ରାଗିଂ ପାଇଁ ଆତ୍ମହତ୍ୟା କଲେ ରୁଚିକା ! ସୁଇସାଇଟ୍ ନୋଟ୍‌ରେ ଲେଖିଗଲେ ୩ ଜଣ ସିନିୟର ଛାତ୍ରୀ ନାଁ, ଅଧା ରହିଗଲା କଲେକ୍ଟର ହେବା ସ୍ୱପ୍ନ..

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀଙ୍କ ମୃତଦେହ ଲେଡିଜ ହଷ୍ଟେଲରୁ ଉଦ୍ଧାର ହୋଇଛି । ମୃତ ଛାତ୍ରୀଙ୍କ ନାମ ରୁଚିକା ମହାନ୍ତି । ସେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ । ସେ କାରୁବାକି…

ଜନ୍ମବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି, ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ, (ଭାସ୍କର ନ୍ୟୁଜ୍‌) : ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଆସିଥିବା ଚତୁର୍ଦ୍ଧା ମୂର୍ତ୍ତି ଶନିବାର ଗୁଣ୍ଡିଚା ମନ୍ଦିରର ଆଡ଼ ମଣ୍ଡପକୁ ବିଜେ କରିଛନ୍ତି । ଶୁକ୍ରବାର ଠାରୁ ଶରଧାବାଲିରେ ରଥ ଉପରେ ରଥାରୂଢ଼ ଥିବା ୩…

ଆସୁଛି ଲଘୁଚାପ ପ୍ରବଳ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ଆର୍ଲଟ ଜାରି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଉତ୍ତର ଓଡ଼ିଶା ଓ ତା’ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ବଳୟ ଉତ୍ତର ଓଡ଼ିଶା ଓ ତା’ର ପାଶ୍ୱର୍ବର୍ତ୍ତୀ…

ବାସୀ ରଥଯାତ୍ରା: ଏହି ଜାଗାରେ ଆଜି ଟଣା ହେଲା ରଥ, ଜାଣନ୍ତୁ କାହିଁକି?

କୋରାପୁଟ: ଜୁଲାଇ ୧ ଅର୍ଥାତ ଗତକାଲି ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଶେଷ ହୋଇଛି । କିନ୍ତୁ ଏହାର ପର ଦିନ ମାନେ ଆଜି ଏକ ସ୍ଥାନରେ ବାସୀରେ ଟଣା ହେଲା ରଥ । ଏଠାରେ ପାଳନ ହୁଏ ବାସୀ ରଥଯାତ୍ରା । ସାରା ରାଜ୍ୟରେ…

ଯୌତୁକ ଆଣିଲେ ରହିବୁ, ନଚେତ: ଶାଶୁ ଘରେ ଏମିତି ଧମକ ପରେ ମୃତ୍ୟୁ, କ’ଣ ରହସ୍ୟ?

ଯାଜପୁର: ଯୌତୁକକୁ ନେଇ ପୁଣି ଆସିଲା ଧମକ ଏବଂ ପରେ ହତ୍ୟା ଅଭିଯୋଗ । ଯୌତୁକ ଆଣିବୁ ଯଦି ଘରେ ରହିବୁ ନଚେତ୍ ଘରୁ ବାହାର କରିଦେବି । ଏମିତି ଧମକ ଦେବା ସହ ଅନେକ ଶାରୀରିକ ଏବଂ ମାନିସିକ ନିର୍ଯାତନା ଦେଉଥିଲେ ଶାଶୁ ଗର…

କୋବ୍ରା-ନେଉଳ ଭିତରେ ଲାଗିଲା ଭୟାନକ ଯୁଦ୍ଧ: ଦେଖନ୍ତୁ କିଏ ମାରିଲା ବାଜି?

ଓଡିଶା ଭାସ୍କର: ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏଥି ମଧ୍ୟରୁ ପଶୁପକ୍ଷୀଙ୍କ ପ୍ରାୟ ଭିଡିଓ ଲୋକମାନଙ୍କ ମନୋରଞ୍ଜନର ମାଧ୍ୟମ ପାଲଟି ଯାଉଛି । ସେମାନଙ୍କ ନଟଖଟ ଅନ୍ଦାଜ ହେଉ…

ମୋବାଇଲ ଚାର୍ଜରେ ଲଗାଇ ବ୍ୟବହାର କରୁଥିଲେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ବି ହୋଇପାରେ, ତେଣୁ ସର୍ବଦା ସତର୍କ ରହିବା ଉଚିତ । କିନ୍ତୁ ବେଳେବେଳେ ମଣିଷର ଅବହେଳା ଯୋଗୁଁ ସେ ଅଧିକାଂଶ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାଏ । ଇଲେକ୍ଟ୍ରୋନିକ୍ସ ଜିନିଷ…

ମାର୍କେଟକୁ ଆସୁଛି ଗ୍ରୀନ ସିମେଣ୍ଟ: ଇକୋ ଫ୍ରେଣ୍ଡଲି ସହିତ ଜାଣନ୍ତୁ କ’ଣ ରହିଛି ଫିଚର

ଓଡିଶା ଭାସ୍କର: ଭାରତର ଅନେକ ଅଞ୍ଚଳରେ ପ୍ରଦୂଷଣ ବଢିବାରେ ଲାଗିଛି । ଯାହା ଫଳରେ ପର୍ଯ୍ୟାବରଣରେ ମଧ୍ୟ ନାନା ପ୍ରକାରର କ୍ଷତି ପରିଲକ୍ଷିତ ହେଉଛି । ତେବେ କିଛି ଲୋକ ବିଶେଷ କରି ଦେଶର ବୈଜ୍ଞାନିକମାନେ ପର୍ଯ୍ୟାବରଣକୁ…

ଦିନେ ଥିଲେ ରିଚା, ଆଜି ରୁଚିକା: ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରୁ ୧୭ ବର୍ଷ ପଛକୁ ଗଲା ପୋଲିସ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁ କରୁ ୧୭ ବର୍ଷ ପଛକୁ ଚାଲି ଯାଇଛି ବଡଗଡ ପୋଲିସ । ରୁଚିକାଙ୍କ ପରି ଦିନେ ଆଉ ଜଣେ ଛାତ୍ରୀ ମଧ୍ୟ ଏମିତି ଆତ୍ମହତ୍ୟା କରିଥିଲେ । ଯାହାକୁ ନେଇ ମାମଲା…

ରାଗିଙ୍ଗ ପାଇଁ ରୁଚିକାଙ୍କ ଆତ୍ମହତ୍ୟା: ବିଜେବି କଲେଜ ଛାତ୍ରୀଙ୍କ ସୁଇସାଇଡ ନୋଟ କହୁଛି କାହାଣୀ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଉପର ଉଠିଛି ପରଦା । କଲେଜରେ ରାଗିଂ ପାଲଟିଛି ଛାତ୍ରୀଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ । ଛାତ୍ରୀଙ୍କ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ ନୋଟରୁ ମୃତ୍ୟୁର କାରଣ…