ଶୁଭେନ୍ଦୁ ଅଧିକାରୀଙ୍କ ବାପା ଓ ଭାଇଙ୍କୁ କେନ୍ଦ୍ର ଦେବ ୱାଇ+ ସୁରକ୍ଷା, ୨ ସାଂସଦଙ୍କୁ ସୁରକ୍ଷା ଦେବେ ସିଆରପିଏଫ କମାଣ୍ଡୋ
କୋଲକାତା (ଓଡ଼ିଶା ଭାସ୍କର): ବିଜେପି ଟିକେଟରେ ନନ୍ଦିଗ୍ରାମ ଆସନରୁ ଜିତିଥିବା ଶୁଭେନ୍ଦୁଅଧିକାରୀଙ୍କ ବାପା ଓ ଭାଇଙ୍କୁ ଓ୍ବାଇ- ପ୍ଲସ୍ ସୁରକ୍ଷା ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।…