ଗିରଫ ହେଲେ ଓଲିଉଡ ଅଭିନେତ୍ରୀ: ଅର୍ପିତାଙ୍କ ଘରୁ ଜବତ ହୋଇଥିଲା କୋଟି କୋଟି ଟଙ୍କା
କୋଲକାତା: ଗିରଫ ହୋଇ ଜେଲ ହାଜତ ଭିତରେ ପହଞ୍ଚିଛନ୍ତି ଓଲିଉଡ ଜଗତର ଜଣେ ଚିହ୍ନା ନାୟିକା । ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲାରେ ଫସି ଏବେ ଇଡି ହାତରେ ସେ ଗିରଫ ହୋଇଛନ୍ତି । ଓଡିଆ ଅଭିନେତ୍ରୀ ତଥା ମମତା…