ଭାରତ କା ଅମୃତ କଳସ: କୋକିଳକଣ୍ଠା ବର୍ଣ୍ଣାଳୀ ହେଲେ ଦ୍ୱିତୀୟ ରନର୍ସ ଅପ୍, ଓଡ଼ିଶାକୁ ଧନ୍ୟବାଦ୍ ସହ ଲୋକଗୀତ ପାଇଁ ପ୍ରତିଶ୍ରୁତି
ଓଡ଼ିଶା ଭାସ୍କର: 'ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ, ଉଠ କଙ୍କାଳ ଛିଡୁ ଶୃଙ୍ଖଳ, ଜାଗ୍ରତ ପୁରବାସୀ...' - ବର୍ଣ୍ଣାଳୀ ହୋତାଙ୍କ କୋକିଳ କଣ୍ଠରେ…