ପ୍ରତିଶ୍ରୁତି ପୂରଣ କରିବ ବିସିସିଆଇ: IPL-2023 ରେ ଡଟ୍ ବଲ ପାଇଁ ଲାଗିବ ଏତିକି ଗଛ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର କ୍ୱାଲିଫାୟାର ମ୍ୟାଚ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛି ଭାରତୀୟ କ୍ରିକେଟ ବୋର୍ଡ । ୪ଟି କ୍ୱାଲିଫାୟାର ମ୍ୟାଚରେ ଖେଳାଯାଇଥିବା ପ୍ରତି ଡଟ୍ ବଲ୍ ପାଇଁ ୫୦୦ଟି ଲେଖାଏଁ…

ପୃଥିବୀ ନିକଟ ଦେଇ ଗତି କରିବ ବୁର୍ଜ ଖଲିଫା ସମ ବିଶାଳକାୟ ଆଷ୍ଟରଏଡ୍, ଦିଗ ଓ ଗତି ବଦଳାଇଲେ ପୃଥିବୀ ପ୍ରତି ବିପଦ

ନୂଆଦିଲ୍ଲୀ:ମହାକାଶରୁ ପୃଥିବୀ ଆଡକୁ ମାଡି ଆସୁଛି ଏକ ବିରାଟକାୟ ଆଷ୍ଟରଏଡ୍ । ଏହି ଆଷ୍ଟରଏଡ୍ ୧୧ ଜୁନ୍ ୨୦୨୩ରେ କେଉଁ ସମୟରେ ବି ପୃଥିବୀ ନିକଟ ଦେଇ ଗତି କରିପାରେ । ଏହା ବିପଦଜନକ ଏଇଥିପାଇଁ କି ଏହାର ଆକାର ବହୁତ ବଡ…

ପିଲାଙ୍କ ମଧ୍ୟାହ୍ନ ଭୋଜନରେ ସାପ ପକାଇ ହେଉଛି ଷଡଯନ୍ତ୍ର: ପ୍ରଧାନମନ୍ତ୍ରୀଙ୍କ ଯୋଜନାକୁ ବଦନାମ କରିବାର ଲକ୍ଷ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାକୁ ନେଇ ଆରମ୍ଭ ହୋଇଛି ଏକ ବଡ ଷଡଯନ୍ତ୍ର । ସ୍କୁଲ ପିଲାମାନଙ୍କ ମଧ୍ୟାହ୍ନ ଭୋଜନରେ ସାପ ମିଶାଇ ଏହି ଯୋଜନାକୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କୁହାଯାଇଛି । ଗତ ମେ ୨୭…

ତତ୍କାଳ ବୁକିଂରେ ମିଳି ନ ଥାଏ କନଫର୍ମ ଟିକେଟ୍, ଏହି ଉପାୟ ଆପଣାଇଲେ ଟିକେଟ୍ କନଫର୍ମ ହେବା ନିଶ୍ଚିନ୍ତ

ନୂଆଦିଲ୍ଲୀ:ଆମେ ଯଦି ତତ୍କାଳ ଟିକେଟ୍ ବୁକ୍ଂ କରିଥାଉ ତ ଆମକୁ କନଫର୍ମ ଟିକେଟ୍ ମିଳି ନଥାଏ । କିନ୍ତୁ ଯାତ୍ରୀଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବା ଲାଗି ରେଳ ବିଭାଗ ଏବେ ନୂଆ ଯୋଜନା ଆଣିଛି । ତତ୍କାଳ ଟିକେଟ୍ ବୁକିଂ…

କ୍ୟାନସରର ଚିକିତ୍ସାରେ ଇସ୍ରାଏଲ୍ ଗବେଷକଙ୍କ ନୂଆ ସଫଳତା, ୯୦ ପ୍ରତିଶତ ରୋଗୀ ହୋଇସାରିଲେଣି ସୁସ୍ଥ

ନୂଆଦିଲ୍ଲୀ: କ୍ୟାନସର ଏପରି ଏକ ଭୟାବହ ରୋଗ ଯାହାର ନା ଶୁଣିବା ମାତ୍ରକେ ଆଖି ସାମ୍ନାରେ ମୃତ୍ୟୁର ଚିତ୍ର ହିଁ ଭାସି ଉଠେ । କିନ୍ତୁ ବହୁ ନୂତନ ଅଧ୍ୟୟନ ବଳରେ ଧୀରେ ଧୀରେ ଏହି ରୋଗର ଚିକିତ୍ସା କ୍ଷେତ୍ରରେ ବିଭିନ୍ନ…

