ନା ବାଇଡେନ, ନା ଜନସନ… ପ୍ରଧାନମନ୍ତ୍ରୀ ମୋଦୀ ଏବେ ବି ଦୁନିଆର ସର୍ବାଧିକ ଗ୍ରହଣୀୟ ନେତା
ନୂଆଦିଲ୍ଲୀ : କରୋନାର ପ୍ରଥମ ଲହରକୁ ସଫଳତାର ସହ ମୁକାବିଲା କରିଥିବା ମୋଦୀ ସରକାର କିନ୍ତୁ ଦ୍ଵିତୀୟ ଲହରରେ ଯଥା ସମ୍ଭବ ପ୍ରୟାସ କରିଥିଲେ ମଧ୍ୟ ସେତେଟା ସଫଳ ହୋଇ ପାରି ନାହାନ୍ତି। ତଥାପି କରୋନା କାଳରେ…