ଅନୁପ ସାଏଙ୍କ ପୁତୁରାଙ୍କୁ ଥାନାରେ ହାଜିର ହେବାକୁ ନୋଟିସ

ଭୁବନେଶ୍ୱର, ୧୭ା୨(ଓଡ଼ିଶା ଭାସ୍କର): ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କ ପୁତୁରାଙ୍କୁ ନୋଟିସ କରିଛି ଛତିଶଗଡ଼ ପୋଲିସ । ଆସନ୍ତାକାଲି ଥାନାରେ ହାଜର ହେବାକୁ ନୋଟିସ ଜାରି ହୋଇଛି । ସେହିପରି ମୃତ କଳ୍ପନାଙ୍କ…

ନିର୍ଭୟା ମାମଲା: ମାର୍ଚ୍ଚ ୩ ସକାଳ ୬ଟାରେ ଦିଆଯିବ ଫାଶୀ

ନୂଆଦିଲ୍ଲୀ,୧୭ ।୨: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀମାନଙ୍କ ପାଇଁ ନୂଆ ଡେଥ୍ ୱାରେଣ୍ଟ ଜାରି ହୋଇଛି । ଆସନ୍ତା ୩ ମାର୍ଚ୍ଚ ସକାଳ ୬ଟା ସମୟରେ ନିର୍ଭୟା ଦୋଷୀ ମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ । ପାଟିଆଲା ହାଉସ୍…

ମେମୁ ଟ୍ରେନରେ ଲାଗିଲା ନିଆଁ

ଭୁବନେଶ୍ୱର ,୧୭ ।୨(ଓଡିଶା ଭାସ୍କର): ଖୋର୍ଦ୍ଧାରେ ପଲାସା-ଭୁବନେଶ୍ୱର ମେମୁ ଟ୍ରେନରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ସଟ୍ ସର୍କିଟରୁ ନିଆଁ ଲାଗିଥିବା ନେଇ ଜଣାପଡିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ…

ସାହିନବାଗ ପାଇଁ ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ,୧୭ ।୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ସାହିନବାଗରେ ପୂର୍ବ ଦୁଇ ମାସ ଧରି ଚାଲିଥିବା ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟ ଣୁଣାଣି କରିଛନ୍ତି । ଏହି ମାମଲାର ଶୁଣାଣି ଜଷ୍ଟିସ ସଞ୍ଜୟ କୌଶଲ, ଜଷ୍ଟିସ…

ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ

ମାଲକାନଗିରି, ୧୭ା୨(ଓଡ଼ିଶା ଭାସ୍କର): ମାଲକାନଗିରି ସ୍ଥିତ ବଣ୍ଡାଘାଟିରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେଠାରେ ମାଓ ଶିବିର ଥିବା ସୂଚନା ପାଇବା ପରେ ଡିଭିଏସ ଓ ଏସଓଜି ପକ୍ଷରୁ ଜୋରଦାର ଭାବେ…

ଶିବରାତ୍ରୀରେ ବଡ ଧରଣର ଆକ୍ରମଣ କରିପାରେ ଜୈଶ, ସମସ୍ତ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ

ଶ୍ରୀନଗର,୧୭ ।୨: ଜମ୍ମୁ-କାଶ୍ମୀରରେ ଆତଙ୍କି ସଙ୍ଗଠନ ଜୈଶ-ଏ-ମୋହମ୍ମଦ ଶିବରାତ୍ରୀ ଅବସରରେ ବଡ ଧରଣର ଆକ୍ରମଣ କରିବା ଯୋଜନାରେ ରଖିଛି । ସୁରକ୍ଷାବଳ କ୍ୟାମ୍ପ ଓ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆକ୍ରମଣ ହୋଇପାରେ ବୋଲି…