ବିନା ଲାଇସେନ୍ସରେ ସୁଧ କାରବାର କରୁଛନ୍ତି କି? ଆଇନର କାଠଗଡାକୁ ଟଣା ହୋଇପାରନ୍ତି

ନୂଆଦିଲ୍ଲୀ: ବ୍ୟକ୍ତି ବ୍ୟକ୍ତିଗତ ଆବଶ୍ୟକତା ଲାଗି କିମ୍ବା ବ୍ୟବସାୟରେ ଖଟାଇବା ଲାଗି ଟଙ୍କା ଆବଶ୍ୟକ ପଡିଲେ ବ୍ୟାଙ୍କ କିମ୍ବା ଅନ୍ୟ ଆର୍ଥିକ ସଂସ୍ଥାରୁ ଋଣ ଉଠାଇଥାଏ । ବ୍ୟାଙ୍କ ଠାରୁ ଆରମ୍ଭ କରି ଏହି ସମସ୍ତ ଆର୍ଥିକ…

୬୦,୦୦୦ରୁ ନିମ୍ନକୁ ଖସିଲା ସୁନା ଦର, କିଣିବା ପୂର୍ବରୁ ଜାଣି ନିଅନ୍ତୁ କେତେ ରହିଛି

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସୁନା ରେଟ୍ ସ୍ଥିର ରହିଥିଲା । ପରେଏହାର ପ୍ରତି ୧୦ ଗ୍ରାମର ମୂଲ୍ୟ ୬୦ ହଜାରକୁ ଖସି ଆସଥିଲା । ଗତ ମାସରେ ସୁନାର ଚାହିଦା ବେଶ୍ ଅଧିକ ରହିଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ…

ଅଚାନକ ହୃଦଘାତର ମିଳିପାରବ ଆଗୁଆ ସୂଚନା, ବିଶ୍ୱର ନାମୀ ବିଶେଷଜ୍ଞଙ୍କୁ ନେଇ ଆଇଆଇଟି କାନପୁର କରୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ ଦେଶରେ ଅଚାନକ ହୃଦଘାତରେ ବହୁ ଲୋକଙ୍କ ମୃତ୍ୟୁ ଘଟିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବହୁ ଫିଲ୍ମଷ୍ଟାର ଏପରି ଅଚାନକ ହୃଦଘାତର ଶିକାର ହୋଇ ଅକାଳରେ ଝଡି ପଡିଛନ୍ତି । ନିକଟରେ ଜଣେ…

ଘର ପୋଡିଦେଲେ ଗ୍ରାମବାସୀ, ମା ସହ ପୁଅ ଓ ଝିଅ ଆହତ

ଭୁବନେଶ୍ୱର: ଖୋର୍ଦ୍ଧା ଗୋବର୍ଦ୍ଧନପୁରରେ ଘଟିଛି ଏକ ଅଘଟଣ । ଏକ ଘର ଭିତରେ ପରିବାର ଲୋକ ଥିବା ସମୟରେ ଘରେ ନିଆଁ ଲଗାଇଦେଲେ କିଛି ଦୁର୍ବୃତ୍ତ । ଏହି ଘଟଣାରେ ଘର ଭିତରେ ଥିବା ମା ସହ ପୁଅ ଝିଅ ଆହତ ହୋଇଛନ୍ତି । ତେବେ…

ଭୁଲ୍ ରେ ବି କାହାକୁ ଥାଳିରେ ଏକ ସଙ୍ଗେ ଖାଇବାକୁ ଦିଅନ୍ତୁ ନାହିଁ ୩ ରୁଟି, ହୋଇଥାଏ ବହୁ ଅଶୁଭ

ହିନ୍ଦୁ ଧର୍ମରେ ବିଭିନ୍ନ ମାନ୍ୟତା ପ୍ରଚଳିତ । ପୂଜା ପାଠ, ବ୍ରତ ଠାରୁ ଆରମ୍ଭ କରି ଦୈନିକ ଆଚରଣକୁ ନେଇ ବି ବିଭିନ୍ନ ମାନ୍ୟତା ରହିଛି । ପ୍ରତିଦିନ ଆମ ଚାରପଟେ ଏପରି ବହୁ କାର୍ଯ୍ୟ ହୋଇଥାଏ ଯାହାକୁ ଶୁଭ ଓ ଅଶୁଭ…