ଗଞ୍ଜେଇରୁ ଉତ୍ପାଦନ ହେଲା ବିଜୁଳି, ଜାଣନ୍ତୁ ଏହି ନୂଆ ପ୍ରକ୍ରିୟା

ବିଳାସପୁର: ଅନେକ ସମୟରେ ଅବକାରୀ ବିଭାଗ ତଥା ପୋଲିସ୍ ଦ୍ୱାରା ଗଞ୍ଜେଇ ଏବଂ ବିଭିନ୍ନ ନିଶା ଦ୍ରବ୍ୟ ଜବତ ହୋଇଥାଏ, ଏହାସହ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରାଯାଏ । ତେବେ ଏହି ଜବତ ହୋଇଥିବା ଗଞ୍ଜେଇକୁ ନଷ୍ଟ…

ଏହି ସବୁ ରୋଗ ଉପଶମର ରାମବାଣ ରସୁଣ, ଖାଦ୍ୟରେ ଏମିତି ଉପାୟରେ ବ୍ୟବହାର କଲେ ଦୂର ହେବ କୋଷ୍ଠକାଠିନ୍ୟ

ନୂଆଦିଲ୍ଲୀ: ସାଧାରଣତଃ ଆମେ ରସୁଣକୁ ଖାଦ୍ୟରେ ମସଲାଦ୍ରବ୍ୟ ଭାବେ ବ୍ୟବହାର କରିଥାଉ । କାରଣ ରସୁଣ କୌଣସି ବି ପ୍ରକାର ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରାଇଥାଏ । ମାତ୍ର ରସୁଣ ମଧ୍ୟରେ ଏପରି ଗୁଣକାରୀ ତତ୍ୱ ରହିଛି ଯାହା…

ବିଧାନସଭାର ମୌସୁମୀ ଅଧିବେଶନ: ଜୁନ୍‌ ୨୯ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଆସନ୍ତା ଜୁନ୍‌ ୨୯ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା କନଫରେନ୍ସ ହଲରେ ଦିନ ୧୧ଟାରେ ବୈଠକ ବସିବ ।…

ଶ୍ରୀଲଙ୍କାରେ ସ୍ମୃତି ମନ୍ଧାନାଙ୍କ ଜବରା ଫ୍ୟ।।ନ: ମ୍ୟାଚ ମଝିରେ ଏହି ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ସଫଳତାର ଅନେକ ସିଡି ଅତିକ୍ରମ କରି ସାରିଛି । କେବଳ ପୁରୁଷ ନୁହେଁ, ମହିଳା ଟିମ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଖୁବ ଆଗରେ ରହିଛି । ତେବେ ସେମାନଙ୍କ ଟାଲେଣ୍ଟ…

ବତୁରା କିସମିସ୍ ଖାଇଲେ ମିଳେ ଏଭଳି ଲାଭ: କେମିତି ଖାଇବେ-ଜାଣନ୍ତୁ ଟିପ୍ସ

ନୂଆଦିଲ୍ଲୀ: କିସମିସ ଖାଇଲେ ଅନେକ ପ୍ରକାରର ଆମ ଶରୀରକୁ ଫାଇଦା ହୋଇଥାଏ । କିନ୍ତୁ କେମିତି ଖାଇଲେ ଏହା ଲାଭବାନ ହେବ ଆସନ୍ତୁ ଜାଣିବା । କିସମିସ୍କୁ ମିଠା ଜିନିଷ ପ୍ରସ୍ତୁତିରେ ଅଧିକାଂଶ ଲୋକେ ଖାଇବାକୁ ପସନ୍ଦ…

