ଭାରତରେ ମଧ୍ୟ ପ୍ରାର୍ଥନା ସମୟରେ କେବେ ଭକ୍ତଙ୍କୁ ଏପରି ହତ୍ୟା କରାଯାଇ ନାହିଁ: ପେଶୱାର ମସଜିଦ ଆକ୍ରମଣ ଉପରେ ପାକ୍ ମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ :ପାକିସ୍ତାନର ପେଶୱାରର ଏକ ମସଜିଦରେ ପ୍ରାର୍ଥନା ବେଳେ ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଅତିକ୍ରମ କରିଛି। ଏହି ବିସ୍ଫୋରଣରେ ଆହତଙ୍କ ସଂଖ୍ୟା ୨୦୦ ରୁ ଅଧିକ। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ…

IND vs NZ 3nd T20I: ନରେନ୍ଦ୍ରମୋଦି କ୍ରିକେଟ୍ ଷ୍ଟାଡିୟମରେ ଦେଖିବାକୁ ମିଳିବ ଦମଦାର ମୁକାବିଲା

ନୂଆଦିଲ୍ଲୀ: ଆଜି ଅହମଦାବାଦର ନରେନ୍ଦ୍ରମୋଦି କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଫାଇନାଲ ଟି ୨୦ ମ୍ୟାଚ ଅନୁଷ୍ଠିତ ହେବ । ଫଳରେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ତେବେ…

ସାତଟି ପ୍ରସଙ୍ଗକୁ ଅଗ୍ରାଧିକାର:ଆଦିବାସୀଙ୍କ ପାଇଁ ଖୋଲିବ ନୂତନ ସ୍କୁଲ, ଦିଆଯିବ ୩୮,୮୦୦ ଶିକ୍ଷକଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ:ଚଳିତ ବଜେଟରେ ୭ଟି ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଇଛି । ସାମଗ୍ରିକ ବୃଦ୍ଧି, ଚାଷୀସମସ୍ୟା ଦୂର,ଜମ୍ମକଶ୍ମୀର, ଲଦାଖ କୁ ବିଶେଷ ଗୁରୁତ୍ୱ ,ଭିତ୍ତିଭୂମି ବିକାଶ, ଯୁବଶକ୍ତି, ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ…

Budget-2023:ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଲୋକସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ । ସରକାର ନେଇଥିବା ପଦକ୍ଷେପ ଉପରେ ନିଜର ଆଲୋଚନା ଉପସ୍ଥାପନ କରୁଛନ୍ତି ମନ୍ତ୍ରୀ । କୋଭିଡ ଟିକାକରଣରୁ ଆରମ୍ଭ କରି ସବକା ସାଥ,…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମାଲା: ସସପେଣ୍ଡ ହେଲେ ମନ୍ତ୍ରୀଙ୍କ ପିଏସଓ, ବଦଳିଲେ ବ୍ରଜରାଜନଗର ଆଇଆଇସି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତ୍ୟେକ ଦିନ କିଛି କିଛି କଥା ସାମ୍ନାକୁ ଆସୁଛି । ଏଥିସହିତ ଅନେକ ଅଧିକାରୀଙ୍କୁ ଚାକୀରିରୁ ବହିସ୍କାର ଏବଂ ବଦଳି କରାଯାଉଛି । ତେବେ ଗତକାଲି…

ବାଜିବ ଝାରସୁଗୁଡ଼ା ଉପନିର୍ବାଚନ ବିଗୁଲ ,ଖୁବଶୀଘ୍ର ମୁଖ୍ୟ ନିର୍ବାଚନ ଶୁଣାଇବେ ନିଷ୍ପତ୍ତି

ଭୁବନେଶ୍ୱର:ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ସମ୍ପର୍କରେ ଗତକାଲି ବିଧିବଦ୍ଧ ଭାବେ ଭାରତୀୟ ନିର୍ବାଚନ କମିଶନଙ୍କ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ ରାଜ୍ୟସଭା,…

ଆଜି ଗୋପାଳ ପାଳି,୪ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:ମନ୍ତ୍ରୀ ନବଦାସ ଗୁଳିମାଡ ମାମଲାରେ ଆଜି ଠାରୁ ୪ଦିନିଆ ରିମାଣ୍ଡରେ ଯିବ ଗୋପାଳ ଦାସ । ଅଧିକ ପଚରାଉଚୁରା କରିବା ପାଇଁ ଗୋପାଳକୁ ରିମାଣ୍ଡରେ ନିଆଯିବ । ତେବେ ଏହା ସହିତ ଝାରସୁଗୁଡା ବଡମାଳ ଥାନାରେ ଏବେ…

ଆଉ ଆବଶ୍ୟକ ନାହିଁ ବିବାହ, ବାହା ନ ହୋଇ ଛୁଆ ଜନ୍ମ କରିବା ଲାଗି ମିଳିଲା ଯୁବତୀଙ୍କୁ ଅଧିକାର

ନୂଆଦିଲ୍ଲୀ :ଏଣିକି ବିବାହ ପୂର୍ବରୁ ମଧ୍ୟ ଆପଣ କରିପାରିବେ ଛୁଆ।ଏହାକୁ ନେଇ ଚୀନ୍‌ ରେ ବଦଳିଲା ନିୟମ । ଏହାପୂର୍ବରୁ, କେବଳ ବିବାହିତ ମହିଳାମାନଙ୍କୁ ସିଚୁଆନରେ ଜନ୍ମ ଦେବାକୁ ଆଇନଗତ ଅନୁମତି ଦିଆଯାଇଥିଲା।ତେବେ ଏହି…

ଆରମ୍ଭ ହେଲା ଯୁକ୍ତଦୁଇ ପ୍ରାକ୍ଟିକାଲ୍,ସିସି କ୍ୟାମେରା ସହ ଦୁଇ ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ବର: ବୁଧବାର ଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ମାସ ୧୦ ତାରିଖରେ ସରିବ । ଏଥିପାଇଁ ପରୀକ୍ଷାର୍ଥୀମାନେ ସକାଳ ୯ଟା ୩୦ରୁ ଲ୍ୟାବ୍ ମଧ୍ୟକୁ…

ପ୍ରସବ ପୂର୍ବରୁ ଯୌନ ନିର୍ଣ୍ଣୟ ଭିଡ଼ିଓ ଉପରେ ରୋକ ଲଗେଇଲେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ..

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ୟୁଟ୍ୟୁବର୍ମାନଙ୍କୁ ନୋଟିସ୍ ପଠାଇଛି ଯେଉଁମାନେ ପ୍ରସବ ପୂର୍ବରୁ ଯୌନ ନିର୍ଣ୍ଣୟ ଉପରେ ଭିଡିଓ ଅପଲୋଡ୍ କରିଥିଲେ। ୩୬ ଘଣ୍ଟା ମଧ୍ୟରେ…