ରାଜଧାନୀରେ ଡରାଉଛି ଡେଙ୍ଗୁ : ୨୪ ଘଣ୍ଟାରେ ୫୨ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ଜାନୁଆରୀ ଠାରୁ ଏବେ ପର୍ଯ୍ୟନ୍ତ ୭୬୮ ଜଣ ଆକ୍ରଅନ୍ତ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଏନେଇ ମେୟର…

Passport ବନାଇବାକୁ ଚାହୁଁଛନ୍ତି ତେବେ ଆଜି ହିଁ କରନ୍ତୁ DigiLocker Appର ଡାଉନଲୋଡ : ଶୀଘ୍ର ହୋଇଯିବ ଆପଣଙ୍କ କାମ

ନୂଆଦିଲ୍ଲୀ : ଅଗଷ୍ଟ ପହିଲାରୁ ପାସପୋର୍ଟ ଆବେଦନରେ ବଡ଼ ପରିବର୍ତ୍ତନ କରାଯାଇଛି । ଏକ ନୂତନ ପାଇପୋର୍ଟ ତିଆରି କରିବା ପାଇଁ, ବର୍ତ୍ତମାନ ଆବେଦନକାରୀଙ୍କୁ ସରକାରୀ ପ୍ଲାଟଫର୍ମରେ ଡିଜିଲକର ବ୍ୟବହାର କରି ଆବଶ୍ୟକ…

ଥମୁନି ହିଂସାକାଣ୍ଡ : ଶୋଇଥିବା ବେଳେ ଗୁଳିମାଡ଼, ୩ ମୃତ

ଇମ୍ଫାଲ : ମଣିପୁରରେ ଉଗ୍ରପନ୍ଥୀ ଚିନ୍ତା ବଢାଉଛନ୍ତି । ବିଷ୍ଣୁପୁର ଜିଲ୍ଲାରେ କୁକି ଉଗ୍ରପନ୍ଥୀମାନେ ମୈତେୟୀ ସଂପ୍ରଦାୟର ଲୋକଙ୍କ ଉପରକୁ ଶୋଇଥିବା ସମୟରେ ଗୁଳିମାଡ କରିଥିଲେ । ଉଗ୍ରପନ୍ଥୀମାନେ ମୈତେୟୀ ଲୋକଙ୍କ ୫୦ରୁ…

ଏହି ଅବସ୍ଥାରେ ଥିଲେ ଭୁଲରେ ମଧ୍ୟ ଅଧିକ ପାଣି ପିଅନ୍ତୁ ନାହିଁ : ନଚେତ କ୍ଷତିରୁ ରକ୍ଷା ପାଇ ପାରିବେ ନାହିଁ

ଭୁବନେଶ୍ୱର : ଆମ ଶରୀରର ଅଧିକାଂଶ ଅଂଶ ଜଳରୁ ନିର୍ମିତ, ତେଣୁ ଆମକୁ ପରାମର୍ଶ ଦିଆଯାଉଛି ଯେ ଶରୀରରେ ଜଳର ଅଭାବ ହେବା ଉଚିତ୍ ନୁହେଁ । ସେଥିପାଇଁ ଅଳ୍ପ ବ୍ୟବଧାନରେ ପାଣି ପିଇବା ଉଚିତ୍ । ଏହା କେବଳ ଶରୀରକୁ ହାଇଡ୍ରେଟ୍…

ଦିଲ୍ଲୀ-ଏନସିଆର ଅଞ୍ଚଳରେ ୫.୮ ତିବ୍ରତାର ଭୁମିକମ୍ପ ଅନୁଭୁତ

ନୁଆଦିଲ୍ଲୀ: ଶନିବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ବଡ଼ ଭୁମିକମ୍ପ ଅନୁଭୁତ ହୋଇଛି । ଭୁକମ୍ପର ତିବ୍ରତା ୫.୮ ଥିବା କୁହାଯାଉଛି । ୯ଟା ବାଜି ୩୪ ମିନିଟ୍‌ରେ ଏହି ଭୁମିକମ୍ପ ଅନୁଭୁତ ହୋଇଥିଲା । ସୂଚନା ମିଳିଛି ଯେ, ଏହି…

