ଛାତ୍ରୀଙ୍କ ହାତକୁ ଚୋଟ, ଯନ୍ତ୍ରଣାରେ ଛଟପଟ, ମୋବାଇଲ ଧରି ଦୁବୃର୍ତ୍ତ ଚମ୍ପଟ

ମାହାଙ୍ଗା: କଲେଜ ଛାତ୍ରୀଙ୍କ ହାତକୁ ହାଣିଦେଲେ ଦୁବୃର୍ତ୍ତ। କୁହୁଣ୍ଡା ଗାଁ ବିରୁପା ପୋଲ ନିକଟରେ ଛାତ୍ରୀଙ୍କୁ ହାଣିଦେଳେ ଦୁବୃର୍ତ୍ତ। ହାତ ଚୋଟ୍ ପକାଇ ମୋବାଇଲ ନେଇ ଚମ୍ପଟ ମାରିଲେ ଲୁଟେରା। ଜେଏନ୍ କଲେଜ ଛାତ୍ରୀ…

ଭାଗ୍ୟ ଦେଲାନି ସାଥ୍‌, ଦିନେ ଟେଲି ଦୁନିଆରେ କରୁଥିଲେ ରାଜ୍‌, ଛାଡ଼ିଲେ ଅଭିନୟ, ଆଜି ମୁଲିଆଣି ଜୀବନ…

ଓଡ଼ିଶାଭାସ୍କର: ଦିନେ ଟେଲିଭିଜନ ଦୁନିଆରେ କରୁଥିଲେ ରାଜ୍‌। ଘରେ ଘରେ ଥିଲେ ପରିଚିତ। ତାଙ୍କ ସରଳ ଅଭିନୟ ଯେମିତି ଦର୍ଶକଙ୍କ ହୃଦୟରେ ଘର କରିଥିଲେ। ଶାଢ଼ୀ ସାଙ୍ଗକୁ ସିନ୍ଦୁର ପୁରା ଗାଁ ମହିଳା କିନ୍ତୁ ଅଭିନୟ ତାଙ୍କର…

ଗାଁରେ ଦଳିତମାନେ ପ୍ରଥମ ଥର କାଟିଲେ ବାଳ, ଛୁଆଁ ଅଛୁଆଁ ଭେଦଭାବ…ସରିବା ପାଇଁ ଲାଗିଗଲା ୭୮ ବର୍ଷ

ଗୁଜରାଟ: ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଅଲୱାଡା ଗାଁରେ ୭ ଅଗଷ୍ଟରେ ଏକ ଐତିହାସିକ ଘଟଣା ଘଟିଥିଲା। ଯାହା ସାମାଜିକ ସମାନତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।ଏଠାରେ ଥିବା ୨୪ ବର୍ଷୀୟ ଶ୍ରମିକ କୀର୍ତ୍ତି…

ବିଭତ୍ସ ହତ୍ୟା; ଜନ୍ମାଷ୍ଟମୀ ରାତିରେ ହତ୍ୟା, ଟ୍ରଙ୍କରେ ଲୁଚାଇଲା ମୃତଦେହ, କଳିଯୁଗର କଂସ ମାମୁଁ…

ରାଜସ୍ଥାନ: କୃଷ୍ଣଙ୍କ ଜନ୍ମଦିନରେ ଜଘନ୍ୟ ହତ୍ୟାକାଣ୍ଡ। ୯ ବର୍ଷର ଝିଅକୁ ବିଭତ୍ସ ହତ୍ୟା। ରାଜସ୍ଥାନର ହନୁମାନଗଡ଼ ସହରରେ ଲୋମଟାଙ୍କୁରା ଭଳି ହତ୍ୟାକାଣ୍ଡ। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ମାମୁଁ। ସିନ୍ଧୁକ…

Post Office scheme; ୨ ଲକ୍ଷ ଟଙ୍କାର ସିଧାସଳଖ ଲାଭ, ହେବ ଟିକସ୍ ଛାଡ଼

ଓଡ଼ିଶା ଭାସ୍କର: ଆଜିକାଲି ସମସ୍ତେ ନିଜ ରୋଜଗାରର କିଛି ଅଂଶ ଏପରି ସ୍ଥାନରେ ନିବେଶ କରିବାକୁ ଚାହାଁନ୍ତି ଯେଉଁଠାରେ ଟଙ୍କା ସୁରକ୍ଷିତ ଥିବ ଏବଂ ରିଟର୍ଣ୍ଣ ମଧ୍ୟ ଭଲ ଥିବ। ଏପରି ପରିସ୍ଥିତିରେ, ପୋଷ୍ଟ ଅଫିସ୍‌ର…

