ଲଦାଖ ପରେ ଅରୁଣାଚଳ ନିକଟରେ ଚୀନର ଷଡଯନ୍ତ୍ର, ସଜାଗ ରହିଛି ଭାରତୀୟ ସେନା
ଇଟାନଗର,୧୬ ।୯: ଲଦାଖର ରେଜାଙ୍ଗ ଲାରେ ଅନୁପ୍ରବେଶ ଉଦ୍ୟମ ଭାରତୀୟ ସେନା ବିଫଳ କରିବାରୁ ଏବେ ଅରୁଣାଚଳ ପ୍ରଦଶର ସୀମା ଉପରେ ନଜର ରଖିଛି ଚୀନ୍ । ଅରୁଣାଚଳ ପ୍ରଦେଶରେ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ଚୀନ ଏବେ…