Top Stories ନୂଆ ବଜାର ଅଞ୍ଚଳରେ ଅଭାବନୀୟ ଘଟଣା, ମୁକୁଳା ଡ୍ରେନରେ ପଡ଼ି ଯୁବକ ମୃତ Sasmita Jamuda Apr 4, 2024 କଟକ: କଟକ ନୂଆ ବଜାର ଅଞ୍ଚଳ ମହିମା ନଗର ସ୍ଥିତ ମୁକୁଳା ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରାତିରେ ଏହି ଅଘଟଣ ହୋଇଥିବା ବେଳେ ସକାଳୁ ତାଙ୍କ ମୃତ ଦେହ ମିଳିଛି । ମୃତକ ଜଣଙ୍କ…
Featured ମେଦବହୁଳତାକୁ କୁହନ୍ତୁ ବାଏ ବାଏ, ସକାଳୁ ପିଅନ୍ତୁ ପାନମହୁରୀ ମିଶ୍ରିତ ପାଣି Sasmita Jamuda Apr 4, 2024 ଓଡ଼ିଶା ଭାସ୍କର: ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଖାଦ୍ୟ ପେୟକୁ ନେଇ ବେଶି ଚିନ୍ତିତ । ଫାଷ୍ଟଫୁଡ଼୍, ତେଲ-ମସଲା ଖାଦ୍ୟ ଅଧିକ ଖାଇବା ଦ୍ୱାରା ମୋଟାପଣ ସମସ୍ୟା ଦେଖାଦେଇଥାଏ । ତେଣୁ ସୁସ୍ଥ ଜୀବନଶୈଳୀ ପାଇଁ…
Breaking News ୧୬ ଫୁଟ୍ ଗଭୀର ବୋରୱେଲରେ ଖସି ପଡ଼ିଲା ଶିଶୁ, ଜାରି ରହିଛି ରେସ୍କ୍ୟୁ ଅପରେସନ୍ Sasmita Jamuda Apr 4, 2024 ବେଙ୍ଗାଲୁରୁ: ବୁଧବାର ବିଜୟାପୁରା ଜିଲ୍ଲା ଲଛୟାନା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଘର ପାଖରେ ଖେଳୁଥିବା ସମୟରେ ୨ ବର୍ଷର ଶିଶୁ ଏକ ଖୋଲା ବୋରୱେଲରେ ଖସି ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି । ଏହି ବୋରୱେଲ ୧୬…
ଦେଶ ଶେୟାର ବଜାରରେ ୪.୩୩ କୋଟି ଟଙ୍କାର ନିବେଶ, ଜାଣନ୍ତୁ କେତେ ଟଙ୍କାର ଅଚଳାଚଳ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ Sasmita Jamuda Apr 4, 2024 ନୂଆଦିଲ୍ଲୀ: ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ୱାୟନାଡ (Wayanad) ଆସନ ପାଇଁ ଲୋକସଭା ନିର୍ବାଚନ ୨୦୨୪ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହା ସହ ତାଙ୍କ ପାଖରେ ଥିବା ମୋଟ୍ ଅଚଳାଚଳ ସମ୍ପତ୍ତିର ଘୋଷଣା…
ଓଡିଶା ବିଧାନସଭା ନିର୍ବାଚନ 2024 ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହି, ଧାରଣାରେ ହିମାଂଶୁଙ୍କ ସମର୍ଥକ Sasmita Jamuda Apr 3, 2024 ଓଡ଼ିଶା ଭାସ୍କର: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ଯାଜପୁର ଧର୍ମଶାଳା ଆସନକୁ ନେଇ ବିଜେପିର ଅସନ୍ତୋଷ ବଢ଼ିବାରେ ଲାଗିଛି । ଗୋଟିଏ ପଟେ…
Cricket IPL 2024ରେ ସବୁଠାରୁ ଦୃତ ବୋଲିଂ କରି ଚର୍ଚ୍ଚାରେ ମୟଙ୍କ, ଶେୟାର କଲେ ଫିଟନେସ୍ ରୁଟିନ୍ Sasmita Jamuda Apr 3, 2024 ଓଡ଼ିଶା ଭାସ୍କର: ଲକ୍ଷ୍ନୌ ସୁପର ଜିଆଣ୍ଟସର ସବୁଠାରୁ ଶକ୍ତିଶାଳୀ ବୋଲର ଭାବରେ ମୟଙ୍କ ଯାଦବଙ୍କ ଉତ୍କୃଷ୍ଟ ଫର୍ମ ଜାରି ରହିଛି । ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୩ଟି ୱିକେଟ ନେଇ ତାଙ୍କ ଦଳକୁ…
ଖବର ଏହି ଦେଶର ଲୋକେ Social Mediaରେ ବେଶି ଆକ୍ଟିଭ୍, ଜାଣନ୍ତୁ କେତେ ସଂଖ୍ୟାରେ ରହିଛି ଭାରତ Sasmita Jamuda Apr 3, 2024 ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ହାତ ମୁଠାରେ ସାରା ଦେଶ । ଗୋଟିଏ କ୍ଲିକରେ ଘରେ ବସି ଅନେକ କାମ ସହଜରେ ହୋଇଯାଉଛି । କେବଳ ଯୁବପିଢ଼ି ନୁହନ୍ତି ବରଂ ବୟସ୍କମାନେ ମଧ୍ୟ ସୋସିଆଲ ମିଡ଼ିଆ ଜାଲରୁ ବର୍ତ୍ତି ପାରି…
Top Stories ବିପୁଳ ପରିମାଣର ବିସ୍ଫୋରକ ଜବତ Sasmita Jamuda Apr 3, 2024 ଓଡ଼ିଶା ଭାସ୍କର: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । କାଲିମେଳା ଥାନା ଦୟାଲତୁଙ୍ଗ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ସର୍ଚ୍ଚ ଅପରେସନ ସମୟରେ ୧୨ଟି ଲ୍ୟାଣ୍ଡମାଇନ୍ ସହ ୧୯୦ଟି ଜିଲଟିନ୍…
Featured ପିଲାଙ୍କୁ ବି ହୋଇଥାଏ ଡାଇବେଟିସ୍, ଏହି ଲକ୍ଷର ଦେଖାଗଲେ କରନ୍ତୁ ନାହିଁ ଅବହେଳା Sasmita Jamuda Apr 3, 2024 ଓଡ଼ିଶା ଭାସ୍କର: ଅନିୟମିତ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଉଛି । ଏଥିପାଇଁ ଅକାଳରେ ଅନେକ ରୋଗ ମାଡ଼ି ବସିଥାଏ । ସେଥିମଧ୍ୟରୁ ଡାଇବେଟିସ୍ ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି ।…
Breaking News ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା Sasmita Jamuda Apr 3, 2024 ଭୁବନେଶ୍ୱର: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ…