ଗୁଲୁଗୁଲୁ କିଏ ହେଉଛି, ପ୍ରଶ୍ନ କିଏ କେଞ୍ଚୁଛି, ରାହୁଲ ଗାନ୍ଧୀଙ୍କୁ ପାକ୍ ଖେଳାଳିଙ୍କ ପ୍ରଶଂସା, ମନ୍ତବ୍ୟକୁ ନେଇ ରାଜନୀତି ଗୋଳି
ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ନିକଟରେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ସକାରାତ୍ମକ ଚିନ୍ତାଧାରା ବ୍ୟକ୍ତି ବୋଲି କହିଛନ୍ତି। ଏହାର ଜବାବରେ ଭାରତୀୟ ଜନତା ପାର୍ଟି…