ଭାରତ ବାୟୋଟେକ୍‌ କ୍ୟାମ୍ପସକୁ ସୁରକ୍ଷା ଦେବ ସିଆଇଏସ୍‌ଏଫର ସଶସ୍ତ୍ର ଯବାନ, ୧୪ ଜୁନ୍‌ରୁ ମତୟନ ହେବେ…

ହାଇଦ୍ରାବାଦ (ଓଡ଼ିଶା ଭାସ୍କର): ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ କ୍ୟାମ୍ପସକୁ ସୁରକ୍ଷା ଯୋଗାଇବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌) । ଶମିରପେଟ ସ୍ଥିତ ନୋମ ଉପତ୍ୟକାରେ ଥିବା କମ୍ପାନୀର…

ଆମେରିକାରେ ‘ହନ୍ତା’ ଭାଇରସ ଆତଙ୍କ, ପ୍ରଥମ ମାମଲା ରିପୋର୍ଟ

ୱାଶିଂଟନ : ଆମେରିକାରେ ଏବେ କରୋନା ମହାମାରୀ ପରେ ଦେଖାଦେଇଛି ହନ୍ତା ଭାଇରସ ଆତଙ୍କ । ଏହା ଏବେ ସମସ୍ତଙ୍କ ପାଇଁ ବଡ ଆହ୍ୱାନ ପାଲଟିଛି ।ଆମେରିକାର ମିଚିଗାନରେ ହନ୍ତା ଭାଇରସର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ଏଠାରେ…

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ନିର୍ବାଚନ କମିସନର ଭାବେ ନିଯୁକ୍ତ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ନିର୍ବାଚନ କମିସନର ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି । ଜୁନ୍‌ ୮ ତାରିଖରେ ‘ଦି…

କ୍ରିକେଟ ପ୍ରଶିକ୍ଷଣ ଆପ୍‌ ‘କ୍ରିକୁରୁ’ ଆରମ୍ଭ କଲେ ସେହ୍ୱାଗ, ୩୦ ଜଣ କ୍ରିକେଟ୍ କୋଚ୍ ଖେଳାଳୀଙ୍କୁ ଦେବେ ଗୁରୁମନ୍ତ୍ର

ନୂଆଦିଲ୍ଲୀ : ଭାରତର ତାରକା କ୍ରିକେଟର ବିରେନ୍ଦ୍ର ସେହୱାଗ ବୁଧବାର ଦେଶରେ କ୍ରିକେଟ କୋଚିଂ ଅଭିଜ୍ଞତାକୁ ପୁନଃ-ପରିଭାଷିତ କରିବା ପାଇଁ ଭାରତର ପ୍ରଥମ ପ୍ରାୟୋଗିକ ଶିକ୍ଷା ଆପ୍‌ CRICURU ଆରମ୍ଭ କରିଛନ୍ତି ।…

ଜୁନ୍ ୨୪ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଦେବ ସ୍ନାନ ପୂର୍ଣ୍ଣିମା, ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁରୀ ଏସପିଙ୍କ ସମୀକ୍ଷା ବୈଠକ…

ପୁରୀ (ଓଡ଼ିଶା ଭାସ୍କର): କରୋନା କଟକଣା ମଧ୍ୟରେ ଚଳିତ ମାସ ଜୁନ ୨୪ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଦେବ ସ୍ନାନ ପୂର୍ଣ୍ଣିମା । ହାତ ଗଣତି ପରି ଆଉ ବାକି ରହିଲା…

ଔଷଧ ଦୋକାନୀ ଓ କର୍ମଚାରୀ ନେବେ ଟିକା, ଜିଲ୍ଲାପାଳ ଓ ସମସ୍ତ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଏବେ ରାଜ୍ୟର ସମସ୍ତ ଔଷଧ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ । ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗ ସଚିବ ପ୍ରଦୀପ୍ତ କୁମାର…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ଆଜିଠୁ ୧୪ ଯାଏଁ ପ୍ରବଳ ବର୍ଷା ଆଶଙ୍କ, ଜିଲ୍ଲାପାଳ, ମ୍ୟୁନିସିପାଲ୍‌ କମିଶନରଙ୍କୁ ସତର୍କ…

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ବାତ୍ୟା "ୟଶ୍'ର କ୍ଷୟକ୍ଷତି ସମ୍ପୂର୍ଣ୍ଣଭାବେ ମନରୁ ଲିଭି ନଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପର ସମ୍ଭାବନା ଦେଖାଦେଇଛି । ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ…

ଘାଟିକୁ ୬ ହଜାର ସୈନିକଙ୍କ ପ୍ରତ୍ୟାବର୍ତନ, ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ନେଇ ଚର୍ଚ୍ଚା ଜୋର

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ପୁଣି ଥରେ ରାଜନୀତି ସରଗରମ ହୋଇ ଉଠିଛି । ନିର୍ବାଚନ ଡ୍ୟୁଟିରେ ମୁତୟନ ଅର୍ଦ୍ଧସାମରିକ ବଳର ୬ ହଜାର ଯବାନ ଯେବେଠୁ ଘାଟିକୁ ଫେରିଛନ୍ତିି ତେବେଠୁ କାଶ୍ମୀରରେ ଆଲୋଚନା ଜୋର ଧରିଛି ।…

ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭରୁଛନ୍ତି କମ ଟ୍ୟାକ୍ସ, ଜାଣନ୍ତୁ କେତେ ଆୟକର ଦେଉଛନ୍ତି ଜେଫ ବେଜୋସ ଓ ଏଲନ ମସ୍କ

ନୂଆଦିଲ୍ଲୀ : ଦୁନିଆର ସବୁଠୁ ବିତଶାଳୀ ବ୍ୟକ୍ତି ତାଲିକାରେ ସାମିଲ ଆମେରିକାର ଅରବପତି ଜେଫ ବେଜୋସ, ଏଲନ ମସ୍କ ଓ ୱାରେନ ବଫେଟ୍‌ଙ୍କ ଆୟକର ସମ୍ବନ୍ଧିତ ସୂଚନା ଲିକ୍ ହୋଇଛି । ଏଥିରେ ଦାବି କରାଯାଇଛି ଯେ, ଇ-କମର୍ସ…

ଆଜି ବିଜେପିରେ ଯୋଗ ଦେଇ ପାରନ୍ତି ବଡ ହସ୍ତୀ, ଏହି କଂଗ୍ରେସ ନେତାଙ୍କୁ ନେଇ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ପାର୍ଟିକୁ ଲାଗିପାରେ ବଡ ଝଟକା । ବିଜେପି ସାଂସଦ ତଥା ମୁଖପାତ୍ର ଅନିଲ ବଲୁନି ବୁଧବାର ଟ୍ୱିଟ୍ କରି ଜାତୀୟ ରାଜନୀତିରେ ଚହଳ ପକାଇଛନ୍ତି…