କେବେ ସାପକୁ ବୋତଲରେ ପାଣି ପିଉଥିବାର ଦେଖିଛନ୍ତି କି?

ଆପଣ କେବେ ସାପକୁ ବୋତଲରେ ପାଣି ପିଉଥିବାର ଦେଖିଛନ୍ତି କି? ଯଦି ନା, ତେବେ ଆସନ୍ତୁୂ ଦେଖିବା ଏହି ଭିଡିଓ । ଭିଡିଓଟି ପୁରୁଣା ହେଲେ ବି ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକର । ବିଷାକ୍ତ ସାପ ବି ମଣିଷ ହାତରୁ ପାଣି ପିଉଛି…

ଆଜିଠୁ ରେଲଓ୍ବେ ଷ୍ଟେସନରେ ଖୋଲିବ କାଉଣ୍ଟର

ଭୁବନେଶ୍ୱର,୨୨/୫(ଓଡ଼ିଶା ଭାସ୍କର): ଜୁନ୧ରୁ ଦେଶରେ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା ଏସି ଟ୍ରେନ ଚଳାଚଳ ହେବ । ପୂର୍ବରୁ ଯାତ୍ରୀ ମାନେ ଯାତ୍ରା କରିବା ପାଇଁ ଅନଲାଇନ ଟିକେଟ ବୁକିଂ କରିବା ପାଇଁ ବ୍ୟବସ୍ଥା ହୋଇଥିଲା…

ଆଜି ସାବିତ୍ରୀ ବ୍ରତ, କିନ୍ତୁ ଏଥର ସବୁ ଫିକା ଫିକା

ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ଭାରତୀୟ ପରମ୍ପରା ଅନୁସାରେ ପ୍ରତ୍ୟେକ ସଧବା ମହିଳାମାନେ ଏହି ବ୍ରତକୁ ପାଳନ କରିଥାନ୍ତି । ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁଷ କାମନା କରି ଜ୍ୟେଷ୍ଠ ମାସ…

ରାଶିଫଳ (୨୨।୦୫।୨୦୨୦, ଶୁକ୍ରବାର ), ଜାଣନ୍ତୁ ଆପଣଙ୍କ ଦିନ କିପରି କଟିବ

ମେଷ - କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ନିଷ୍ପତ୍ତି ନେବାପୂର୍ବରୁ ଭାବିଚ଼ିନ୍ତି ନିଷ୍ପତ୍ତି ନେଲେ ଭଲ ହେବ, କୌଣସି ପିଲାଦିନର କିମ୍ବା କର୍ମକ୍ଷେତ୍ରର ସାଙ୍ଗ ଆଜି ଆପଣଙ୍କ ସବୁ ଦୁଃଖ…

‘ପାତାଳ ଲୋକ’କୁ ନେଇ ବିବାଦ ଘେରରେ ଅନୁଷ୍କା ଶର୍ମା, ଆସିଲା ନୋଟିସ୍

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଧରି ସମୟ ବଡ ପରଦାଠାରୁ ଦୂରେଇ ରହିଥିଲେ ବି ନିକଟରେ ତାଙ୍କର ୱେବ ସିରିଜ୍ ‘ପାତାଲ ଲୋକ’କୁ ନେଇ ସେ ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି । ଦର୍ଶକଙ୍କୁ ଏହି ଧାରାବାହିକ ପସନ୍ଦ ମଧ୍ୟ ଆସିଛି…

ଲକଡାଉନରେ ବଡ ନିଷ୍ପତ୍ତି- ମାସକୁ ୧୦ ହଜାର ଟଙ୍କା କମାଇବାକୁ ଚାଁହୁଥିଲେ ଏଠାରେ କରନ୍ତୁ ନିବେଶ

କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଧନ ଯୋଜନା ବା PMVVYର ଅବଧି ୩ ବର୍ଷ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହା ପୂର୍ବରୁ ଏହି ଯୋଜନାର ଅବଧି ୩୧ ମାର୍ଚ୍ଚ ୨୦୨୦ରେ ସମାପ୍ତ…

ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ଗତକାଲି ପ୍ରଳୟଙ୍କରୀ ବାତ୍ୟା ଅମ୍ଫନ ଯୋଗୁଁ ପଶ୍ଚିମବଙ୍ଗରେ ଧନଜୀବନ ହାନୀ ସହ ବହୁ କ୍ଷୟକ୍ଷତି ଘଟିଛି ।ତେଣୁ ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ପଶ୍ଚିମବଙ୍ଗ ସହ…

ଆକାଶ ମାର୍ଗରୁ ବାତ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ଗତକାଲି ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ବାତ୍ୟା ଅମ୍ଫନ । ରାଜ୍ୟରେ ଫୋନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଭଳି ନହୋଇଥିଲେ ମଧ୍ୟ ଅଳ୍ପ କ୍ଷୟକ୍ଷତି ହୋଇଛି । ରାଜ୍ୟର ୪ଟି ଜିଲ୍ଲା…