କୋଭିଡ୍ କଟକଣା ମଧ୍ୟରେ ହେବ ରଥଯାତ୍ରା; ସାମିଲ ହେବେନି ଭକ୍ତ

ଭୁବନେଶ୍ୱର: ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣାରେ ପାଳିତ ହେବ ରଥଯାତ୍ରା । ବିନା ଭକ୍ତରେ ହେବ ରଥଯାତ୍ରା । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି ।…

ରଜକୁ ନେଇ ଟ୍ୱିନ୍ ସିଟିରେ ସତର୍କତା ଜାରି, ଆଜିଠୁ ଆରମ୍ଭ ହେବ ସ୍ପେଶାଲ୍ ଡ୍ରାଇଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ କାଳରେ ଆସୁଛି ଓଡ଼ିଆଙ୍କ ପର୍ବ ରଜ । ତେଣୁ ଟ୍ୱିନ୍ ସିଟିରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତେବେ ଆଜି ପୋଲିସ୍ କମିସନର ସୌମେନ୍ଦ୍ର ପିୟଦର୍ଶୀ ସତର୍କତା ଜାରି…

ନୁସରତ୍ ଜହାଁ ଓ ନିଖିଲ୍ ଜୈନଙ୍କ ବିବାହ ଆଇନଗତ ନୁହେଁ, ସେମାନେ ଲିଭ୍-ଇନରେ ଥିଲେ

ନୂଆଦିଲ୍ଲୀ: ଲୋକପ୍ରିୟ ଟଲିଉଡ୍ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାଁ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ବିବାହକୁ ନେଇ ଏବେ ସାଧାରଣରେ ଟାହିଟାପରା ହେଉଥିବା ବେଳେ ଏବେ ଖୋଦ୍ ନୁସରତ୍ ନିଜ ବିବାହକୁ…

ପାଣି ବଦଳରେ ଏସିଡ ପିଇ ଦେଲେ ତହସିଲଦାର; ତା’ପରେ….

ନୂଆଦିଲ୍ଲୀ: ଖୁବ୍ ଶୋଷ ହେଉଥିଲା । ହେଲେ ତରବରରେ ବୁନ୍ଦେ ପାଣି ବଦଳରେ ପିଇ ଦେଲେ ଏସିଡ୍ । ଏହାକୁ ପିଇବା ପରେ ପାଟି ଓ ତଣ୍ଟି ପୋଡିଗଲା । କୁଲଗାମ ହାଜିପୁରାର ତହସିଲଦାରଙ୍କ ଏଭଳି ଅବସ୍ଥା ହୋଇଛି । ଏ ଘଟଣାକୁ ନେଇ…

ନିଜ ପ୍ରାଣ ଚାଲିଗଲା, ହେଲେ ବଞ୍ଚାଇଦେଲେ ୮ ଜଣଙ୍କୁ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣରେ କୁହାଯାଏ ଯେ ମଣିଷର ଅସଲ ପରିଚୟ ମୃତ୍ୟୁବେଳକୁ ଜଣାପଡ଼େ । ଜଣଙ୍କ ଜୀବନ ଧାରା ଓ ସମାଜ ପ୍ରତି କିଛି ଭଲ କାମ କରିଥିବା କାହାକୁ ମଧ୍ୟ ଲୋକେ ପ୍ରଶଂସା କରନ୍ତି ଓ ମନେପକାନ୍ତି ।…

ପଳାତକ ବ୍ୟବସାୟୀ ମେହୁଲ ଚୋକସିର ଭାରତ ପ୍ରତ୍ୟାବର୍ତ୍ତନର ରାସ୍ତା ସଫା!

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଘୋଟାଲାର ଆରୋପୀ ତଥା ପଳାତକ ବ୍ୟବସାୟୀ ମେହୁଲ ଚୋକସିର ଭାରତ ଫେରିବାକୁ ନେଇ ରାସ୍ତା ସଫା ହୋଇଯାଇଛି । କାରଣ ଡୋମିନିକା ସରକାର ଚୋକସିକୁ ଜଣେ ଅବୈଧ ଅପ୍ରବାସୀ ଭାବରେ ଘୋଷିତ…

କୋଭିଡ୍ ସମୟରେ ଅନାଥ ପିଲାଙ୍କୁ ମୋଟା ଅଙ୍କରେ ବିକୁଛନ୍ତି ଦଲାଲ୍; ପୁଅ ହୋଇଥିଲେ ୮ଲକ୍ଷ ଓ ଝିଅ ହୋଇଥିଲେ ୫ଲକ୍ଷ

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ଅନେକଙ୍କ ପାଇଁ ଦୁଃଖଦାୟକ ସାବ୍ୟସ୍ତ ହୋଇଛି । ଏଭଳି ସମୟରେ ଅନେକ ଛୋଟ ଛୋଟ ପିଲା ସେମାନଙ୍କର ବାପା ମା'ଙ୍କୁ ହରାଇ ଅନାଥ ହୋଇପଡ଼ିଛନ୍ତି । ତେଣୁ ସେମାନଙ୍କୁ ପୋଷ୍ୟ…

ରାଶିଫଳ (ଗୁରୁବାର ,୧୦ ଜୁନ ,୨୦୨୧)

ମେଷ - ଆଜି ନିଜ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ମନେ ରଖନ୍ତୁ କେବଳ ଥଣ୍ଡା ମନରେ ଧର‌୍ୟ୍ୟ ରଖନ୍ତୁ ଆପଣଙ୍କ ପରିସ୍ଥିତିକୁ…

ବୁଲେଟ ପାଇଁ ବୋହୂକୁ ହତ୍ୟା, ଶବକୁ ପୋଡି ଫେରାର ହେଲେ ଶାଶୁଘର ଲୋକେ

ଗୋପାଳଗଞ୍ଜ: ଯୌତୁକ ପାଇଁ ବୋହୂକୁ ହତ୍ୟା କରିଛନ୍ତି ଶାଶୁଘର ଲୋକେ । କେବଳ ସେତିକି ନୁହେଁ ପୋଲିସଠାରୁ ବଞ୍ଚିବା ପାଇଁ ମୃତଦେହକୁ ମଧ୍ୟ ପୋଡି ଦିଆଯାଇଛି । ବିହାରର ଗୋପାଳଗଞ୍ଜରୁ ଆସିଛି ଏହି ଯୌତୁକ ଜନିତ ହତ୍ୟା ମାମଲା…

ପୁଣି ବାବା ରାମଦେବଙ୍କୁ ଝଟକା: ଭୁଟାନ ପରେ ଏବେ ନେପାଳରେ ବନ୍ଦ ହେଲା ପତଞ୍ଜଳିର କରୋନିଲ କିଟ ବିତରଣ

ନୂଆଦିଲ୍ଲୀ: ଭୂଟାନ ପରେ ଏବେ ନେପାଳ ମଧ୍ୟ ପତଞ୍ଜଳିକୁ ଦେଇଛି ଝଟକା । ନେପାଳର ଆୟୁର୍ବେଦ ଏବଂ ବିକଳ୍ପ ଔଷଧ ବିଭାଗ କରୋନିଲ୍ କିଟ ବିକ୍ରିକୁ ବାରଣ କରିଛି । ଯୋଗ ଗୁରୁ ବାବା ରାମଦେବଙ୍କ ଦ୍ୱାରା ଏହାକୁ ଉପହାର ଭାବରେ…