଲ: ଦିଦି କହିଲେ ମୁକୁଲ ଆମ ସହ ଗଦ୍ଦାରି କରି ନାହାନ୍ତି.. ଗଦ୍ଦାରି କରିଥିବା…

କୋଲକାତା (ଓଡ଼ିଶା ଭାସ୍କର) : ବିଜେପିର  ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ ଶୁକ୍ରବାର ୪ ବର୍ଷ ପରେ ପୁଣି ଟିଏମ୍‌ସିକୁ ଫେରିଛନ୍ତି । ମୁକୁଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ…

ଆଜି ୬ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି, ୧୬ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଆଜିଠୁ ଲଘୁଚାପ ପ୍ରଭାବରେ ବର୍ଷା ବଢ଼ିବ । ଆସନ୍ତା ୧୪ ତାରିଖ ନୁହେଁ, ୧୬ ତାରିଖ ପର୍ଯ୍ୟନ୍ତ ବର୍ଷିବ ବର୍ଷା । ଓଡ଼ିଶାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ବେଶି ବର୍ଷା ହେବ ବୋଲି ପାଣିପାଗ…

ଭାରତର ଶ୍ରୀଲଙ୍କା ଗସ୍ତ, ଏହି ଦୁଇ ଖେଳାଳିଙ୍କ ପ୍ରତି ଅନ୍ୟାୟ କଲେ ଚୟନକର୍ତା !

ନୂଆଦିଲ୍ଲୀ : ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ଶିଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ମାସରେ ଶ୍ରୀଲଙ୍କାରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚର ସିରିଜ୍ ଖେଳିବ । ବିସିସିଆଇ…

କରୋନା ଟିକା ନ ନେଲେ ବ୍ଲକ୍ କରାଯିବ ସିମ୍ କାର୍ଡ, ଏମିତି ନିଷ୍ପତ୍ତି ନେଲେ ସରକାର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଟିକାକରଣ ଅଭିଯାନକୁ ପ୍ରୋତ୍ସାହନ ଦେବା ପାଇଁ ଲୋକଙ୍କୁ ଅନେକ ପ୍ରକାରର ପ୍ରଲୋଭନ ଦିଆଯାଉଛି । ଏପରିକି ଟିକା ନେଲେ ମାଗଣାରେ ବିୟର ଦିଆଯିବା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ…

ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ସମସ୍ତ ଆଥ୍‌ଲେଟ୍‌ଙ୍କୁ ଦିଆଯିବ ଟିକା: ବାତ୍ରା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟତା ହାସଲ କରିଥିବା ସମସ୍ତ…

ସୋଆରେ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍‌ ଷ୍ଟ୍ରିମିଂ କାର୍ଯ୍ୟକ୍ରମ, ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଦେଲେ ଅଭିଭାଷଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଚଳିତ ସପ୍ତାହରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌…

୨୦ରୁ ପୁରୀ ଓ କାମାକ୍ଷା ମଧ୍ୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁରୀ ଏବଂ କାମାକ୍ଷା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି ।୦୫୬୪୦ /୦୫୬୩୯ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍‌ ଟ୍ରେନ…

ରଜ ପାଇଁ ପୋଲିସ କମିଶନଙ୍କ ଚେତାବନୀ: ଟ୍ବିନ୍‌ସିଟିରେ ବୁଲିବ କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ୍‌ ଡ୍ରାଇଭ୍‌, ଅମାନୀୟା ହେଲେ ବନ୍ଧା…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାମାରୀ କରୋନାର କୋପ କମିଥିଲେ ରଜ ସମୟରେ କଟକ-ଭୁବନେଶ୍ୱରରେ ସହରାଂଚଳରେ ଭିଡ ନକରିବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ବା ଦୋକାନ ସରକାରଙ୍କ…