RCB କୁ ଝଟକା; ଖେଳି ନ ପାରନ୍ତି ମ୍ୟାକ୍ସୱେଲ-ହାଜେଲଉଡ: ଷ୍ଟାର ଖେଳାଳିଙ୍କ ଖେଳିବାକୁ ନେଇ ଚିନ୍ତାରେ ଦଳ
ନୂଆଦିଲ୍ଲୀ: ଆଇପିଏଲ ଆରମ୍ଭ ପୂର୍ବରୁ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଦୁଇ ଷ୍ୟାର ଖେଳାଳିଙ୍କ ଉପସ୍ତିତିକୁ ନେଇ ଦେଖାଦେଇଛି ଆଶଙ୍କା । ଅଷ୍ଟ୍ରେଲିଆ ତଥା ଆରସିବିର ଦୁଇ ପ୍ରମୁଖ ଖେଳାଳି…