ବିବାହ ପରେ ପାର୍ଟନରଙ୍କୁ ଏହି କଥା ଜମାରୁ ପଚାରନ୍ତୁ ନାହିଁ, ନଚେତ୍ ଦାମ୍ପତ୍ତ୍ୟ ଜୀବନ ହେବ ବର୍ବାଦ

ବିବାହ ପ୍ରତ୍ୟେକ ମଣିଷ ପାଇଁ ଏକ ଅଭୁଲା ମୁହୂର୍ତ୍ତ ହୋଇଥାଏ । ବିବାହ ପରେ କେବଳ ଦାୟିତ୍ୱ ବଢ଼ିଯାଇଥାଏ ତା’ନୁହେଁ, ସମ୍ପର୍କରେ ମଧ୍ୟ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ବିବାହ ପୂର୍ବରୁ କିଛି କଥା…

ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ: ବୋଲିଂ କରିବ ଭାରତ

ଅହମଦାବାଦ , 14/3 :ଗୁଜରାଟର ଅହମଦାବାଦ ରେ ହେଉଥିବା ଭାରତ-ଇଂଲଣ୍ଡ ଟି-୨୦ ସିରିଜ ର ଦ୍ଵିତୀୟ ମ୍ୟାଚ ରେ ଟସ ଜିତି ଭାରତର ବୋଲିଂ କରିବାର ନିଷ୍ପତ୍ତି ନେଇଛି । ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷାନଙ୍କୁ ଚୂଡାନ୍ତ ଦଳ…

ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ

ଭୁବନେଶ୍ୱର , 14/3 : ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ହୋଇଛି । ଏନେଇ ଫରେଷ୍ଟ ଟାସ୍କ ଫୋର୍ସ ପକ୍ଷରୁ ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଜଙ୍ଗଲ ନିଆଁ ବର୍ତମାନ…

ଚକାଡୋଳା ବସ୍ ଓଲଟି ୨୦ ଯାତ୍ରୀ ଗୁରୁତର

ସୋର , 14/3 : ଏକ ଦୁଃଖଦ ଘଟଣା କ୍ରମେ ସୋରରେ ଯାତ୍ରୀବାହୀ ଘରୋଇ ବସ୍ ଓଲଟି ୨୦ ଯାତ୍ରୀ ଗୁରୁତର ହୋଇଥିବାର ସୂଚନା ମିଳିଛି । ସୋର ଥାନା ଛକ ନିକଟରେ ଚକାଡୋଳା ବସ ଓଲଟି ପଡିଛି । ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ…

କୋଭିଡ ନିୟମ ଉଲ୍ଲଂଘନ କଲେ ନାଗା ସାଧୁ

ପୁରୀ , 14/3 : କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି ନାଗା ସାଧୁ ବୈଷ୍ଣବପୁରୀ । ଶ୍ରୀମନ୍ଦିରରେ ଥିବା ରୋହିଣୀକୁଣ୍ଡର ପଟା କୁ ଫିଙ୍ଗିଛନ୍ତି ନାଗା ସାଧୁ ବୈଷ୍ଣବପୁରୀ  । ଜେଟିପି ବାରଣ କରିବାରୁ ବିଶୃଙ୍ଖଳା ସୃଷ୍ଟି…