୨୦୦୨ ଗୁଜରାଟ ଦଙ୍ଗା ମାମଲା, ତିସ୍ତା ସିତଲଭାଦଙ୍କୁ ଗିରଫ କଲା ଏଟିଏସ

ଗାନ୍ଧୀନଗର: ଗୁଜରାଟ ଦଙ୍ଗା ୨୦୦୨ ସହ ଜଡ଼ିତ ମାମଲାରେ ଗୁଜରାଟ ଏଟିଏସ୍ ମୁମ୍ବାଇରେ ମାନବାଧିକାର କର୍ମୀ ତିସ୍ତା ସିତଲଭାଦଙ୍କୁ ଗିରଫ କରିଛି । ଗିରଫ ପରେ ତିସ୍ତାଙ୍କୁ ସାନ୍ତାକ୍ରୁଜ୍ ଥାନା ନିଆଗଲା, କୁହାଯାଉଛି ତାଙ୍କୁ…

ବିଚିତ୍ର ଜନଜାତିଙ୍କ ଅଜବ ପରମ୍ପରା: ବାହାଘର ପାଇଁ ପିଇବାକୁ ପଡ଼େ ଘୁଷୁରି ରକ୍ତ

ନୂଆଦିଲ୍ଲୀ: ଭାରତରେ ଅନେକ ପ୍ରକାରର ଜନଜାତି ବସବାସ କରନ୍ତି । ସେମାନଙ୍କ ପରମ୍ପରା ମଧ୍ୟ ଭିନ୍ନ ଭିନ୍ନ । ଏହି ଜନଜାତିର ବିକାଶ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ମିଳୁଥିଲେ ମଧ୍ୟ କିଛି ଜନଜାତି ଏଥିରୁ ବଞ୍ଚିତ…

ରାସ୍ତାରେ ଗାଡି ସହ ଧକ୍କା ହେଲେ ଯୁବକ: ଉଠିବା ପରେ କଲେ ଏମିତି ଡ୍ୟାନ୍ସ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଭିଡିଓ ଭାଇରାଲ ହେବା ଖୁବ ସାଧାରଣ ହୋଇଗଲାଣି । ବିଭିନ୍ନ ସ୍ଥାନର ଅନେକ ଭିଡିଓ ମାତ୍ର କେଇଟା ମୁହୂର୍ତ୍ତରେ ଭାଇରାଲ ହୋଇ ସାରା ଦେଶ ତଥା ବିଶ୍ୱରେ ବ୍ୟାପି ଯାଉଛି । ସେହିପରି ଏକ ଭିଡିଓ ଏବେ…

ବନ୍ଦ ହୋଇଯିବ Windows 8.1 ର ସପୋର୍ଟ, ଜାଣନ୍ତୁ ଶେଷ ତାରିଖ

ନୂଆଦିଲ୍ଲୀ: ଖୁବଶୀଘ୍ର ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ୮.୧ କୁ ବନ୍ଦ କରିବା ହେବାକୁ ଯାଉଛି । ମାଇକ୍ରୋସଫ୍ଟ ଅନୂଯାୟୀ କମ୍ପାନୀ ୧୦ ଜାନୁଆରୀ ୨୦୨୩ ସୁଦ୍ଧା ୱିଣ୍ଡୋଜର ଏହି ଭର୍ସନକୁ ବନ୍ଦ କରିବ । ଆସନ୍ତା ମାସଠାରୁ…

ବଢୁଛି ଗଜରାଜଙ୍କ ମୃତ୍ୟୁ ଘଟଣା: ପ୍ରାଣ ହରାଇଲା ଆଉ ଏକ ହାତୀ

ତେଲକୋଇ: ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ବାରମ୍ବାର ଉଠୁଛି ପ୍ରଶ୍ନ । ବିଭିନ୍ନ ସ୍ଥାନରେ ହାତୀଙ୍କ ମୃତ୍ୟୁ ଏବେ ବନବିଭାଗ ଉପରକୁ ଆଙ୍ଗୁଠି ଉଠାଇଛି । ଏହି ସମୟରେ ତେଲକୋଇ ସଂରକ୍ଷିତ ଜଙ୍ଗଲରେ ଆଉ ଏକ ହାତୀ ମୃତ୍ୟୁ…