ନିର୍ବାଚନ ସାରି ଫେରୁଥିଲାବେଳେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର: ୩ ମୃତ

ନୂଆଦିଲ୍ଲୀ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଛତିଶଗଡ଼ର ବସ୍ତର ଜିଲ୍ଲା ଅନ୍ତର୍ଗତ ବାହିଗାଓଁ ଅଞ୍ଚଳରେ । ମୃତକମାନେ ହେଲେ ଶିକ୍ଷକ ଶିବ ନେତମ, ସାନ୍ତ୍ରମ…

ଟେସଲାକୁ ଭାରତ ଆଣିବା ପାଇଁ ପିଚ ପ୍ରସ୍ତୁତି: ଶସ୍ତା ହେବ କି ବିଳାସପୂର୍ଣ୍ଣ ଇଲେକ୍ଟ୍ରୋନିକ କାର?

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ଏଲନ ମସ୍କଙ୍କ 'ଟେସଲା' କାରକୁ ଦେଶକୁ ଆଣିବାକୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଶା କରାଯାଉଛି ଯେ ଆସନ୍ତା ବର୍ଷ ଜାନୁଆରୀ ମାସରେ 'ଟେସଲା' କାର ସଫଳତାର ସହିତ ଭାରତ ରାସ୍ତାରେ…

ୱେୟାର ହାଉସରେ ନିଆଁ ଲାଗି ୨ ଜୀବନ୍ତ ଦଗ୍ଧ: ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଏକ ୱେୟାର ହାଉସରେ ନିଆଁ ଲାଗି ୨ ଜୀବନ୍ତ ଦଗ୍ଧ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମହାରଷ୍ଟ୍ରର ଥାଣେ ଜିଲ୍ଲାରେ । ଥାନେର ଭିୱାଣ୍ଡି ସହରରେ ଥିବା ଏକ କଟନ ୱେୟାର ହାଉସରେ ଏହି ଘଟଣା ଘଟିଛି । ଗତକାଲି…

ଦୀପାବଳୀ ପୂର୍ବରୁ କରନ୍ତୁ ଏହି ଉପାୟ: ମା’ ଲକ୍ଷ୍ମୀଙ୍କର ହେବ ଅଶେଷ କୃପା

ଆମ ରୋଷେଇ ଘରେ ଥିବା ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପୂଜାପାଠରେ ବ୍ୟବହାର ହୋଇଥାଏ । ଏହି ସବୁ ସାମଗ୍ରୀ ଜୀବନରୁ ନକାରାତ୍ମକ ଶକ୍ତିକୁ ଦୂରେଇବାରେ ସାହାଯ୍ୟ କରିଥାଏ । ଏପରିକି ପୂଜାରେ ଏହାର ପ୍ରୟୋଗ କରିବା…

BREAKING NEWS; ପୁଣି ପ୍ରାଣ ହରାଇଲେ ଆଉ ଜଣେ ଓଡ଼ିଆ ଯବାନ

ଓଡିଶା ଭାସ୍କର; ପୁଣି ପ୍ରାଣ ହରାଇଲେ ଆଉ ଜଣେ ଓଡ଼ିଆ ଯବାନ । ରାୟପୁର ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଯବାନ ଜଣକଙ୍କର ପରଲୋକ ଘଟିଛି । ସହିଦ ବିଏସଏଫ ଯବାନ ପ୍ରକାଶ ଚନ୍ଦ୍ର ସିଅଲଙ୍କ ଘର ବାଲେଶ୍ଵର ନେଇ ସୂଚନା…

ଆସନ୍ତାକାଲି ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ରଜନୀକାନ୍ତ ସିଂ!

ଓଡିଶା ଭାସ୍କର; ଆସନ୍ତାକାଲି ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ବରିଷ୍ଠ ବିଜେଡି ନେତା ରଜନୀକାନ୍ତ ସିଂ । ଏନେଇ କାଲି ସେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ଭେଟି ବିଧିବଦ୍ଧ ଭାବେ ନିଜର…

ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର; ବଡ଼ପୁଅ ଦେଲେ ମୁଖାଗ୍ନି

ଓଡିଶା ଭାସ୍କର: ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର ପରେ ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର । ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂତ୍କାର କରାଯାଇଥିବା…

ସୋଫା ଉପରେ ବସିଥିଲେ ବ୍ୟକ୍ତି, ସେଥିରୁ ଗର୍ଜନ କରି ପଦାକୁ ବାହାରିଲା ଏଭଳି ଏକ ନାଗ ସାପ

ଓଡିଶା ଭାସ୍କର; ଦେଶରେ ଆରମ୍ଭ ହୋଇଗଲାଣି ଶୀତ ଋତୁ । ଧୀରେ ଧୀରେ ଥଣ୍ଡା ପଡିବା ଆରମ୍ଭ ହେଉଥିବା ବେଳେ ମଣିଷଙ୍କ ସମେତ ସମସ୍ତ ଜୀବଜନ୍ତୁ ମାନେ ମଧ୍ୟ ଗରମ ଚିକିତ୍ସା ଓ ଉଷୁମ ସ୍ଥାନ ଖୋଜିବା ଆରମ୍ଭ କରିଦେଲେଣି । ତେବେ…

ଚ୍ୟାଲେଞ୍ଜ ଗ୍ରହଣ କରି ଥରକେ ୪ଟା ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଖାଇ ପ୍ରାଣ ହରାଇଲେ ଯୁବକ

ଓଡିଶା ଭାସ୍କର; ଚ୍ୟାଲେଞ୍ଜ ଗ୍ରହଣ କରି ଥରକେ ୪ଟା ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଖାଇ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ…

ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ; ଏହି ସମୟରେ ଫୁଟାଇ ପାରିବେନି ବାଣ

ଓଡିଶା ଭାସ୍କର; ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ସେହିପରି ଅନ୍ୟ ରାଜ୍ୟମାନଙ୍କର ବିଭିନ୍ନ ସହରରେ ମଧ୍ୟ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥି ପାଇଁ ଲୋକେ…