କିଆରା ଆଡଭାନୀ… ଉଁ ହୁଁ… ଜଣେ ବିବାହିତାଙ୍କୁ ବିବାହ କରିବାକୁ ଇଚ୍ଛା; ଜାଣନ୍ତୁ କାହାର…
ମୁମ୍ବାଇ: ବଲିଉଡ୍ର ହ୍ୟାଣ୍ଡସମ୍ ହଙ୍କ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଲକ୍ଷ ଲକ୍ଷ ଝିଅ ନିଜର ହୃଦୟ ଦେଇ ବସିଛନ୍ତି । ତାଙ୍କର ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ସ ଫଲୋର୍ସ ଅଛନ୍ତି । ସେଥିମଧ୍ୟରୁ ଝିଅ ଫ୍ୟାନ୍ସ…