ଜି ୭ ଦେଶ ମଧ୍ୟରେ ଐତିହାସିକ ରାଜିନାମା, ଗୁଗଲ-ଫେସବୁକ ଉପରେ ଲାଗିବ ୧୫ % କର୍ପୋରେଟ୍ ଟ୍ୟାକ୍ସ
ଲଣ୍ଡନ : ସଂଯୁକ୍ତ ରାଷ୍ଟ୍ର ଆମେରିକା, ବ୍ରିଟେନ ସମେତ ଜି ୭ର ସମସ୍ତ ଦେଶ ଏକ ଐତିହାସିକ ରାଜିନାମା କରିବାକୁ ଯାଉଛନ୍ତି । ଏହି ରାଜିନାମା ଗୁଗଲ, ଆପଲ, ଫେସବୁକ ପରି ମଲଟିନ୍ୟାସନାଲ କମ୍ପାନୀ ଉପରେ ଉଚ୍ଚ ବୈଶ୍ୱିକ କର…