ସୋସିଆଲ ମିଡିଆରେ ସୁନ୍ଦର ଫଟୋ ସେୟାର କଲେ ଆଇଏଏସ୍ (IAS) ଟିନା ଡାବି: ଫ୍ୟାନ୍ସଙ୍କୁ ପଚାରିଲେ ଏହି ପ୍ରଶ୍ନ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବା ଆଇଏଏସ୍ (IAS) ଟିନା ଡାବି ବର୍ତ୍ତମାନ ରାଜସ୍ଥାନର ଜେସଲମେରରେ କାର୍ଯ୍ୟରତ ଅଛନ୍ତି । ସେ ନିଜର ଇଷ୍ଟାଗ୍ରାମ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।…