‘ଭାରତ ମାତା କି ଜୟ’ ନ କହିବାରୁ କ୍ରୋଧିତ ହେଲେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ

ନୂଆଦିଲ୍ଲୀ: ଭାରତ କ’ଣ କେବଳ ମୋର ମାଆ ନା ଆପଣଙ୍କର ବି ମାତା ?.....ଏଥିରେ କୌଣସି ସନ୍ଦେହ ଅଛି ? କେରଳରେ ଏକ ଯୁବ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ଏପରି କିଛି କହି ଅସନ୍ତୋଷ ବ୍ୟକ୍ତ କରିଥିଲେ କେନ୍ଦ୍ର…

ଲାଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ଶ୍ରୀନଗର: ଲାଦାଖକୁ ରାଜ୍ୟର ମାନ୍ୟତା ଏବଂ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରାଯିବା ଦାବିରେ ଶନିବାର ହଜାର ହଜାର ସଂଖ୍ୟାରେ ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏନେଇ ଲାଦାଖ ବନ୍ଧ ରହିଥିଲା । ଲେହ ଏପେକ୍ସ ବଡି…

ଫେବୃଆରୀ ୨୭ରେ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର: ଫେବୃଆରୀ ୨୭ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବା ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରା ତାରିଖ ଘୋଷଣା କରାଯାଇଛି । ଆସନ୍ତା ଏପ୍ରିଲ…

ହଲିଉଡ଼ର ଲୋକପ୍ରିୟ ଅଭିନେତା କାର୍ଲ ୱେଦର୍ସଙ୍କ ଦେହାନ୍ତ

ନୂଆଦିଲ୍ଲୀ: ହଲିଉଡ଼ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିଜ ଦମଦାର ଅଭିନୟ ପାଇଁ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିବା ହଲିଉଡ଼ର ଭେଟେରାନ୍ ଅଭିନେତା କାର୍ଲ ୱେଦର୍ସଙ୍କ ଗୁରୁବାର ଦେହାନ୍ତ ହୋଇଛି…

ରାତିରେ ବନ୍ଦ ରଖନ୍ତୁ Wifi Router, ନଚେତ ହୋଇପାରେ ଏହି ସମସ୍ୟା

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ Wifi ସୁବିଧା ଦେଖିବାକୁ ମିଳୁଛି । ଏହା ଦ୍ୱାରା ହାଇସ୍ୱୀଡ୍ ଇଣ୍ଟରନେଟ୍ ମିଳିଥାଏ । ଲାଇଭ୍ଷ୍ଟ୍ରୀମ୍ ଭିଡ଼ିଓ, ଭିଡ଼ିଓ କଲିଂ ଏବଂ ଭିଡ଼ିଓ ଡାଉନଲୋଡିଂ ଭଳି କାର୍ଯ୍ୟ ସହଜ…

ପାଦରେ ଯନ୍ତ୍ରଣାକୁ କରନ୍ତୁ ନାହିଁ ଅଣଦେଖା, ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ

ଓଡ଼ିଶା ଭାସ୍କର: ସାଧାରଣତଃ ଲୋକମାନଙ୍କୁ ଥଣ୍ଡା, କାଶ, ଜ୍ୱର, ମୁଣ୍ଡ ବିନ୍ଧ, ଅଣ୍ଟା ଦରଜ ଇତ୍ୟାଦି ହେଲେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି । କିନ୍ତୁ ପାଦରେ ଯନ୍ତ୍ରଣା ଅନୁଭବ ହେଲେ ଭାବି ନିଅନ୍ତି ଯେ ହୁଏତ ବେଶି…

ଅମୃତ ଉଦ୍ୟାନ୍ ଯିବା ପାଇଁ ପ୍ଲାନ୍ କରୁଛନ୍ତି କି ? DMRC ଜାରି କଲା ମାଗଣା ଶଟଲ ସେବା

ନୂଅ।ଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପିଦୀ ମୁର୍ମୁ ଗୁରୁବାର ଅମୃତ ଉଦ୍ୟାନରେ ‘ଉଦ୍ୟାଦ୍ ଉତ୍ସବ ୨୦୨୪’ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି । ଫେବୃଆରୀ ୨ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ…

Polygamy Ban: ବହୁବିବାହ ନିଷିଦ୍ଧକୁ ନେଇ ଆକ୍ସନ ମୋଡରେ ହିମନ୍ତ ସରକାର

ଦିସପୁର: ଉତ୍ତରାଖଣ୍ଡରେ Uniform Civil Code (UCC ) ଲାଗୁ ହେବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଆସାମରେ ହିମନ୍ତ ସରକାର ବହୁବିବାହ(Polygamy) ନିଷିଦ୍ଧ କରିବା ନେଇ ଚର୍ଚ୍ଚା ହେଉଛି । ଏନେଇ ହିମନ୍ତ ସରକାର ବଜେଟ…

ଆଜି ଏହି ରାଶିମାନେ ରୁହନ୍ତୁ ସାବଧାନ, ଦେଖାଦେଇପାରେ ପାରିବାରିକ ସମସ୍ୟା, ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶି

୧. ମେଷ: ଆଜି ଆପଣଙ୍କ ପାଇଁ ବହୁତ ବ୍ୟସ୍ତ ରହିବ । ନିଜ ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ । ଭବିଷ୍ୟତ ପାଇଁ କୌଣସି କାର୍ଯ୍ୟ ସ୍ଥଗିତ ରଖନ୍ତୁ ନାହିଁ । ନଚେତ ପରବର୍ତ୍ତୀ ସମୟରେ ଅପଣ ଅନେକ ଅସୁବିଧାର ସମ୍ମୁଖୀନ…

ବସ ଓ ବାଇକ୍ ମୁହାଁମୁହିଁ, ୨ ମୃତ

କଟକ: କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲିରେ ଦେଖିବାକୁ ମିଳିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ବସ…