୨୦ ବର୍ଷ ତଳର ପ୍ରତିଶୋଧ ନେବ ଭାରତ; ବିଶ୍ୱକପ ଫାଇନାଲରେ ପୁଣି ମୁହାଁମୁହିଁ ହେବେ ଇଣ୍ଡିଆ-ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ; ଆଇସିସି ODI ବିଶ୍ୱକପର ଫାଇନାଲରେ କେଉଁ ଦଳ ଭାରତୀୟ ଦଳକୁ ଭେଟିବ ତାହା ସ୍ଥିର ହୋଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକପାଖିଆ ବିଜୟ ହାସଲ କରିବା ପରେ ଭାରତ ଟାଇଟଲ ମୁକାବିଲାରେ ସ୍ଥାନ ହାସଲ କରିଛି।…

(Video)ମାଡ଼ ମାରି କ୍ଷମା ମାଗିଲେ ଅଭିନେତା ନାନା ପାଟେକର, ଶୁଣନ୍ତୁ ସେ କ’ଣ କହୁଛନ୍ତି

ଓଡିଶା ଭାସ୍କର; ଫ୍ୟାନ୍‌ଙ୍କୁ ମାଡ଼ ମାରି କ୍ଷମା ମାଗିଲେ ଅଭିନେତା ନାନା ପାଟେକର । ଏହି ବିବାଦୀୟ ଘଟଣାକୁ ନେଇ ନାନା ସଫେଇ ରଖିବା ସହ ଘଟଣା ସମ୍ପର୍କରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏଠାରେ କହି ରଖୁଛୁ…

ସ୍କ୍ରୁ ଡ୍ରାଇଭରରେ ସ୍ତ୍ରୀକୁ ୪୧ ଥର ଆକ୍ରମଣ କଲା ସ୍ୱାମୀ: ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ

ତୁର୍କୀ; ତୁର୍କୀରେ ଜଣେ ବ୍ରିଟିଶ୍ ବ୍ୟକ୍ତି ସ୍କ୍ରୁ ଡ୍ରାଇଭର ସାହାଯ୍ୟରେ ୪୧ ଥର ଆକ୍ରମଣ କରି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ମଙ୍ଗଳବାର ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି। ମେଟ୍ରୋ ଖବରକାଗଜ…

ପୁଣି ଏକ ଖୁସି ଖବର; ଆସନ୍ତା ୨୫ ତାରିଖରୁ ଏହି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍

ଓଡିଶା ଭାସ୍କର; ଲଗାତାର ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର । ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗାଁ'ରେ ସରକାରୀ ବସ ପହଞ୍ଚା ଯାଉଛି । ଏହି…

କାଲିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି; ଗରୁଡ଼ ସ୍ତମ୍ଭ ଠାରୁ ପ୍ରଥମେ ଆରମ୍ଭ ହେବ କାମ

ପୁରୀ; କାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ । ତେବେ ଏହି ମରାମତି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଗରୁଡ଼ ସ୍ତମ୍ଭ…

ଏହି ୫ଟି ବ୍ୟବସାୟରେ ସବୁଠୁ ଅଧିକ ଲାଭ ହୋଇଥାଏ , କ୍ଷତି ହେବାର ସମ୍ଭାବନା ବି ଖୁବ କମ ଥାଏ

ଓଡିଶା ଭାସ୍କର; ଆଜିକାଲି ପ୍ରାୟ ସମସ୍ତ ଯୁବବର୍ଗ ମାନେ ଚାକିରି ନ କରି ନିଜେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ସରକାରୀ ଚାକିରି ଅଭାବ ଥିବାରୁ ସେମାନେ କୌଣସି ପ୍ରାଇଭେଟ କମ୍ପାନୀରେ କାମ…

ଯାଜପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍କୁଲ କିରାଣୀ

ଓଡିଶା ଭାସ୍କର(ଯାଜପୁର); ପେନସନ ଟଙ୍କା କରାଇ ଦେବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍କୁଲ କିରାଣୀ । କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର…

ସ୍ୱପ୍ନରେ ଏହି ୫ଟି ଜିନିଷ ଦେଖୁଛନ୍ତି କି? ତାହେଲେ ବୁଝିଯାଆନ୍ତୁ ଯେ, ମା’ ଲକ୍ଷ୍ମୀ ଆପଣଙ୍କ ପାଖକୁ ଆସୁଛନ୍ତି

ଓଡିଶା ଭାସ୍କର; ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ, ଯିଏ ଦେବୀ ଲକ୍ଷ୍ମୀଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଏ, ତାଙ୍କ ଘରେ କେବେବି ଟଙ୍କା ଏବଂ ଧନର ଅଭାବ ନଥାଏ । ଜ୍ୟୋତିଷ…

ନେପାଳ ସୀମାରୁ ଭାରତକୁ ବେଆଇନ ଭାବେ କରୁଥିଲେ ପ୍ରବେଶ: ଧରାପଡ଼ି ଗିରଫ ହେଲେ ପାକିସ୍ତାନୀ ମା-ପୁଅ

ନୂଆଦିଲ୍ଲୀ: ବେଆଇନ ଭାବେ ଭାରତରେ ପ୍ରବେଶ କରୁଥିବା ସମୟରେ ଜଣେ ମହିଳା ଏବଂ ତାଙ୍କ ନାବାଳକକୁ ଗିରଫ କରାଯାଇଛି। ମହିଳା ଜଣକ ହେଲେ ସାୟେଷ୍ଟା ହନିଫ ଏବଂ ତାଙ୍କ ପୁଅ ଆରିୟାନ ମହମ୍ମଦ ହନିଫ । ସାୟେଷ୍ଟା ପଶ୍ଚିମବଙ୍ଗର…

ପ୍ରେମ ବିବାହ କରିବା ପଡ଼ିଲା ମହଙ୍ଗା: ଝିଅ ଓ ଜ୍ୱାଇଁଙ୍କୁ ଗୁଳିକଲା ଶ୍ୱଶୂର

ହରିୟାଣା: ପ୍ରେମ ବିବାହ କରିଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ସେମାନଙ୍କ ପରିବାର ସଦସ୍ୟ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ହରିୟାଣାର ଚରଖୀ ଦାଦରୀ ସବଡିଭିଜନ ଅନ୍ତର୍ଗତ ବନ୍ଧଗଲା…