ନବ ବିବାହିତାଙ୍କ ଅସ୍ୱାଭାବିକ ମୃତ୍ୟୁ: ମୃତଦେହ ଜବତ କରିବା ସହ ସ୍ୱାମୀକୁ ଅଟକ ରଖିଲା ପୋଲିସ

ବାଲେଶ୍ୱର (ଓଡ଼ିଶା ଭାସ୍କର): ନବ ବିବାହିତା ନାବାଳିକାର ମୃତଦେହକୁ ଶାଶୂଘରୁ ଉଦ୍ଧାର କରିଛି ସଦର ଥାନା ପୋଲିସ । ଏନେଇ ସପନ ବାରିକଙ୍କ ପୁତ୍ର ବିଜୁ ବାରିକ(୧୮)କୁ ପୋଲିସ ଅଟକରଖି ପଚରାଉଚୁରା ଜାରି ରଖିଛି ।…

ଚୋରୀ ମାମଲାର ତଦନ୍ତ ବଦଳରେ ଭଗବାନଙ୍କ ଉପରେ ବିଶ୍ୱାସ କଲା ପୋଲିସ, ବାବା ବକ୍ରେଶ୍ୱରଙ୍କ ମନ୍ଦିରରେ ନିୟମ ପୂର୍ବରୁ ମିଳିଲା ଚୋରୀ ଘଣ୍ଟା ଓ…

ଗୋପ(ଓଡ଼ିଶା ଭାସ୍କର): କଥାରେ ଅଛି ବିଶ୍ୱାସ ମୂଳେ ଭଗବାନ । ପୋଲିସ ମଧ୍ୟ ଭଗବାନଙ୍କ ଉପରେ ବିଶ୍ୱାସ କରୁଛି । ଏପରି ଏକ ଘଟଣା ଘଟିଛି ଗୋପ ଥାନା ଅଞ୍ଚଳରେ । ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ନିୟମ କରିବାକୁ ଦୁଇ…

ଟି-୨୦ ବିଶ୍ୱକପ୍‌: ୟୁଏଇ ଏବଂ ଓମାନରେ ଆୟୋଜନ ହେବ, ଆଗୁଆ ପ୍ରସ୍ତୁତି ପାଇଁ ଆଇସିସିକୁ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଚଳିତ ବର୍ଷର ଟି-୨୦ ବିଶ୍ୱକପ୍‌ ଆୟୋଜନ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି।କରୋନା ପରିସ୍ଥିତିକୁ ଲକ୍ଷ୍ୟ କରି ଜୁନ ୨୮ ତାରିଖ ମଧ୍ୟରେ ବିଶ୍ୱକପ୍‌…

ସୋମବାରଠୁ ଦିଲ୍ଲୀରେ ଆରମ୍ଭ ହେବ ଅନ୍‌ଲକ୍‌ ପ୍ରକ୍ରିୟା: ଗଢ଼ିବ ମେଟ୍ରୋ, ଯୁଗ୍ମ-ଅଯୁଗ୍ମ ଆଧାରରେ ଖୋଲିବ ବଜାର ଓ ମଲ୍

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କରୋନା ଭାଇରସ୍‌  ସଂକ୍ରମଣ ପ୍ରତିହତ କରିବା ଲାଗି ଏପ୍ରିଲ୍‌ ୧୯ ତାରିଖରୁ ଦିଲ୍ଲୀରେ ଜାରି ହୋଇଥିବା ‘ଲକ୍‌ଡାଉନ୍‌’କୁ ସୋମବାରଠାରୁ କୋହଳ କରାଯିବ । ତେବେ ଅନ୍ୟ କେତେକ କଟକଣା ଜାରି…

ଆଜି ଆସିବେ କେନ୍ଦ୍ରୀୟ ଟିମ, ବାତ୍ୟା ‘ୟାସ୍‌’ରେ ପ୍ରଭାବିତ ୪ ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବେ ଟିମ୍

