ଗ୍ୟାସ୍ ସମସ୍ୟାରୁ ତୁରନ୍ତ ମୁକ୍ତି ପାଇବା ପାଇଁ କରନ୍ତୁ ଏହିସବୁ ଟିପ୍ସ

ଗ୍ୟାସ୍ ସମସ୍ୟାକୁ କିଛି ଲୋକ ସାଧାରଣ ରୋଗ ବୋଲି ଭାବିଥାନ୍ତି, କିନ୍ତୁ ଏହା ଅଧିକାଂଶ ଲୋକଙ୍କୁ ବହୁତ ଅସୁବିଧାରେ ପକାଇଥାଏ । ବେଳେବେଳେ ଗ୍ୟାସ ଦ୍ୱାରା ଶରୀରରେ ଏତେମାତ୍ରାରେ ଯନ୍ତ୍ରଣା ହୋଇଥାଏ ଯେ ତାକୁ ସହନ କରିବା…

ରାଶିଫଳ (ମଙ୍ଗଳବାର, ୨ ମାର୍ଚ୍ଚ ୨୦୨୧)

ମେଷ : ଆଜି ଦୁର୍ବଳ ଅନୁଭବ କରିବେ, ଆତ୍ମବଳ ଅଧିକ ରହିବ, ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ, ରକ୍ତଦାନ କରନ୍ତୁ କଲ୍ୟାଣ ହେବ, ଚାକିରି, ବ୍ୟବସାୟ, ରାଜନୀତି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହେବ ।…

ଜଣେ ମହିଳାଙ୍କୁ ସାପ ସବୁବେଳେ ପିଛା କରୁଛି, ଆସନ୍ତୁ ଜାଣିବା ଘଟଣାର ରହସ୍ୟ ବିଷୟରେ

ସାପକୁ ନେଇ ଏକ ଆଶ୍ଚର୍ଯ୍ୟଜନକ କଥା ସାମନାକୁ ଆସିଛି । ସଙ୍ଗୀତା ନାମକ ଜଣେ ମହିଳାଙ୍କୁ ସାପ ଦୀର୍ଘଦିନ ଧରି ପିଛା କରୁଥିବା ଖବର ଜଣାପଡ଼ିଛି । ମହିଳା ଜଣକ ବାହାରକୁ ଯିବା ମାତ୍ରେ ସାପ ତାଙ୍କୁ ଗୋଡ଼ାଉଥିବା ସଙ୍ଗୀତା…

୩୯ ଡିଗ୍ରୀ ଟପିଲା ୬ ସହରର ତାପମାତ୍ରା

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ରାଜ୍ୟର ୬ଟି ସହରର ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଛି । ୩୯.୮ ଡିଗ୍ରୀ ସହ ବାରିପଦା ଓ ତାଳଚେର ଆଜି ସବୁଠାରୁ ଉତ୍ତପ୍ତ ହୋଇଥିବା ବେଳେ…

ଜଉଗଡ ଐତିହ୍ୟ ମହୋତ୍ସବର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ,୧ ।୩(ଓଡିଶା ଭାସ୍କର): ଗଞ୍ଜାମର ପ୍ରସିଦ୍ଧ ଜଉଗଡ ଐତିହ୍ୟ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଭିଡିଓ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିନ ତାପମାତ୍ରା ଆଉ ୫ଂ ବଢିବ !

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ବଢିବ । କିଛି ଜିଲ୍ଲାର ତାପମାତ୍ରାରେ ସ୍ୱାଭାବିକଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଦିନର ତାପମାତ୍ରା…

ଓଲଟିଲା ଆମୋନିଆ ଗ୍ୟାସ ଟ୍ୟାଙ୍କର

ଗଞ୍ଜାମ,୧ ।୩(ଓଡିଶା ଭାସ୍କର): ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ହୁମା ଫାଣ୍ଡି ନିକଟ ପୁଇଁତଳାରେ ଘଟିଛି ଏହି ଦୁର୍ଘଟଣା । ଆମୋନିଆ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ଓଲଟିପଡିଥିବା ଜଣାପଡିଛି…