ଟିମ୍ ଇଣ୍ଡିଆ ପାଇଁ ଖେଳିସାରିଥିବା ଏହି କ୍ରିକେଟର ଉପରେ ଜୋରିମାନା, ଜାଣନ୍ତୁ କାହିଁକି?
ସିମଲା,୧୦ ।୪:ଭାରତୀୟ କ୍ରିକେଟ ଦଳରେ ଖେଳିସାରିଥିବା କ୍ରିକେଟର ଋଷି ଧୱନଙ୍କ ଉପରେ ଜୋରିମାନା ଲଗାଇଛି ହିମାଚଳ ପ୍ରଦେଶର ପୋଲିସ । ସହରରେ କର୍ଫ୍ୟୁ ଉଲ୍ଲଙ୍ଘନ କରିଥିବାରୁ ଧୱନଙ୍କ ଉପରେ ଏହି ଜୋରିମାନା ଲାଗିଥିବା…