ମାଘ ମାସରେ ଘରକୁ ଆଣନ୍ତୁ ଏହି ୪ଟି ଜିନିଷ, ଭାଗ୍ୟ ବଦଳିବା ସହ ଦୂର ହେବ ଆର୍ଥିକ ସଂକଟ

ଓଡ଼ିଶା ଭାସ୍କର: ଆରମ୍ଭ ହୋଇଗଲାଣି ପବିତ୍ର ମାଘ ମାସ । ହିନ୍ଦୁ ଧର୍ମରେ ମାଘ ମାସର ବେଶ୍ ମହତ୍ତ୍ୱ ରହିଛି । ଏହି ମାସରେ ଲୋକମାନେ ପବିତ୍ର ନଦୀରେ ସ୍ନାନ କରିଥାନ୍ତି । ଏହାସହିତ ପବିତ୍ର ତୀର୍ଥସ୍ଥାନ ବି ଯାତ୍ରା…

‘ବଡ ଧୂର୍ତ୍ତ ହେଉଛନ୍ତି ନୀତିଶ, ଗୋଟିଏ ବର୍ଷ ହୋଇ ନ ଥିବ ପୁଣି ପଲଟିବେ’ ମୋ କଥାକୁ ଲେଖିକି ରଖ ବୋଲି କହିଲେ ପିକେ

ନୂଆଦିଲ୍ଲୀ: ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ରବିବାର ନୀତିଶ କୁମାରଙ୍କ ଉପରେ କଡା ଟିପ୍ପଣୀ ଦେଇଛନ୍ତି । ଏକଦା ନୀତିଶଙ୍କ ନିକଟତର ଥିବା ପ୍ରଶାନ୍ତ କିଶୋର ନୀତିଶ ମହାମେଣ୍ଟକୁ ଛାଡି ଏନଡିଏରେ ପୁଣି ସାମିଲ…

BREAKING:ନୀତିଶଙ୍କ ନବମ ପାଳି, ଏନଡିଏ ସମର୍ଥନରେ ନୀତିଶ ହେଲେ ମୁଖ୍ୟମନ୍ତ୍ରୀ

ପାଟନା: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଗତ କିଛିଦିନ ହେବ ବେଶ୍ ହଟଚମଟ ଲାଗି ରହିଛି । ଆଜି ସକାଳେ ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ପୁଣି ମୁଖ୍ୟମନ୍ତ୍ରୀ ଭାବରେ…

ସୋସିଆଲ ମିଡିଆରେ ରିଲେସନକୁ ଶୋ’ ଅଫ୍ କରିବା କେତେ ଠିକ୍‌, କ’ଣ କହୁଛନ୍ତି ରିଲେସନସିପ୍ କାଉନସେଲର

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡିଆରେ ରିଲେସନକୁ ଶୋ’ ଅଫ୍ କରିବାରେ ମାହିର ହୋଇଗଲେଣି ଯୁବଗୋଷ୍ଠୀ । ସେଲିବ୍ରିଟିମାନେ ମୁହଁ ଲୁଚାଇ ଲାମଲାଇଟରେ ରହିବାକୁ ଚେଷ୍ଟା କରୁଛନ୍ତି ତ ମିଡିଆ ତାଙ୍କ ଏପରି ରିଲେସନକୁ ନେଇ…

(Video)ଚଳନ୍ତା ଟ୍ରେନ ଉପରେ ଚଢି ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ତା’ପରେ ଯାହା ହେଲା ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କିଛି ଲୋକ ନିଜକୁ ମୃତ୍ୟୁର ସୌଦାଗର ମନେ କରିଥାନ୍ତି । ସେମାନେ ନିଜକୁ ଅମର ଭାବି ନିଅନ୍ତି । ତେଣୁ ସେମାନେ ଯେ କୌଣସି ବି ଭୟଙ୍କର କାମ କରିବାକୁ ପଛାଇ ନ ଥାନ୍ତି । ଆମେ ଏଠି ଯେଉଁ ଯୁବକଙ୍କ ବିଷୟରେ…

