ମଙ୍କିପକ୍ସକୁ ନେଇ ଆସିଲା କଟକଣା: ଯାତ୍ରୀଙ୍କ ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଭୟାବହତା ମଧ୍ୟରେ ମଙ୍କିପକ୍ସ ଚିନ୍ତାକୁ ଆହୁରି ବଢାଇ ଦେଇଛି । ପୃଥିବୀର ବିଭିନ୍ନ ଦେଶରେ ଏହି ଭାଇରସ ଆତଙ୍କ ଖେଳାଉଥିବା ବେଳେ ଏବେ ଏହା ଭାରତରେ ପାଦ ଥାପିଛି । କେରଳରୁ ଦେଶର…

nirf ଶ୍ରେଷ୍ଠ ମେଡିକାଲ କଲେଜ ମାନ୍ୟତାରେ ୨୬ ତମ ସ୍ଥାନରେ ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜର ଏକ ଦଶନ୍ଧିର ଗୌରବମୟ ଯାତ୍ରାରେ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା…

ପାଣି ସହିତ ପଙ୍ଗା ନେବା ପଡିଗଲା ଭାରୀ: ଏମିତି ବଦଲା ନେଲା ବଢିଲା ନଈ ସୁଅ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜିକାଲିର ଲୋକମାନେ ନିଜକୁ ବହୁତ ସ୍ମାର୍ଟ ଆଉ ସାହସୀ ବୋଲି ମନେ କରିଥାନ୍ତି । ଆଉ ଏ କଥାକୁ ପ୍ରମାଣ କରିବା ପାଇଁ ବେଳେବେଳେ ଅନେକ ପ୍ରକାରର ଭୟାନକ ଏବଂ ଦୁଃସାହସିକ କାର୍ଯ୍ୟ କରିବା ପାଇଁ ପଛାଇ ନଥାନ୍ତି…

ଭାରତକୁ ସିନ୍ଧୁ ହିଁ ଭରସା: ସାଇନା ପ୍ରଣୟ ଟୁର୍ଣ୍ଣାମେଣ୍ଟରୁ ବିଦା ହେବା ପରେ ଆଣିବେ ମେଡାଲ!

ନୂଆଦିଲ୍ଲୀ: ସିଙ୍ଗାପୁର ଓପନରେ ଭାତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଏବଂ ଏଚ.ଏସ ପ୍ରଣୟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଉଭୟ ନିଜ ନିଜର ମୁକାବିଲାରେ ପରାସ୍ତ ହୋଇ ଏହି ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ…

ଲର୍ଡସରେ ସଂକଟରେ ଥିଲା ଟିମ ଇଣ୍ଡିଆ: ଫ୍ୟାନ୍ସମାନଙ୍କୁ ମନେ ପଡିଲେ ‘ମାହି ଭାଇ’, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଲର୍ଡସରେ ଇଂଲଣ୍ଡ-ଭାରତ ଦ୍ୱିତୀୟ ମ୍ୟାଚକୁ ୧୦୦ ରନରେ ହାତଛଡା କରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୧୦ ୱିକେଟରେ ବିଜୟ ହାସଲ କରିବା ପରେ ଦ୍ୱିତୀୟ ମ୍ୟାଚରେ ପ୍ରତିଷୋଧ ନେଇଛି ଇଂଲଣ୍ଡ । ରୋହିତ ଶର୍ମା,…

କାଶ୍ମୀରରେ ଅପରେସନ ଅଲ-ଆଉଟ: ଅନେକ ଆତଙ୍କୀ ଛାଡିଲେ ସଂସ୍ଥା, ଜାଣନ୍ତୁ କେତେ ମୁଣ୍ଡ ନେଇଛି ଇଣ୍ଡିଆନ ଆର୍ମି

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଦମଦାର ସଫଳତା । ଆତଙ୍କୀଙ୍କ ବିରୋଧରେ ଚାଲିଥିବା ଅପରେସନ ଅଲ ଆଉଟରେ ସେନା କରିଛି ଦମନଲୀଳା । ଶହଶହ ଆତଙ୍କୀଙ୍କ ମୁଣ୍ଡ ଗଡିଥିବା ବେଳେ ଶତାଧିକ ଆତଙ୍କୀଙ୍କୁ…

SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଆଜିଠୁ FD ଉପରେ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ରେପୋ ରେଟ୍ ବୃଦ୍ଧି ପରେ ବ୍ୟାଙ୍କଗୁଡିକ ମଧ୍ୟ ସୁଧହାର ବୃଦ୍ଧି କରିବା ଆରମ୍ଭ କରିଛନ୍ତି। ଲୋନ ଉପରେ ସୁଧହାର ବଢିବା ବ୍ୟତୀତ ଜମା ରାଶି ଉପରେ ମଧ୍ୟ ସୁଧହାର…

ମାରିବା ଅପେକ୍ଷା ଭଲ ହେବ କାହାକୁ ଦେଇ ଦିଅ, ଗର୍ଭପାତର ମଞ୍ଜୁରୀ ଦିଆଯାଇ ପାରିବନି: ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ୨୫ ବର୍ଷୀୟ ଅବିବାହିତ ଯୁବତୀଙ୍କୁ ଗର୍ଭପାତର ମଞ୍ଜୁରୀ ଦେବାକୁ ମନା କରି ଦେଇଛନ୍ତି। ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଆମେ ଶିଶୁକୁ ହତ୍ୟା କରିବାର ଅନୁମତି ଦେଇ ପାରିବୁ…

‘ଗାନ୍ଧୀ ହେଉଛନ୍ତି ହିନ୍ଦୁଙ୍କ ହତ୍ୟାକାରୀ, ଇଂରେଜଙ୍କ ଦଲାଲ’, ଜାତିର ପିତାଙ୍କ ପ୍ରତି ଅପଶବ୍ଦ କହିଲେ ନରସିଂହାନନ୍ଦ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ହେଉଛନ୍ତି  ହିନ୍ଦୁଙ୍କ ହତ୍ୟାକାରୀ। ଇଂରେଜଙ୍କ ଦଲାଲ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଏମିତି ଆପତ୍ତିଜନକ ଟିପ୍ପଣୀ କରିଛନ୍ତି ଶ୍ରୀ ପଞ୍ଚଦଶନାମ ଜୁନା ଅଖାଡାର ମହାମଣ୍ଡଳେଶ୍ଵର…

କ୍ୱାର୍ଟରରେ ସିନ୍ଧୁଙ୍କ ଜବରଦସ୍ତ କମବ୍ୟାକ: ଚୀନକୁ ମାତ ଦେଇ ସେମିଫାଇନାଲରେ ମାରିଲେ ଏଣ୍ଟ୍ରି

ସିଙ୍ଗାପୁର: ସିଙ୍ଗାପୁର ଓପନର ସେମି ଫାଇନାଲର ସେମି ଫାଇନାଲରେ ଏଣ୍ଟ୍ରି କରିଛନ୍ତି ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ଚୀନକୁ ହରାଇ ସେ ଏହି ସଫଳତା ହାସଲ…