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ଭାସ୍କର) :  ବାତ୍ୟା "ୟାସ୍‌' କ୍ଷୟକ୍ଷତି ଆକଳନ ପାଇଁ ରବିବାର ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌ । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ ବନୱଲଙ୍କ ନେତୃତ୍ୱରେ ଏ ଟିମ୍‌…

ଆଜି ଝଡବର୍ଷା ସହ ବଜ୍ରପାତ ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି,…

ଯୁକ୍ତ ୨ ମୂଲ୍ୟାୟନ ପାଇଁ ୧୪ ଜଣିଆ ବିଶେଷଜ୍ଞ  କମିଟି ଗଠନ

ଭୁବନେଶ୍ଵର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ବାତିଲ୍ ହୋଇଛି। କରୋନାକାଳରେ କେମିତି ବୋର୍ଡ ପରୀକ୍ଷା ହେବ ନେଇ ତାକୁ ନେଇ ଛାତ୍ର-ଛାତ୍ରୀ ଏବଂ ଅଭିଭାବକ ମହଲ ଚିନ୍ତାରେ ଥିଲେ। ଏବେ…

ରିଅଲ୍‌ମି ଏକ୍ସ୭ ମ୍ୟାକ୍ସ ୫ଜି ଏବଂ ରିଅଲ୍‌ମି ସ୍ମାର୍ଟଟିଭି ୪କେ’ ଉନ୍ମୋଚିତ : ୨ଟି ଷ୍ଟୋରେଜ୍ ଭାରିଆଣ୍ଟ୍‌ରେ ଉପଲବ୍ଧ ସ୍ମାର୍ଟଫୋନ୍‌

ମୁମ୍ବାଇ (ଓଡ଼ିଶା ଭାସ୍କର): ୫ଜି ସକ୍ଷମ ସ୍ମାର୍ଟଫୋନ୍‌ ଶୁଭାରମ୍ଭ କରିଥିବା ଭାରତର ପ୍ରଥମ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ଭାରତର ପ୍ରଥମ ମିଡିଆଟେକ୍‌ ଡାଇମେନ୍‌ସିଟି ୧୨୦୦ ୫ଜି ପ୍ରୋସେସର୍‌ ଥିବା ଏହାର ନୂତନ ଓ…

ଟ୍ୱିଟରକୁ ମୋଦୀ ସରକାରଙ୍କ ଶେଷ ଚେତାବନୀ: ନୂତନ ଆଇଟି ନିୟମ ଲାଗୁ କର, ନଚେତ୍ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ : ନୂତନ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଓ ମାଇକ୍ରୋ ବ୍ଲଗିଙ୍ଗ୍ ପ୍ଲାଟଫର୍ମ ଟ୍ୱିଟର ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଏଥର କେନ୍ଦ୍ର ସରକାର ଟ୍ୱିଟରକୁ ଶେଷ ଚେତାବନୀ ମଧ୍ୟ ଦେଇଛନ୍ତି । ସରକାର…

କରଦାତାଙ୍କୁ ବଡ ଆଶ୍ୱସ୍ତି, ଏବେ ମୋବାଇଲରେ ଭରି ପାରିବେ ଆୟକର ରିଟର୍ଣ୍ଣ

ନୂଆଦିଲ୍ଲୀ : ଆୟକର ବିଭାଗ ଟିକସଦାତାଙ୍କୁ ଏକ ବଡ ଆଶ୍ୱସ୍ତି ଦେବାକୁ ଯାଉଛି। ଏହି ସୁବିଧା ଆଧାରରେ ଜୁନ ୭ରୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ମୋବାଇଲରେ ଭରା ଯାଇ ପାରିବ । ସୂଚନାଯୋଗ୍ୟ, ଆଇଟିଆର ଫାଇଲିଂର ପ୍ରକ୍ରିୟା…