ଜୁନ୍ ୧ ରୁ କମ୍ ଦାମରେ ମିଳିବ LPG ଗ୍ୟାସ ସିଲିଣ୍ଡର! ବ୍ୟାଙ୍କ, ITR ସମେତ ବଦଳିବ ଏହିସବୁ ନିୟମ
ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଆରମ୍ଭ ହୋଇଯିବ ଜୁନ୍ ମାସ । ଆସନ୍ତା ନୂଆ ମାସରେ ମଧ୍ୟ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କ, ଆଇଟିଆର ଏବଂ ଏଲପିଜି ସିଲିଣ୍ଡର ସମେତ ଅନେକ ନିୟମରେ ମଧ୍ୟ ପରିବର୍ତ୍ତନ…