ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି!

ଭୁବନେଶ୍ୱର; ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ନଭେମ୍ବର ୨୦ ତାରିଖରେ ସେ ଦୁଇ ଦିନିଆ ଗସ୍ତରେ ଆସୁଥିବା ସୂଚନା ମିଳିଛି । କିନ୍ତୁ ଏନେଇ ରାଷ୍ଟ୍ରପତି ଭବନରୁ କୌଣସି ସୂଚନା ଦିଆଯାଇନାହିଁ…

ଯାଜପୁର; ବୈତରଣୀ ଶାଖା ନଦୀରେ ବୁଡି ନାବାଳକ ମୃତ

ଓଡିଶା ଭାସ୍କର; ବୈତରଣୀ ଶାଖା ନଦୀରେ ବୁଡି ନାବାଳକ ମୃତ । ଦୁଇ ସାଙ୍ଗ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ନେଇ ସୂଚନା । ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବାରେ ଗାଁ ଲୋକେ ସକ୍ଷମ ହୋଇଥିବା…

ଚର୍ଚ୍ଚାରେ ସିଭିଲ ଜଜ ଦମ୍ପତ୍ତି: ସରକାରୀ ହସ୍ପିଟାଲରେ କରାଇଲେ ପ୍ରସବ

ନୂଆଦିଲ୍ଲୀ: ଅନେକ ସମୟରେ କଥା ଉଠେ ସରକାରୀ ଚାକିରୀ କରିବାକୁ ସମସ୍ତେ ଆଗଭର । କିନ୍ତୁ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନା ଯିବା ପାଇଁ କେହି ଇଚ୍ଛାପ୍ରକାଶ କରନ୍ତି ନାହିଁ । ତେବେ ଏ ପରି ସ୍ଥିତିରେ ସିଭିଲ ଜଜ…

ପ୍ରଦୂଷଣ ରୋକିବା ପାଇଁ ମଲମ ବଣ୍ଟା: ଆଞ୍ଚଳିକ ସୁରକ୍ଷା ମଞ୍ଚର ଅଭିନବ ପ୍ରତିବାଦ

ଭୁବନେଶ୍ୱର: ଦିନକୁ ଦିନ ଚିନ୍ତା ବଢ଼ାଉଛି ସୈନିକ ସ୍କୁଲ ପଛ ପାଖରେ ଥିବା ଅସ୍ଥାୟୀ ଅଳିଆଗଦା । ଏହାକୁ ଲାଗି ରହୁଥିବା ଧିରିକୁଟି ବସ୍ତି ବାସିନ୍ଦାଙ୍କ ଅବସ୍ଥା ଏବେ ବେହାଲ । ବିଭିନ୍ନ ପ୍ରକାର ଚର୍ମରୋଗ ବ୍ୟାପୁଥିବାରୁ…

ଭୋଟରଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ: ଅଧିକରୁ ଅଧିକ ଭୋଟ ଦେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ: ଛତିଶଗଡ଼ରେ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏଥି ସହିତ ମିଜୋରାମରେ ମଧ୍ୟ ମତଦାନ ଜାରି ରହିଛି । ୯୦ ସଦସ୍ୟ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ଟି…

ପୁଣି ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ: ମହିଳାଙ୍କୁ ଛୁରୀ ଭୁସି ହତ୍ୟା

ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଛି ଆଉ ଏକ ବିଭତ୍ସ ହତ୍ୟାକାଣ୍ଡ । ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଠାରେ ।…

ଭୁବନେଶ୍ୱରରେ କେତେ ସୁରକ୍ଷିତ ମହିଳା: ଗୋଟିଏ ଦିନରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ଗୋଟିଏ ଦିନରେ ୩ ଭିନ୍ନ ଘଟଣାରେ ତିନି ଜଣ ମହିଳାଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ସାରା ରାଜଧାନୀରେ ଚର୍ଚ୍ଚା । ମୃତ…

ଆସିଲା ସୁସ୍ମିତା ମିଞ୍ଜଙ୍କ ଭିସେରା ରିପୋର୍ଟ: ବିଷକ୍ରିୟା କିମ୍ବା ନିଶା ସେବନର ମିଳିନାହିଁ ପ୍ରମାଣ

ରାଉରକେଲା: ଆସିଲା ସୁସ୍ମିତା ମିଞ୍ଜଙ୍କ ଭିସେରା ରିପୋର୍ଟ । ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ଶରୀରକୁ ଭିସେରା ଟେଷ୍ଟ ପାଇଁ ପଠାଯାଇଥିଲା । ତେବେ ଏହି ରିପୋର୍ଟ ଆଜି ଆସିଥିବା ସୂଚନା ମିଳିଛି । ଏ ନେଇ…

ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ; ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଓଡିଶା ଭାସ୍କର; ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତ୍ରିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ। ଏନେଇ…

୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆସି ଭାଙ୍ଗିଦେଲେ ଅମ୍ବାଭୋନା ଥାନା; ଘଟଣାକୁ ନେଇ ମାମଲା ରୁଜୁ କଲା ପୋଲିସ

ଓଡିଶା ଭାସ୍କର; ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ନେଇ ମାମଲା ରୁଜୁ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ମିନା। ସେ କହିଛନ୍ତି, ଗୋଟିଏ ଗାଡ଼ିରେ ଗଞ୍ଜେଇ…