CHARIDHAM

ଦୁଃଖ ଜଣାଇଲେ ସୋନା, ବିଭିନ୍ନ ମହଲରୁ ଆସିଲା ଅନେକ ପ୍ରତିକ୍ରିୟା

ମୁମ୍ବାଇ(ଓଡ଼ିଶା ଭାସ୍କର) ଦେଶରେ ସମୁଦାୟ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୮୬,୭୮୨ରେ ପହଞ୍ଚିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲକଡାଉନ ଘୋଷଣା କରାଯାଇଛି । ଗତବର୍ଷ ମଧ୍ୟ ଏହି…

ଓଡ଼ିଶାରୁ ଆଉ ୩୪ ଜୀବନ ନେଲା ମହାମାରୀ, ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ଓଡ଼ିଶା କରୋନା ଗ୍ରାଫ୍ ତଳମୁହାଁ ହୋଇଥିବା ବେଳେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪ ଜୀବନ ନେଲା ମହାମାରୀ କରୋନା । ରାଜ୍ୟରେ କୋଭିଡ ମୃତ୍ୟୁ…

ଓଡିଶାରେ କରୋନା ଗ୍ରାଫ୍ ତଳମୁହାଁ: ୨୪ ଘଣ୍ଟା ମଧ୍ୟରେ ୬ହଜାର ୭୩୬ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ୟଶ୍ ପ୍ରଭାବରେ କରୋନା ଗ୍ରାଫ୍ ତଳମୁହାଁ ହୋଇଛି । ଗତ ୨୪ ଘଣ୍ଟା ରାଜ୍ୟରେ ୬ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୭୭୪ ଜଣ ଓ ସ୍ଥାନୀୟ…

ପଶ୍ଚିମବଙ୍ଗରେ ‘ୟଶ୍’ ତାଣ୍ଡବ: ୧ କୋଟି ଲୋକ ପ୍ରଭାବିତ, ୩ ଲକ୍ଷ ଘର କ୍ଷତିଗ୍ରସ୍ତ

କୋଲକାତା (ଓଡ଼ିଶା ଭାସ୍କର) : ଓଡିଶା ପରେ ସାମୁଦ୍ରିକ ଝଡ ୟଶ୍‌ ପଶ୍ଚିମବଙ୍ଗରେ ମଧ୍ୟ କ୍ଷୟକ୍ଷତି ଘଟାଇଛି । ବାତ୍ୟାର କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସୂଚନା ଦେଇଛନ୍ତି । ସେ କହିଛନ୍ତି,…

ଆଜିଠୁ ସ୍ୱାଭାବିକ ହେବ ଟିକାକରଣ ପ୍ରକିୟା, ୨୭ ଓ ୨୮ରେ ପାଇଁ ସ୍ଳଟ୍ ବୁକ୍ କରିଥିଲେ ପୂର୍ବ ଧାର୍ଯ୍ୟ ସମୟ ଓ ସ୍ଥାନ ଅନୁଯାୟୀ ନେବେ ଟିକା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବାତ୍ୟା ପାଇଁ ବୁଧବାର ଦିନ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌ ଟିକାକରଣ ବନ୍ଦ ରହିଥିବା ବେଳେ  ଗୁରୁବାର ଓ ଶୁକ୍ରବାର ସ୍ୱାଭାବିକ ଭାବେ ଟିକାଦାନ କାର୍ଯ୍ୟ ହେବ । ବିଏମ୍‌ସି ପକ୍ଷରୁ ଏହି…

 ଝାରପଡ଼ା ଜେଲରେ ସ୍ଥିତି ଅଣଆୟତ, ପୁଣି ୨୧ କଏଦୀ କରୋନା ପଜିଟିଭ

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ରାଜ୍ୟରେ କରୋନା ଗ୍ରାଫ୍ ଉପମୁହାଁ ଥିବା ବେଳେ  ମୃତକଙ୍କ ସଂଖ୍ୟାକୁ ନେଇ ମଧ୍ୟ ଚିନ୍ତା ବଢ଼ିବାରେ ଲାଗିଛି । ଏହି ସମୟରେ ବିଭିନ୍ନ ଜେଲ ରେ ମଧ୍ୟ କରୋନା ମହାମାରୀ କାୟା ବିସ୍ତାର…

କରୋନା ପରେ ଚିନ୍ତା ବଢ଼ାଉଛି ଫଙ୍ଗସ୍‌ : ଦେଶରେ ୧୧ ହଜାରରୁ ଉର୍ଦ୍ଧ୍ବ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ, ଗୁଜୁରାଟରେ ସର୍ବାଧିକ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ ୧୧,୭୧୭ରେ ପହଞ୍ଚିଲା ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା । ସରକାରୀ ତଥ୍ୟ ଅନୁଯାୟୀ ଗୁଜୁରାଟ, ମହାରାଷ୍ଟ୍ର ଏବଂ ଆନ୍ଧ୍ର୍ରଦେଶରେ ମ୍ୟୁକରମାଇକୋସିସ୍‌ କିମ୍ବା ବ୍ଲାକ୍‌ ଫଙ୍ଗସ୍‌ …

ୱେସାକ୍‌ ବିଶ୍ୱ ସମାରୋହରେ ମୋଦିଙ୍କ ଆହ୍ୱାନ, ଆତଙ୍କବାଦକୁ ପରାସ୍ତ କରିବାକୁ ମିଳିତ ଲଢ଼େଇ ଜରୁରୀ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ବୁଧବାର ଆୟୋଜିତ ୱେସାକ୍‌ ବିଶ୍ୱ ସମାରୋହରେ ଭିଡିଓ କନଫରେନ୍ସିଂ ଜରିଆରେ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ମହାସଂଘର…

ବାତ୍ୟା ପରେ ପରେ ବନ୍ୟାର ଚିନ୍ତା, ଫୁଲୁଛି ବୁଢାବଳଙ୍ଗ

ବେଶିଙ୍ଗା (ଓଡ଼ିଶା ଭାସ୍କର): ବାତ୍ୟା ‘ୟଶ୍’ର ପ୍ରଭାବ କ୍ରମାଗତ ଭାବେ ବଢି ଶେଷରେ ଲ୍ୟାଣ୍ଡଫଲ କରିଛି । ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ମତ ଅନୁସାରେ ବାଲେଶ୍ୱରଠାରୁ ୨୦ କି.ମି ଦୂରରେ ବାତ୍ୟା ‘ୟଶ୍’…

“ୟଶ୍’ ରଚିଲା ତାଣ୍ଡବ: କୂଳ ଲଂଘିଲା ସମୁଦ୍ର, ଘରେ ପଶିଲା ପାଣି, ୩ ମୃତ

ଭୁବନେଶ୍ୱର (ଓଡ଼ିିଶା ଭାସ୍କର): ବୁଧବାର ସକାଳ ୯ଟା ବେଳେ ଧାମରାର ଉତ୍ତର ଓ ବାଲେଶ୍ୱରର ଦକ୍ଷିଣଭାଗରେ ଲ୍ୟାଣ୍ଡ୍‌ଫଲ୍‌ କରିଛି ବାତ୍ୟା ""ୟଶ୍'' । ଅର୍ଥାତ ରେମୁଣା-ବାହାନଗା ନିକଟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁଛି ।…