ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ…

ପାଣି ଭର୍ତ୍ତି ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ଘଟଣା, ସହାୟତା ରାଶି ଘୋଷଣା କଲା ଜିଲ୍ଲା ପ୍ରଶାସନ

କୋରାପୁଟ: ପାଣି ଭର୍ତ୍ତି ଗାତରେ ପଡ଼ି ୪ ଶିଶୁ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲା ଜିଲ୍ଲା ପ୍ରଶାସନ । ଗୁରୁବାର ସଦର ଥାନା ମାଝୀଗୁଡ଼ାରେ ପାଣିରେ ବୁଡ଼ି ଏହି ୪ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ତେବେ…

ସରଜୁ ନଦୀରେ ଗାଧୋଇବା ବେଳେ କିସ୍ କରୁଥିଲେ ଦମ୍ପତି, ରାଗିଗଲେ ଲୋକେ, କଲେ ଏମିତି…

ଲକ୍ଷ୍ନୌ: ତୀର୍ଥ ସ୍ଥଳରେ ଧର୍ମ ମର୍ଯ୍ୟାଦା ପାଳନ କରାଯାଏ । ଅନେକ ଶ୍ରଦ୍ଧାଳୁ ଏହି ତୀର୍ଥ ସ୍ଥଳକୁ ଆସି ସେମାନଙ୍କର ମନୋସ୍କାମନା ପୂରଣ କରିବା ସହ ମାନସିକ ଶାନ୍ତି ଲାଭ କରିଥାନ୍ତି । କିନ୍ତୁ ଏବେ ଏଭଳି ଏକ ଘଟଣା…

(Video) ଭୁବନେଶ୍ୱର ରେଳ ଷ୍ଟେସନରୁ କଲେଜ୍ ଛାତ୍ରୀ ନିଖୋଜ ଘଟଣା, ସିସିଟିଭି ଫୁଟେଜ୍ ରେ ରହିଛନ୍ତି ସ୍ୱିଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ରେଳଷ୍ଟେସନରୁ ଗାଏବ ହୋଇଥିବା କଲେଜ ଛାତ୍ରୀ ସ୍ୱିଟିଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା କୁଆଡେ ଗଲେ ସ୍ୱିଟି? କିଏ ଉଠାଇନେଲା ନା ନିଜେ ଗାୟବ୍ ହୋଇଗଲେ? କ’ଣ ହୋଇଥାଇପାରେ ଘଟଣା ।…

ମୃତ ସ୍ୱାମୀଙ୍କ ସନ୍ତାନକୁ ଜନ୍ମ ଦେଲେ ମହିଳା, ଦୁଇ ବର୍ଷ ପୂର୍ବେ ହୋଇଥିଲା ଦେହାନ୍ତ

ଜଣେ ମହିଳାଙ୍କ ପାଇଁ ମା’ ହେବା ଏକ ବଡ଼ ସୌଭାଗ୍ୟ । କିନ୍ତୁ ବେଳେବେଳେ ମହିଳା ଏହି ସୁଖର ବଞ୍ଚିତ ହୋଇଥାନ୍ତି । ଆଉ ଯଦି ମା’ ହେବା ପୂର୍ବରୁ ହିଁ ସ୍ୱାମୀଙ୍କ ମୃତ୍ୟୁ ହୋଇଥାଏ ତେବେ ପତ୍ନୀଙ୍କର ସବୁକିଛି ସରିଯାଏ ।…

ଅନଲାଇନ୍ ଗେମ୍ ନିଶା, ମା’ଙ୍କ ମୋବାଇଲ ଧରି ଘରୁ ପଳାଇଲା ୧୫ ବର୍ଷର ବାଳକ

ମୋବାଇଲରେ ଗେମ୍ ଖେଳିବା ପାଇଁ ପିଲାମାନେ କେତେ ବ୍ୟଗ୍ର, ଏବଂ ଏଥିପାଇଁ ସେମାନେ କିଛିବି କରିବାକୁ ପ୍ରସ୍ତୁତ । ଅତୀତରେ ମୋବାଇଲକୁ ଯୋଗୁଁ ପିଲାମାନେ ଘଟାଇଥିବା କାରନାମାର ଅନେକ ଘଟଣା ଦେଖିବାକୁ ମିଳିଛି । ଏବେ ପୁଣି…

ଜିଲ୍ଲାପାଳ କଲେ ତାଗିଦ୍, ପିଲାମାନେ କରିପାରିବେନି ଷ୍ଟାଇଲିସ୍ ହେୟାରକଟ୍

ଅନେକ ସମୟରେ ଭିନ୍ନ-ଭିନ୍ନ ପ୍ରକାର ଷ୍ଟାଇଲରେ ଚୁଟି କାଟିବା ପିଲାଙ୍କୁ ବେଶ୍ ପସନ୍ଦ ଆସିଥାଏ । ତେବେ ଅବଶ୍ୟ ଏଥିପାଇଁ ଅଭିଭାବକମାନେ ବାରଣ କରିଥାନ୍ତି କିନ୍ତୁ, ହେଲେବି ଷ୍ଟାଇଲରେ ପିଲାମାନେ ଚୁଟି କଟାଇଥାନ୍ତି ।…

EPFO ଖାତାଧାରୀଙ୍କ ପାଇଁ ଖୁସିଖବର, ଖୁବ୍ ଶୀଘ୍ର ଆସିପାରେ ପିଏଫ୍ ସୁଧ

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଏବଂ ଅଣ-ସରକାରୀ ସଂଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ସରକାର ଖୁବଶୀଘ୍ର ଦେଶର ପ୍ରାୟ ୬ କୋଟିରୁ ଅଧିକ କର୍ମଚାରୀଙ୍କୁ ପିଏଫ୍ ଖାରେ ଆର୍ଥିକ ବର୍ଷ ୨୦୨୨…

ଭୈରବ ଘାଟିରେ ୫୦ ଫୁଟ ଗଭୀର ଖାଇକୁ ଖସିଲା ବସ୍‌: ୫ ଯାତ୍ରୀଙ୍କ ଚାଲିଗଲା ଜୀବନ, ଆହୁରି ବଢ଼ିପାରେ ସଂଖ୍ୟା

ଇନ୍ଦୋର: ଇନ୍ଦୋର ଭୈରବ ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା। ୫୦ ଫୁଟ ଗଭୀର ଖାଇକୁ ଖସି ଓଲଟିପଡିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଯାତ୍ରୀଙ୍କୁ ମୃତ୍ୟୁ ଘଟିଛି।…

ନରସିଂହପୁର ପରେ ସମ୍ବଲପୁର, ଏଠିବି ଗୁଳିମାଡ଼ରେ ହାତୀର ମୃତ୍ୟୁ

ସମ୍ବଲପୁର: ସାପଲହରା ସ୍ଥିତ ଏକ ପୋଖରୀରେ ଫସି ହାତୀ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼ । ଗୁରୁବାର ହାତୀ ମୃତ୍ୟୁ ସଂପର୍କରେ ପ୍ରେସମିଟ୍ ରେ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ଡିଏଫଓ । ପ୍ରେସମିଟରେ ଡିଏଫଓ କହିଛନ୍ତି…