Video: ନୁସରତ ଜାହାଁଙ୍କ ବିବାଦୀୟ ବୟାନ, କହିଲେ-‘ବିରୋଧି ଖାଇବେ ଠେଙ୍ଗା ପାହାର’

କୋଲକାତା:ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ନୁସରତ ନିଜ ନିର୍ବାଚନ ମଣ୍ଡଳୀ ବସିରହାଟରେ ଏକ ଜନସଭାକୁ…

କାଶ୍ମୀରରେ ଆୟୋଜିତ ଜି ୨୦ ସମ୍ମିଳନୀରେ ବିଶ୍ୱର ୧୭ ଶକ୍ତିଶାଳୀ ଦେଶ ଏକଜୁଟ, କାମ ଦେଲା ନାହିଁ ପାକିସ୍ତାନର ଚାଲ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ଆୟୋଜିତ ହେଉଛି ଜି ୨୦ ସମ୍ମିଳନୀ । ଏହି ସମ୍ମିଳନୀରେ ଭାରତର ନିମନ୍ତ୍ରଣ ରକ୍ଷା କରି ବିଶ୍ୱର ୧୭ ଶକ୍ତିଶାଳୀ ଦେଶର ୬୦ ପ୍ରତିନିଧି ଯୋଗଦାନ କରିଛନ୍ତି । କାଶ୍ମୀର ଯେ…

ଚାକିରି ଖାଇବ ରୋବଟ୍, ୱେଟର ପରେ ଏବେ ସିକ୍ୟୁରିଟି ଗାର୍ଡ ପଦବୀରେ

ନୂଆ ଦିଲ୍ଲୀ:ସେଦିନ ଆଉ ଦୂର ନାହିଁ ଯେବେ ରୋବଟ ଲୋକଙ୍କ ଚାକିରି ଛଡାଇ ନେବ । ଏହାର ସୂଚନା ବହୁ ବର୍ଷ ପୂର୍ବରୁ ମିଳିବାରେ ଲାଗିଛି । ଲଗାତର ଏଆଇ ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ବିକାଶ କାରଣରୁ ଏହି ଆଶଙ୍କା…

(Video) ଏଇଟା କି True Love ? ମୁଣ୍ଡରେ ଟାଟୁ କରି ଲେଖିଦେଲେ ସ୍ୱାମୀଙ୍କ ନାଁ, ଭିଡିଓ ଭାଇରାଲ

ପ୍ରେମ ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଅଦ୍ଭୁତ କାରନାମା କରୁଥିବାର ଦେଖାଯାଏ । ଅନେକ ଲୋକ ନିଜ ପାର୍ଟନରଙ୍କ ନାଁ ହାତରେ କିମ୍ବା ଛାତିରେ ଟାଟୁ କରି ଲେଖିଥିବାର ମଧ୍ୟ ଦେଖିଥିବେ । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ…

୩ ଚମ୍ପିଆନ୍ ଦଳ, ଆଉ ଜଣେ ନବାଗତ: IPL ପ୍ଲେ-ଅଫରେ ଟ୍ରଫି ପାଇଁ ଲାଗିବ ମହାସମର

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଶେଷ ହୋଇଯାଇଛି ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚ । ଏହାସହିତ ମିଳି ସାରିଛି ପ୍ଲେ-ଅଫ ପାଇଁ ୪ଟି ଶ୍ରେଷ୍ଠ ଦଳ । ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ୧୬ ପଏଣ୍ଟ ପାଇଥିବା…

ଜେଲ ଭିତରେ ମହିଳା କଏଦୀଙ୍କ ଆତ୍ମହତ୍ୟା: ଝାରପଡା କାରାଗାରରେ ଥିଲେ ସୁକାନ୍ତି

ଭୁବନେଶ୍ୱର: ଆଜି ମୃତ୍ୟୁବରଣ କରିଛନ୍ତି ଝାରପଡା ଜେଲର ଜଣେ ମହିଳା କଏଦୀ । ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା କଏଦୀ ସୁକାନ୍ତି ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ତେବେ ଏହି ମାମଲାକୁ ନେଇ ବର୍ତ୍ତମାନ…

କାନ୍ସ ଫେଷ୍ଟିଭାଲରେ ରକ୍ତ ଜୁଡୁବୁଡୁ ହୋଇ ପହଞ୍ଚିଲେ ଯୁବତୀ, ଜାଣନ୍ତୁ ପ୍ରକୃତ ଘଟଣା

ନୂଆଦିଲ୍ଲୀ: ଏବେ କାନ୍ସ ଫେଷ୍ଟିଭାଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି । ଏହି ଅନ୍ତର୍ଜାତୀୟ ଉତ୍ସବ ୧୬ ମଇ ୨୦୨୩ରୁ ଫ୍ରାନ୍ସର ଫ୍ରେଞ୍ଚ ରିଭେରାରେ ଆରମ୍ଭ ହୋଇଥିବା ବେଳେ ଏହା ୨୭ ମେ ୨୦୨୩ ପର୍ଯ୍ୟନ୍ତ ଜାରି…

ହେଲମେଟ ପିନ୍ଧିବା ପରେ କଟିବ ୧୦୦୦ ଟଙ୍କାର ଚାଲାଣ! କରନ୍ତୁ ନାହିଁ ଏହି ଭୁଲ

ନୂଆଦିଲ୍ଲୀ: ଟ୍ରାଫିକ ନିୟମକୁ ଆହୁରି ଉନ୍ନତ କରିବା ପାଇଁ ଏଥିରେ ଅନେକ ପ୍ରକାରର ପରିବର୍ତ୍ତନ କରାଯାଏ । ଗତ କିଛି ବର୍ଷ ମଧ୍ୟରେ ଅନେକ ନିୟମ ନୂଆ କରି ସାମିଲ କରାଯାଇଛି । ଏହାସହିତ ନିୟମକୁ ନେଇ ଗାଡି ଚାଳକଙ୍କୁ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଫିଜିର ସର୍ବୋଚ୍ଚ ସମ୍ମାନ: ଦେଶବାସୀଙ୍କୁ କଲେ ସମର୍ପଣ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଜି ଓ ପାପୁଆ ନିଉ ଗିନିଆର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରାଯାଇଛି । ବୈଶ୍ୱିକ ନେତୃତ୍ୱ ଲାଗି ମୋଦୀଙ୍କୁ ‘ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର…

ସମୀର ଓ ତାଙ୍କ ପତ୍ନୀଙ୍କୁ ମିଳୁଛି ଧମକ, ୪ ଦିନ ହେବ ଆସୁଛି ଅଶ୍ଳୀଳ ମେସେଜ୍

ମୁମ୍ବାଇ: ମୁମ୍ବାଇ ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଓ ତାଙ୍କ ପତ୍ନୀଙ୍କୁ ଧମକ ମିଳୁଥିବାର ଖବର ଏବେ ସାମ୍ନାକୁ ଆସିଛି । ଏ ବିଷୟରେ ନିଜେ ସମୀର ସୂଚନା ଦେଇଛନ୍ତି । ସେ କହିଛନ୍ତି ମୋତେ ଓ ମୋ…