CHARIDHAM

ବିଶ୍ୱରେ ଘୋର ଖାଦ୍ୟ ସଂକଟ, ଅନ୍ୟପଟେ ବର୍ଷକୁ ୯୩୧ ନିୟୁତ ମେଟ୍ରିକ୍‌ ଟନ୍‌ ଖାଦ୍ୟ ହେଉଛି ନଷ୍ଟ

ନୂଆଦିଲ୍ଲୀ: ବିଶ୍ୱର ଅନାହାର ମୃତ୍ୟୁ ଘଟୁଥିବା ବେଳେ କେଉଁଠି ଲୋକେ ଅପପୁଷ୍ଟିକର ଶିକାର ହେଉଛନ୍ତି । ଏକ ଆକଳନ ଅନୁଯାୟୀ, ୮୧ କୋଟି ଲୋକ ସେମାନଙ୍କ ପରବର୍ତ୍ତୀ ଭୋଜନ କେଉଁଠି ମିଳିବ, ସେ ବିଷୟରେ ନିଶ୍ଚିତ ନୁହନ୍ତି ।…

ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ନେଇ ଫେରାର ହୋଇଥିଲେ ପ୍ରେମିକ, ଦୁଷ୍କର୍ମ ପରେ ୭୦ ହଜାର ଟଙ୍କାରେ ବିକି ଦେଲେ,ଏମିତି ଗୁଜୁରାଟରୁ…

ନବରଙ୍ଗପୁର, (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଜଣେ ଯୁବତୀଙ୍କୁ ପ୍ରଥମେ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅପହରଣ ହୋଇଥିବା ଯୁବତୀଙ୍କ ଅନୁସାରେ କଳାହାଣ୍ଡି ଜିଲ୍ଲା…

ପେଗାସସ୍‌ ବିବାଦ: ଜୁନ୍‌ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,: ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ତିଆରି କରିଥିବା ପେଗାସସ୍‌ ସ୍ପାଇ ୱେୟାରକୁ ନେଇ ବିବାଦ ମଧ୍ୟରେ ଶୁକ୍ରବାର ସୁପ୍ରିମକୋର୍ଟ ଆସନ୍ତା ଜୁନ୍‌ ୨୦ ତାରିଖ ଶୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ…

ରଥଖଳାରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ଚୂଡ଼ାନ୍ତ ପର୍ଯ୍ୟାୟରେ ତିନିରଥର ନାହାକା ଓ ଚକ ନିର୍ମାଣ

ପୁରୀ (ଭାସ୍କର ନ୍ୟୁଜ୍‌) : ପବିତ୍ର ଅକ୍ଷୟତୃତୀୟାଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ କରାଯିବା ପରେ ତହିଁ ପରଦିନଠାରୁ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ…

ଆଜିଠୁ ମାଟ୍ରିକ୍‌ ଖାତା ମୂଲ୍ୟାୟନ, ୧୦ରୁ ୧୨ଦିନ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜିଠୁ ଆରମ୍ଭ ହେବ ମାଟ୍ରିକ୍‌ ଖାତା ମୂଲ୍ୟାୟନ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌(ଏଚ୍‌ଏସ୍‌ଇ) ସମେତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା…

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିନେଇ ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ…

ବଲିଉଡ ବନାମ ସାଉଥ ବିବାଦ ଉପରେ ମୁହଁ ଖୋଲିଲେ ଅକ୍ଷୟ କୁମାର, କହିଲେ-ଇଂରେଜ ପରି କାମ କର ନାହିଁ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଫିଲ୍ମ ଯେଉଁ ଭଳି ସିନେମାଘରେ ରାଜ କରିବାରେ ଲାଗିଛି ଏହା ପରେ ବଲିଉଡ ବନାମ ସାଉଥ ଇଣ୍ଡଷ୍ଟ୍ରୀକୁ ନେଇ ବିତର୍କ ଆରମ୍ଭ ହୋଇ ଯାଇଛି। ନିକଟରେ ରିଲିଜ୍ ଅନେକ ବଲିଉଡ ଫିଲ୍ମ କିଛି ଖାସ୍…

ଏକା ସାଙ୍ଗରେ ତିନି ତିନିଟି ହେଲିକପ୍ଟର ଟାଣି କଲେ ବିଶ୍ୱ ରେକର୍ଡ, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ବିଶ୍ୱ ରେକର୍ଡ କରିବାକୁ ଅନେକ ଲୋକ ଚାହିଥାନ୍ତି । ଏହି ବିଶ୍ୱ ରେକର୍ଡ କରିବା କିଛି ସହଜ କଥା ମଧ୍ୟ ନୁହେଁ । କିନ୍ତୁ ଅନେକ ଲୋକ ଏହିଭଳି କିଛି ଅସମ୍ଭବ କାମ ସମ୍ଭବ କରିଦେଖାଇଥାନ୍ତି ଆଉ ନିଜ ନାମରେ କରିଥାନ୍ତି ବିଶ୍ୱ…

ବଗିଚାରେ ପଶି ଆମ୍ବ ତୋଳୁଥିଲେ ଦୁଇ ଶିଶୁୂ, ଏଭଳି ନୃଶଂସ ଦଣ୍ଡ ଦେଲା ବଗିଚା ମାଲିକ, ଶୁଣିଲେ ଶିହରୀ ଉଠିବେ

ପିଲାମାନେ ଛୋଟ ବେଳେ ଖୁବ୍ ମଜା ମଜଲିସ କରିଥାନ୍ତି । କରିବେନି ବା କେମିତି ପିଲାଦିନ ଆଉ କ'ଣ କେବେ ଫେରିବ? କେତେବେଳେ କ୍ରିକେଟ ଖେଳି କାହାର ଝରକା ଭାଙ୍ଗିବା ହେଉ କିମ୍ବା କାହା ବାଡ଼ିରେ ପଶି ଆମ୍ବ ତୋଳିବା ହେଉ ।…

କଂଗ୍ରେସକୁ ପରାଜୟର ଆଇନା ଦେଖାଇଲେ କମଲନାଥ, କହିଲେ ଏଥିପାଇଁ ହାରୁଛି କଂଗ୍ରେସ

ନୂଆଦିଲ୍ଲୀ: ଭୋପାଳରେ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶର କାର୍ଯ୍ୟକାର୍ତ୍ତାଙ୍କୁ ସମ୍ବୋନ୍ଧିତ କରିବା ସହ କଂଗ୍ରେସକୁ ଦଳର ସ୍ଥିତିର ଆଇନା ଦେଖାଇଛନ୍ତି ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ କମଲନାଥ ।…