(Video) ଟିମ ଇଣ୍ଡିଆ ପାଇଁ ଖୁସି ଖବର: T-20 WC ପୂର୍ବରୁ ଫେରିପାରନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ

ନୂଆଦିଲ୍ଲୀ: ବର୍ତ୍ତମାନ ଟିମ ଇଣ୍ଡିଆ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଆହତ ସମସ୍ୟା । ଦିନିକିଆ ବିଶ୍ୱକପରେ ଷ୍ୟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମହମ୍ମଦ ଶାମୀ ଆହତ ହୋଇ ଦଳରୁ ବାଦ୍ ପଡ଼ିବା ପରେ…

ପାର୍ସଲ ସ୍କାମରେ ଫଶିଗଲେ ବ୍ୟକ୍ତି, ହରାଇଲେ ୩.୫ଲକ୍ଷ ଟଙ୍କା, ଆପଣ ବି କରନ୍ତୁନି ଏହି ଭୁଲ୍‌

ନୂଆଦିଲ୍ଲୀ: ସାଇବର ଠକେଇର ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ଠକେଇରେ ବୟସ୍କ ଲୋକମାନେ ଶିକାର ହେଉଛନ୍ତି । ସାଇବର ଠକେଇର ଏହି ନୂଆ କେସ୍ ହେଉଛି ପାର୍ସଲ ସ୍କାମ ଯାହାର ଶିକାର ହୋଇଛନ୍ତି ଜଣେ ବୟସ୍କ ବ୍ୟକ୍ତି ।…

‘ରାମାୟଣ’ରେ ସନ୍ନି ଦେଓଲ ହେବେ ବୀର ହନୁମାନ… ଜାଣନ୍ତୁ କିଏ ହେବେ ରାମ, ଲକ୍ଷ୍ମଣ-ସୀତା

ମୁମ୍ବାଇ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ସାରା ଦେଶ ଏବେ ରାମ ଭକ୍ତିରେ ଲୀନ ହୋଇଯାଇଛି । ଏହାର ପ୍ରଭାବ ବର୍ତ୍ତମାନ ସିନେ ଜଗତରେ ମଧ୍ୟ ଦେଖିବାକୁ ମିଳିଛି । 'ଦଙ୍ଗଲ' ଏବଂ 'ଛିଛୋରେ' ଭଳି…

ଆୟକର ଦାତାଙ୍କ ଲାଗି ଖୁସି ଖବର: ବଢିିବ ଆୟକର ଛାଡ ସୀମା, ଜାଣନ୍ତୁ ଏଥର ବଜେଟ୍‌ରେ କାହାକୁ ମିଳିପାରେ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ନିର୍ବାଚନ ପୂର୍ବରୁ ଫେବୃୟାରୀ ୧ ତାରିଖରେ ଅନ୍ତରୀଣ ବଜେଟ୍‌୍ ଉପସ୍ଥାପନ କରିବେ । ଅଖିଳ ଭାରତୀୟ ଟିକସ ବିଶେଷଜ୍ଞ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ନାରାୟଣ…

ଏଥର ବିହାରରେ ବିଜେପି କରିବାକୁ ଯାଉଛି ବଡ ପରିବର୍ତ୍ତନ, ଏହି ଦୁଇ ପଛୁଆ ସମୁଦାୟର ନେତା ହେବେ ଉପମୁଖ୍ୟମନ୍ତ୍ରୀ

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ପରେ ଏଠାରେ ୧୭ ମାସର ପୁରୁଣା ମେଣ୍ଟ ସରକାରର ଅନ୍ତ ଘଟିଛି । ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ ନୀତିଶ କୁମାର ମିଡିଆ ସହ ଆଲୋଚନା କରିଛନ୍ତି ଓ ନିଜ ଇସ୍ତଫାର…