କରଞ୍ଜିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

ଓଡିଶା ଭାସ୍କର: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ଦରି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି। ଟ୍ରଲରକୁ ପଛପଟୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟ ହୋଇଛି। ତେବେ ବର୍ତ୍ତମାନ ଯାଏଁ ମୃତକଙ୍କ ପରିଚୟ…

Chandrayaan 3 Lunar Orbit Injection: ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରଯାନ -୩, ଏବେ କେବଳ ଲ୍ୟଣ୍ଡିଂ ବାକି

ନୂଆଦିଲ୍ଲୀ: ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି ଭାରତ ଚନ୍ଦ୍ରଯାନ -୩। ଏବେ ଚନ୍ଦ୍ରଯାନ ଚନ୍ଦ୍ର ଚାରିପାଖରେ ୧୬୬ କି.ମି. * ୧୮୦୫୪ ପ୍ରତି କିଲୋମିଟରରେ ଅଣ୍ଡାକାର କକ୍ଷରେ ଘୁରି ବୁଲିବ। ଚନ୍ଦ୍ର କକ୍ଷପଥରେ ପ୍ରବେଶ…

ଅଗଷ୍ଟରେ ବି ଜାରି ରହିବ ଟମାଟୋ ଭାଉ, କନ୍ଦାଇବାକୁ ପିଆଜ ପ୍ରସ୍ତୁତ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ସାଧାରଣ ଲୋକଙ୍କୁ ଏବେ ମିଳିବନି ନିସ୍ତାର । ଟମାଟୋ ପରେ ଆଗକୁ ପିଆଜ କନ୍ଦାଇବାକୁ ଯାଉଛି । ଗତ ଦୁଇ ସପ୍ତାହ ହେବ କିଛି ପରିବାର ଦାମ୍ ହ୍ରାସ ପାଇଥିଲା ବେଳେ ଆଗକୁ ପୁଣି ବଢିବାକୁ ଯାଉଛି ।…

ତୀରନ୍ଦାଜ ବିଶ୍ୱ ଚାମ୍ପିଅନସିପ୍ ୨୦୨୩: ବ୍ୟକ୍ତିଗତ ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ଆଦିତି ଗୋପିଚାନ୍ଦ

ନୂଆଦିଲ୍ଲୀ: ଚଳିତ ତୀରନ୍ଦାଜ ବିଶ୍ୱଚାମ୍ପିଅନସପ୍‌ରେ ଭାରତ ପାଇଁ ଇତିହାସ ରଚିଛନ୍ତି ୧୭ ବର୍ଷୀୟ ଆଦିତି ଗୋପିଚାନ୍ଦ ସ୍ୱାମୀ। ସେହିଭଳି ଜ୍ୟୋତି ସୁରେଖା ଭେନମ ସମାନ ଇଭେଣ୍ଟରେ କାଂସ୍ୟ ପଦକ ଜିତିଛନ୍ତି। ଶନିବାର…

ଅଟା ଦଳିବା ସମୟରେ ମିଶାନ୍ତୁ ଏହି ଜିନିଷ, ଘରେ ରହିବନି ଧନର ଅଭାବ

ଭୁବନେଶ୍ୱର : ହିନ୍ଦୁ ଧର୍ମ ଶାସ୍ତ୍ରରେ ପ୍ରତ୍ୟେକ କାମ ପାଇଁ କିଛି ନା କିଛି ନିୟମ ବନା ଯାଇଛି । ଯାହା ଦ୍ୱାରା ମଣିଷ ଠିକ ଭାବରେ କାମ କରି ତାହାର ସଠିକ ଫଳ ପାଇ ପାରିବ । ଯଦି ଆପଣ କାମକୁ ସଠିକ ଭାବରେ କରନ୍ତି ତେବେ…