fbpx

ବାଣ ଦୋକାନ ସିଲ୍: ଲାଗିଗଲା ୨୦ ହଜାର ଫାଇନ୍

ପାଲଲହଡା, ୪ ।୧୧(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ଚଳିତବର୍ଷ ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ପାଲଲହଡା ମୁଖ୍ୟ ବଜାରରେ ଖୋଲାଥିବା ୨ଟି ବାଣ ଦୋକାନ…

ଶ୍ରୀମନ୍ଦିରରେ ASI ଟିମ୍

ପୁରୀ, ୪ ।୧୧(ଓଡିଶା ଭାସ୍କର): ଶ୍ରୀମନ୍ଦିରରେ ଅନୁଧ୍ୟାନ ପାଇଁ ଏଏସଆଇର ୫ ଜଣିଆ ଟିମ୍‌ ପହଞ୍ଚିଛନ୍ତି । ବାଇଶି ପାହାଚ,ଲକ୍ଷ୍ମୀ ମନ୍ଦିରର କରୁଛନ୍ତି ଅନୁଧ୍ୟାନ । ନୂଆ କବାଟ ଓ ରୂପା ଛାଉଣୀ ନେଇ ୭ ପାହାଚ ଦ୍ବାରର…

ଉପ-ନିର୍ବାଚନ ମତଦାନକୁ ନେଇ କ’ଣ କହିଲେ ସିଇଓ?

ବାଲେଶ୍ୱର, ୪ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ମତଦାନକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସିଇଓ…

୨ଟି ଆସନରେ ଜିତିବା ନେଇ ବିଜେଡିର ଦମ୍ଭୋକ୍ତି

ବାଲେଶ୍ୱର, ୪ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି । ୨ ଟି ଆସନେରେ ଆମେ ଜିତିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ଦେବୀ…

ଅତ୍ୟଧିକ ମାତ୍ରାରେ ଲେମ୍ବୁ ପାଣି ପିଉଥିଲେ ସାବଧାନ୍! ଭୋଗିପାରନ୍ତି ଏହି ସମସ୍ୟା

ଓଜନ କମ୍‌ କରିବା ପାଇଁ ଅନେକ ଲୋକ ସକାଳେ ଲେମ୍ବୁ ମିଶ୍ରିତ ଗରମ ପାଣି ପିଅନ୍ତି । ଯେଉଁମାନେ ଏଥିରେ ଅଭ୍ୟସ୍ତ ସେମାନଙ୍କ ପାଇଁ ଏହି ଖାସ୍‌ ଖବର । ଯଦି ଆପଣ ଭାବୁଥିବେ ଯେ ଲେମ୍ବୁ ପାଣି ପିଇଲେ ଦେହ ଭଲ ରହିବ ଓ ଓଜନ…

ଚଳିତ ମାସରେ ସ୍କୁଲ ଖୋଲିବାକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର,୪ ।୧୧(ଓଡିଶା ଭାସ୍କର): ଚଳିତ ମାସରେ ସ୍କୁଲ ଖୋଲିବା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀ କହିଛନ୍ତି ଯେ, ‘ନବମରୁ ଦ୍ୱାଦଶ ଯାଏଁ ସମ୍ପୂର୍ଣ୍ଣ କ୍ଲାସ…

ଟ୍ରମ୍ପଙ୍କଠାରୁ ଆଗରେ ଜୋ ବାଇଡେନ୍

ୱାଶିଂଟନ୍,୪ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଜାରି ହୋଇଛି । ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଆମେରିକାରେ ବହୁମତ ପାଇଁ ୨୭୦ ଇଲେକ୍ଟୋରାଲ ଭୋଟ…