ଜାନୁଆରୀରେ ୧୬ ଦିନ ଛୁଟି: ବ୍ୟାଙ୍କ ଯିବା ପୂର୍ବରୁ ଲିଷ୍ଟ ଚେକ୍ କରି ନିଅନ୍ତୁ
ନୂଆଦିଲ୍ଲୀ, ୨୯ା୧୨: ୨୦୨୧ ମସିହା ଜାନୁଆରୀ ମାସରେ ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାର୍ଯ୍ୟ ଅଛି କି ? ତେବେ ବ୍ୟାଙ୍କ ଯିବା ପୂର୍ବରୁ ଜାନୁଆରୀ ମାସର ଛୁଟି ଲିଷ୍ଟକୁ ଚେକ କରି ଯାଆନ୍ତୁ, କାରଣ ଏହି ମାସରେ ବ୍ୟାଙ୍କ…