ସାମ୍ନାକୁ ଆସିଲା ଚନ୍ଦ୍ରମାର ପ୍ରଥମ ଫଟୋ, କାଳ୍ପନିକ ଓ ପ୍ରକୃତ ସ୍ୱରୂପକୁ ନେଇ ଏବେ ସମସ୍ତ ମନରେ ପ୍ରଶ୍ନ କାହିଁକି ଚନ୍ଦ୍ରରେ ଏତେ ଦାଗ

ନୂଆଦିଲ୍ଲୀ: ଆମେ କୌଣସି ସୁନ୍ଦରୀ ନାରୀର ରୂପକୁ ବର୍ଣ୍ଣନା କରିବାକୁ ଯାଇ ତାକୁ ଚନ୍ଦ୍ରମା ସହିତ ତୁଳନା କରିଥାଉ । କିନ୍ତୁ ଚନ୍ଦ୍ରଯାନ ୩ ଦ୍ୱାରା ପଠାଯାଇଥିବା ଚନ୍ଦ୍ରର ପ୍ରଥମ ଫଟୋକୁ ଦେଖିଲେ କାହିଁକି ଲାଗୁ ନାହିଁ ତ…

ଦିଲ୍ଲୀ ଏମ୍ସ ଇମର୍ଜେନ୍ସି ୱାର୍ଡ ନିକଟରେ ଲାଗିଲା ନିଆଁ, ସମସ୍ତ ରୋଗୀଙ୍କୁ ଇମର୍ଜେନ୍ସି ୱାର୍ଡରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ସୋମବାର ଅଚାନକ ନିଆଁ ଲାଗିଯାଇଛି। ଏମ୍ସର ଏଣ୍ଡୋସ୍କୋପୀ ରୁମ୍ ରେ ଅଚାନକ ଏହି ନିଆଁ ଲାଗି ଯାଇଥିଲା । ଦିଲ୍ଲୀ ଅଗ୍ନି ନିର୍ବାପନ ସେବା ପକ୍ଷରୁ…

ଗୌରୀକୁଣ୍ଡ ନିକଟରେ ଭୂସ୍ଖଳନ; ଜଳ, ସ୍ଥଳ, ଆକାଶ ଏକ କରି ସାରିଲେଣି ଉଦ୍ଧାରକାରୀ ଦଳ , ତଥାପି ମିଳୁନିି ୨୦ ଲୋକଙ୍କ ସନ୍ଧାନ

ଡେରାଡୁନ: ଶୁକ୍ରବାର ମଧ୍ୟରାତ୍ରୀରେ ଆସିଥିବା ଭୂୂସ୍ଖଳନରେ ନିଖୋଜ ହୋଇଥିବା ୨୦ ଲୋକଙ୍କର ଆଜି ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ଉଦ୍ଧାରକାରୀ ଦଳ ଲଗାତର ଏହି ନିଖୋଜ ଲୋକଙ୍କ ସନ୍ଧାନରେ ଜଳ,ସ୍ଥଳ, ଆକାଶ ଏକାଠି…

ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ବିଦ୍ୟୁତ କର୍ମଚାରୀଙ୍କୁ ଧ।ରୁଆ ଅସ୍ତ୍ରରେ ହାଣି ହତ୍ୟା

ଭଞ୍ଜନଗର: ତାରାସିଂ ଥାନା କୁପାଟି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏଠାରେ ଜଣେ ଉପଭୋକ୍ତା ମିଟର ରିଡିଂ କରିବାକୁ ଆସିଥିବା ଜଣେ ବିଦ୍ୟୁତ କର୍ମଚାରୀଙ୍କୁ ଧ।ରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ…

କୌଣସି କାରଣରୁ ଆପଣଙ୍କ ଉପରେ ରାଗିଛନ୍ତି କି ବନ୍ଧୁ, ଆପଣାନ୍ତୁ ନିମ୍ନୋକ୍ତ ଟିପ୍ସ ନିମିଷକେ ତୁଟିଯିବ ସବୁ ରାଗ

ବନ୍ଧୁତାରେ ସରି, ଧନ୍ୟବାଦ ଏସବୁର କିଛି ଆବଶ୍ୟକତା ନାହିଁ । ତେବେ କେତେକ କ୍ଷେତ୍ରରେ ଏହା ଠିକ୍ ହୋଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହାର ଆବଶ୍ୟକତା ରହିଛି । ଯଦି ଆପଣଙ୍କ ବନ୍ଧୁ ନିଜ କଥାରେ ବହୁତ ଗୁରୁତ୍ୱ…

