Breaking News ଯାହା କହିଥିଲା ତାହା କରି ଦେଖାଇଲା ଇସ୍ରାଏଲ: ୨ ଭାଗ ହେଲା ଗାଜା ପଟି Odisha Bhaskar Bureau Nov 6, 2023 ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଇତି ମଧ୍ୟରେ ବଡ଼ ଖବର ଆସିଛି ଯେ ଗାଜାକୁ ଇସ୍ରାଏଲ ୨ ଭାଗରେ ଭାଗ କରିଦେଇଛି । ଗାଜା ପଟିକୁ ଦୁଇ ଭାଗରେ ବିଭକ୍ତ କରିଦେବା ଦ୍ୱାରା ହମାସକୁ…
Breaking News ସାପ ବିଷ ଶୋଷି ମହିଳା ଗୁରୁତର; କେନ୍ଦୁଝର ଜିଲ୍ଲାରୁ ଆସିଲା ଏଭଳି ଏକ ଚାଞ୍ଚଲ୍ୟକର ଘଟଣା Odisha Bhaskar Bureau Nov 6, 2023 ଓଡିଶା ଭାସ୍କର; ସାପ ବିଷ ଶୋଷି ମହିଳା ଗୁରୁତର । କେନ୍ଦୁଝର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ସର୍ପାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କଠାରୁ ବିଷ ଝାଡ଼ିବାକୁ ଯାଇ ଅନ୍ୟଜଣେ…
Breaking News ରାସ୍ତା କଡ଼ରୁ ଉଦ୍ଧାର ହେଲା ଗର୍ଭବତୀଙ୍କ ମୃତ ଦେହ: ମୃତ୍ୟୁର କାରଣ ଅସ୍ପଷ୍ଟ Odisha Bhaskar Bureau Nov 6, 2023 ଭଣ୍ଡାରିପୋଖରୀ: ରାସ୍ତା କଡ଼ରୁ ଉଦ୍ଧାର ହେଲା ଗର୍ଭବତୀଙ୍କ ମୃତ ଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତରେ । ମିଳିଥିବା ସୂଚନା ଅନୁଯାୟୀ, ମୃତ…
Breaking News ଆଜିଠାରୁ ଭୁବନେଶ୍ୱର-ଜୟପୁରକୁ ଦ୍ୱିତୀୟ ବିମାନ ଚଳାଚଳ ଆରମ୍ଭ Odisha Bhaskar Bureau Nov 6, 2023 ଓଡିଶା ଭାସ୍କର; ଆଜିଠାରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ । ଗତ ବର୍ଷ ଭୁବନେଶ୍ୱର-ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏବେ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଯାହାକୁ…
Breaking News ଘର ଭିତରେ ପୋଡ଼ିହୋଇ ଦମ୍ପତ୍ତି ଗୁରୁତର: ଅନୁସନ୍ଧାନ ଜାରି Odisha Bhaskar Bureau Nov 6, 2023 ଓଡ଼ିଶା ଭାସ୍କର: ଘର ଭିତରେ ପୋଡ଼ିହୋଇ ଦମ୍ପତ୍ତି ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ । ତେବେ ଉଭୟଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ଥିବା…
Breaking News ଭୁବନେଶ୍ୱରରେ ପୁଣି ସାଇବର ଠକେଇ: ଗୁଗଲରେ ନମ୍ବର ଖୋଜି ଖାଇବା ମଗାଇବା ପଡ଼ିଲା ମହଙ୍ଗା Odisha Bhaskar Bureau Nov 6, 2023 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସାଇବର ଠକେଇ । ଗୁଗଲରେ ନମ୍ବର ଖୋଜି ଖାଇବା ମଗାଇବା ଯୁବକଙ୍କୁ ପଡ଼ିଛି ମହଙ୍ଗା । ଯୁବକଙ୍କୁ ଫସାଇ ୧ ଲକ୍ଷ ୩୫ ହଜାର ଲୁଟି ନେଇଛନ୍ତି ସାଇବର ଠକ । ସାଇବର ଠକାମିର ଶିକାର ହୋଇ…
Breaking News ପୁଣି ଏକ ଅଘଟଣ; ହ୍ୟାଣ୍ଡ ଗ୍ରେନେଡ଼ ବିସ୍ଫୋରଣରେ ବିଏସଏଫ ଯବାନ ସହିଦ Odisha Bhaskar Bureau Nov 6, 2023 ଓଡିଶା ଭାସ୍କର; ଛତିଶଗଡ଼ ଦାନ୍ତେୱାଡାରେ ଅଘଟଣ । ହ୍ୟାଣ୍ଡ ଗ୍ରେନେଡ଼ ବିସ୍ଫୋରଣରେ ବିଏସଏଫ ଯବାନ ସହିଦ । ଅଚାନକ ଯବାନଙ୍କ ହ୍ୟାଣ୍ଡ ଗ୍ରେନେଡ଼ରେ ବିସ୍ଫୋରଣ ହେବାରୁ ଏଭଳି ଏକ ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି ।…
Breaking News ସକାଳୁ ସକାଳୁ ଦୁଖଦଃ ଖବର; ଭାରସାମ୍ୟ ହରାଇ ପୋଲରୁ ଖସିଲା ବସ୍ Odisha Bhaskar Bureau Nov 6, 2023 ଓଡିଶା ଭାସ୍କର; ସକାଳୁ ସକାଳୁ ଏକ ଦୁଖଦଃ ଖବର ଆସି ପହଞ୍ଚିଛି । ରାଜସ୍ଥାନ ଦଉସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଏକାଧିକ…
Breaking News କୋରାପୁଟ ଜଙ୍ଗଲରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର Odisha Bhaskar Bureau Nov 5, 2023 କୋରାପୁଟ: ଆଜି ଲମତାପୁର ଅଞ୍ଚଳରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୁଲିସ । ପୁଲିସ ବାଲିଗୁଡ଼ା ଜଙ୍ଗଲରେ ଚଢ଼ାଉ କରି ଏହାକୁ ଜବତ କରିଛି । ବେଆଇନ ଭାବେ ଚାଲାଣ କରାଯିବା ପାଇଁ ଏକ ଗାଡ଼ିରେ ଲୋଡ଼ କରାଯାଉଥିବା…
Breaking News ସରକାରୀ ଅଧିକାରୀ ଯାଇଥିଲେ କ୍ଷେତରେ ନଡ଼ା ପୋଡିକୁ ଅଟକାଇବା ପାଇଁ, ଶେଷରେ ନିଜେ ପୋଡିବାକୁ ବାଧ୍ୟ ହେଲେ.. ଜାଣନ୍ତୁ କାରଣ Odisha Bhaskar Bureau Nov 5, 2023 ଚଣ୍ଡିଗଡ଼: କ୍ଷେତରେ ନଡ଼ା ପୋଡ଼ିବାକୁ ଅଟକାଇବାକୁ ଯାଇଥିଲେ । କିନ୍ତୁ ବଳପୂର୍ବକ ନିଜେ ନଡ଼ା ପୋଡ଼ିଲେ । ଘଟଣାଟି ଘଟିଛି ପଞ୍ଚାବର ଭଟିଣ୍ଡା ଅନ୍ତର୍ଗତ ମେହ୍ମା ସର୍ଜା ଗାଁରେ । ଡ୍ୟୁଟିରେ ଥିବା ସମୟରେ ଜଣେ ସରକାରୀ…