(ଭିଡିଓ) ତଳେ ପକାଇଦେଲେ, କାମୁଡ଼ି ଟାଣି ଧରିଲେ, ୫ବର୍ଷର ପୁଅକୁ ବୁଲା କୁକୁରର ଆକ୍ରମଣ…

ରାଜସ୍ଥାନ: ସୁପ୍ରିମକୋର୍ଟ ବୁଲା କୁକୁରମାନଙ୍କୁ ଧରି ସେଲଟର ହୋମକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ସାରା ଦେଶରେ ଆଲୋଚନା ଜୋର ଧରିଛି। କିଛି ଲୋକ ଏହି ନିର୍ଦ୍ଦେଶକୁ ନିଷ୍ଠୁରତା…

ଧାରୁଆ ଅସ୍ତ୍ରରେ ସ୍ତ୍ରୀ, ପୁଅକୁ ଚୋଟ, ପରେ ଟ୍ରେନ ଆଗକୁ ନିଜେ ଡେଇଁଲେ, ଭିଡିଓ କରି କହିଲେ…

ରାଜସ୍ଥାନ: ପରକୀୟା ପ୍ରୀତିର ରକ୍ତରେ ବୁଡ଼ିଲା ପରିବାର। ସ୍ୱାମୀ ସାଜିଲା ହତ୍ୟାକାରୀ। ସ୍ତ୍ରୀ ପୁଅକୁ ମାରି ନିଜେ କଲା ଆତ୍ମହତ୍ୟା। ସୋମବାର ରାଜସ୍ଥାନ ଝୁନଝୁନୁ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ…

ଦେହ ବ୍ୟବସାୟ କରୁଥିଲେ ଅଭିନେତ୍ରୀ! ବାଥରୁମ୍‌ରୁ ପୁଳା ପୁଳା ଟଙ୍କା କାଢ଼ିଲା ଆୟକର, କୋର୍ଟରେ ବୟାନ ପରେ ସିନେମାରୁ ବୟକଟ୍‌

ଓଡ଼ିଶା ଭାସ୍କର: ୧୯୫୦ ରୁ ୧୯୯୦ ପର୍ଯ୍ୟନ୍ତ, ଭାରତୀୟ ସିନେମାରେ ଏପରି ଏକ ନାମ ଥିଲା ଯାହା ନାୟିକାଙ୍କ ପରିଭାଷା ବଦଳାଇ ଦେଇଥିଲା। ମାଲା ସିହ୍ନା ଥିଲେ ଆକର୍ଷଣୀୟ ଶୈଳୀ, ଚମତ୍କାର ଅଭିନୟ ଏବଂ ଅତୁଳନୀୟ ସୌନ୍ଦର୍ଯ୍ୟର…

ଷ୍ଟାରଙ୍କ ଘରେ ପଶିଲା ନାଳ ପାଣି, କାହା ଘରେ ତ ଆଉ କାହା ଅଫିସ, ମୁମ୍ବାଇ ବର୍ଷା ବଢ଼ାଇଲା ଷ୍ଟାରଙ୍କ ଦୁର୍ଦ୍ଦଶା

ଓଡ଼ିଶାଭାସ୍କର: ଥମିବାର ନାଁ ଧରୁନି ମୁମ୍ବାଇ ବର୍ଷା। ଆହୁରି ବର୍ଷିବ ବୋଲି ଆଇଏମ୍‌ଡି ପକ୍ଷରୁ ରେଡ୍ ଆଲର୍ଟ ଜାରି କରିଛି। ଚଳିତ ବର୍ଷ ମୁମ୍ବାଇରେ ପୁଣି ବର୍ଷା ତାଣ୍ଡବ ରଚିଛି। ଯାହା ପାଇଁ କଲବଲ ହେଉଛନ୍ତି ଲୋକେ।…

ସ୍ୱାମୀହନ୍ତା ସ୍ତ୍ରୀ; ମାଲିକ ସହ ପ୍ରେମ ହେଲା ବଡ଼, ଷଡ଼ଯନ୍ତ୍ର କରି ରାସ୍ତାରୁ ସ୍ୱାମୀକୁ ହଟାଇଲା ସ୍ତ୍ରୀ, ଜନ୍ମାଷ୍ଟମୀରେ ପୂଜା ପରେ…

ରାଜସ୍ଥାନ: ଗୋଟିଏ ଦିନ ପୂର୍ବରୁ, ସେହି ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ତିନି ପିଲାଙ୍କ ସହିତ ଜନ୍ମାଷ୍ଟମୀ ପାଳନ କରିଥିଲେ। ଜଣେ ଶ୍ରମିକ ଭାବରେ କାମ କରୁଥିଲେ ମଧ୍ୟ, ସେ ତାଙ୍କ ପରିବାରକୁ ତାଙ୍କ ସହିତ ରଖିଥିଲେ।…