ଏବେ ଜୋମାଟୋରେ ଖାଦ୍ୟ ଅର୍ଡର କଲେ ଦେବାକୁ ପଡିବ ଅଧିକ ଚାର୍ଜ, କେତେ ଅଧିକ ଦେବାକୁ ପଡିବ ଓ କେବେଠାରୁ ଦେବାକୁ ପଡିବ ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ: ଜୋମାଟୋ ଏକ ଫୁଡ୍ ଡେଲିଭରି ପ୍ଲାଟଫର୍ମ । ଏବେ ଏଥିରେ ଫୁଡ୍ ଅର୍ଡର କରିବା ୟୁଜର୍ସଙ୍କୁ ମହଙ୍ଗା ପଡିଯିବ । କଥା ହେଉଛି ଜୋମାଟୋରେ ଏବେ ଫି' ଆଦାୟ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏବେ ଏହାର…

ଆମେ ସପରିବାର ଇଚ୍ଛାମୃତ୍ୟୁ ଚାହୁଁ, ରାଜ୍ୟପାଳଙ୍କୁ ଏପରି ଚିଠି ଲେଖିଲେ ପରିବାରର ମୁଖ୍ୟ

ଓଡିଶା ଭାସ୍କର : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗାଁର ଏକ ପରିବାର ନିଜର ଇଚ୍ଛାମୃତ୍ୟୁ ଅନୁମତି ପାଇଁ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ପାଥପୁର ଗାଁରେ ନିରୋଦ କୁମାର ସାହୁଙ୍କ ଘର ।…

ପୁଣି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା, ୧୫ରୁ ଅଧିକ ମୃତ ଓ ୫୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ:ପାକିସ୍ତାନରେ ଏକ ଭୟାନକ ଟ୍ରେନ ଦୁର୍ଘଟଣା ଘଟିଯାଇଛି । କରାଚୀରୁ ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ୧୦ ଗୋଟି ବଗି ଲାଇନଚ୍ୟୁତ ହେବା ଫଳରେ ୧୫ ଲୋକଙ୍କ ମୃତ୍ୟୁ ହୋଇଛି ଓ ୫୦ ରୁ ଅଧିକ ଲୋକ ଗୁରୁତର…

ସଭ୍ୟ ସମାଜରେ ଅତ୍ୟନ୍ତ ଅସଭ୍ୟ ଆଚରଣ; ଚୋରୀ ଅଭିଯୋଗରେ ଦୁଇ ନାବାଳକଙ୍କୁ ପିଆଇଲେ ପରିସ୍ରା, ଗୁପ୍ତାଙ୍ଗରେ ଭର୍ତ୍ତି କଲେ ଲଙ୍କାଗୁଣ୍ଡ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ସିଦ୍ଧାର୍ଥନଗରରୁ ଏକ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ସଭ୍ୟ ମଣିଷ ଆଜି କେତେ ଯେ ଅସଭ୍ୟ ହୋଇଗଲାଣି ତାହା ଏହି ଘଟଣା ସୂଚାଇ ଦେଉଛି । ଏଠାରେ ନିଜକୁ ଦବଙ୍ଗ ବୋଲି ସାବ୍ୟସ୍ତ…

ତତ୍କାଳ ପଇସା ଆବଶ୍ୟକ ପଡିଲେ ହଠାତ୍ ଭାଙ୍ଗି ଦିଅନ୍ତୁନି ଏଫଡି, କ’ଣ ବିକଳ୍ପ ଉପାୟ ଆପଣାଇବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଯେତେବେଳେ ବି କାହାକୁ ଇମର୍ଜେନ୍ସୀରେ ପଇସାର ଆବଶ୍ୟକତା ପଡିଥାଏ ସେତେବେଳେ ସମସ୍ତେ ନିଜ ପାଖରେ ଥିବା ସମସ୍ତ ବିକଳ୍ପର ସନ୍ଧାନ କରିଥାନ୍ତି । ଏପରି ସ୍ଥିତିରେ ପ୍ରଥମେ ନଜର ପଡିଥାଏ ବ୍ୟାଙ୍କରେ…