ବାବୁସାନ-ପ୍ରକୃତି ଷ୍ଟାର ବିବାଦ: ଏତଲା ପରେ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀଙ୍କ ବାପା ମନ୍ମଥ ମିଶ୍ର

ଭୁବନେଶ୍ୱର: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମାରି ଦେବା ପାଇଁ ଧମକ ଦିଆଯାଇଛି । ଖାରବେଳ ଥାନାରେ ଏତଲା ପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ସଂଗୀତକାର ମନ୍ମଥ ମିଶ୍ର । ଏ ନେଇ…

ସିରିଏଲ୍ ଅଭିନେତା ମଲଖାନଙ୍କ ଦେହାନ୍ତ: ‘ଭାବିଜୀ ଘର୍ ପର୍ ହେଁ’ କରିଥିଲେ ଚମତ୍କାର ଅଭିନୟ

ମୁମ୍ବାଇ: ‘ଆଣ୍ଡ୍ ଟିଭିର’ ପ୍ରସିଦ୍ଧ କମେଡି ସିରିଏଲ୍ ‘ଭାବିଜୀ ଘର୍ ପର୍ ହେଁ’ ର ଅଭିନେତା ମଲଖାନ୍ ଓରଫ୍ ଦୀପେଶ ଭାନଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା । ଖବର ଅନୂଯାୟୀ ଦୀପେଶ…

ମାଗଣାରେ ଦିଆଯିବ Spoken English କୋର୍ସ ପ୍ରଶିକ୍ଷଣ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଯୁବପିଢିଙ୍କ ପାଇଁ ବଡ ଘୋଷଣା କରିଛନ୍ତି। କେଜ୍ରିଓ୍ଵାଲ ସରକାର ଯୋଗାଯୋଗ ଦକ୍ଷତା ଅର୍ଥାତ କମ୍ୟୁନିକେସନ ସ୍କିଲରେ ଦୁର୍ବଳ ଯୁବକ-ଯୁବତୀଙ୍କ ପାଇଁ…

IT ରିଟର୍ଣ୍ଣ ଭରିବାର ଶେଷ ତାରିଖ ପଡୁଛି ରବିବାର, ବ୍ୟାଙ୍କ ଛୁଟି, କରଦାତାଙ୍କ ଉପରେ ଏହାର ପ୍ରଭାବ ପଡିବ କି ?

ନୂଆଦିଲ୍ଲୀ: ୨୦୨୧-୨୨ର ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ପାଇଁ ଶେଷ ତାରିଖ ହେଉଛି ଜୁଲାଇ ୩୧। ତେଣୁ ଏହା ପୂର୍ବରୁ ଶୀଘ୍ର ରିଟର୍ଣ୍ଣ ଭରିବା ପାଇଁ ଆୟକର ବିଭାଗ ଲୋକଙ୍କୁ ଲଗାତାର ଅପିଲ୍ କରୁଛି। ଆଉ ବିଭାଗ ଏହା ମଧ୍ୟ…

ଟି-୨୦ ବିଶ୍ଵ କପ୍ ପୂର୍ବରୁ ନିଜ ଘରେ ଦ. ଆଫ୍ରିକା ଏବଂ ଅଷ୍ଟ୍ରେଲିଆର ମୁକାବିଲା କରିବ ଭାରତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଅକ୍ଟୋବର ଏବଂ ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍ ପୂର୍ବରୁ ନିଜ ଘରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସହ ଟି-୨୦ ସିରିଜ୍ ଖେଳିବ। ଭାରତୀୟ ଦଳ…

ବ୍ରିଟେନରେ ଇତିହାସ ରଚିଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ, ହେଲେ ଲଣ୍ଡନର ସର୍ବକନିଷ୍ଠ ବାଚସ୍ପତି

ନୂଆଦିଲ୍ଲୀ: ଗୋଟିଏ ପଟେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ନାମ ଲଗାତାର ଚର୍ଚ୍ଚାରେ ରହିଥିବା ବେଳେ ଅନ୍ୟପଟେ ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ଇଂରେଜ ଦେଶରେ ଇତିହାସ ରଚିଛନ୍ତି।…

ଦେଶରେ କେବେ ଲାଗୁ ହେବ ସମାନ ନାଗରିକ ସଂହିତା ଆଇନ ? ସଂସଦରେ ଉତ୍ତର ରଖିଲେ ସରକାର

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ ବିତର୍କ ଜାରି ରହିଛି। ମାମଲା ସୁପ୍ରିମକୋର୍ଟରେ ମଧ୍ୟ ବିଚାରଧୀନ ରହିଛି। ଏହା ମଧ୍ୟରେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ…

ଜିରାଫ୍‌ର ନାହିଁ ଭୋକାଲ୍‌ କଡ୍‌, ସାରା ଜୀବନ ନୀରବରେ ବିତେଇ ଥାଏ

ନୂଆଦିଲ୍ଲୀ:  ସାଧାରଣରେ ପ୍ରାୟ ସବୁ ପ୍ରାଣୀଙ୍କର ଭୋକାଲ୍‌ କଡ୍‌ ବା ସ୍ୱର ତନ୍ତ୍ରି ଥାଏ । ସେଥିଲାଗି ମଣିଷ କଥା କହେ । ଗାଈ ହମ୍ବା ରଡ଼ି ଛାଡ଼େ । ସିଂହ ଗର୍ଜନ କରେ । ମାତ୍ର ଏମିତି ଏକ ପ୍ରାଣୀ ହେଉଛି ଜିରାଫ୍‌ ଯାହାର…

ମୁମ୍ବାଇ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ସଲମାନ୍‌, ଜଣାପଡିନି ଭେଟିବାର ପ୍ରକୃତ କାରଣ…

ମୁମ୍ବଇ :ଅଭିନେତା ସଲମାନ ଖାନ ଶୁକ୍ରବାର ମୁମ୍ବଇର ନୂଆ ପୋଲିସ କମିଶନର ବିବେକ ଫନସଲକରଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଅଫିସରେ ପହଞ୍ଚଥିଲେ । କମିଶନର ଅଫିସରୁ ଫେରିବା ସମୟରେ ସାମ୍ବାଦିକମାନେ ଏହାର କାରଣ ଜାଣିବାକୁ…

ପଞ୍ଚଦଶତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋଚିତ୍ର ଆଙ୍କି ଚର୍ଚ୍ଚାରେ ଯୁବ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ, ରାଇସିନା ହିଲକୁ ପଠାଇବେ ଫଟୋ…

କେନ୍ଦ୍ରାପଡ଼ା, (ଭାସ୍କର ନ୍ୟୁଜ୍‌): ଭାରତର ନବ ନିର୍ବାଚିତ ରାଷ୍ଟ୍ରପତି ତଥା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଫଟୋଚିତ୍ର ଆଙ୍କି ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରାପଡ଼ାର ଯୁବ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ । ୩…