ନାଚୁରାଲ୍ ବିୟୁଟି ସାଇ ପଲ୍ଲବୀ, ମାତ୍ର ୧୫ଟି ଫିଲ୍ମ କରି ସାଉଥ୍ ଇଣ୍ଡଷ୍ଟ୍ରୀରେ କରୁଛନ୍ତି ରାଜ୍
ନୂଆଦିଲ୍ଲୀ ୦୯/୦୫: ତେଲୁଗୁ ଅଭିନେତ୍ରୀ ସାଇ ପଲ୍ଲଭୀ ଆଜି ହେଉଛି ୨୯ ତମ ଜନ୍ମଦିନ । ସାଉଥ ଇଣ୍ଡଷ୍ଟ୍ରିରେ ସାଇ ହେଉଛନ୍ତି ଏକ ନାମୀ ଦାମୀ କଳାକାର । ଆଉ ସୋସିଆଲ ମିଡିଆରେ ତାଙ୍କୁ ଲକ୍ଷ ଲକ୍ଷ ଲୋକ ଫଲୋ କରନ୍ତି । ସେ…