ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଲେ ଓଡ଼ିଶା ସରକାର: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆଇପିଏସ ଲଳିତ ଦାସଙ୍କର ଆଜି ବଦଳି କରିଛନ୍ତି ଓଡ଼ିଶା ରାଜ୍ୟ ସରକାର । ଏଡିଜି ଆର.ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।…

ରେପ୍ ପରେ ନାବାଳିକାର ହତ୍ୟା, ପୋଷ୍ଟମର୍ଟମ ନକରି ଜବରଦସ୍ତ କରାଇଲେ ଅନ୍ତିମ ସଂସ୍କାର

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଜଣେ ନାବାଳିକାଙ୍କର ଗଣଦୁର୍ଷ୍କମ ପରେ ମୃତ୍ୟୁ ଘଟିଛି । ପୋଲସିସର କହିବା ମୁତାବକ, ଅଭିଯୋଗ ହୋଇଛି କି ହଂସଖାଳୀ ନାମକ ସ୍ଥାନରେ ଏକ ଜନ୍ମଦିନ ଉତ୍ସବ ସମୟରେ ନାବାଳିକା ସହ…

ଉଠବସ୍ କରିବାରୁ ୭ଛାତ୍ରୀ ଅସୁସ୍ଥ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଟଣାଗଡ଼ର ଏକ ସ୍କୁଲରେ ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ…

ଭୁବନେଶ୍ୱରରେ ଖେଳାଳିଙ୍କୁ ସିନିୟରଙ୍କ ନିର୍ଯ୍ୟାତନା ! ଜାଣନ୍ତୁ କ’ଣ କହିଲେ DCP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖେଳିବାକୁ ଆସି ଜଣେ ଆଥଲେଟ୍ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଭୁବନେଶ୍ୱରର ଏକ ଘରୋଇ ୟୁନିଭର୍ସିଟି ହଷ୍ଟେଲରେ ଖେଳାଳି ଜଣକ ଉତ୍ପୀଡ଼ନର ଶିକାର ହୋଇଥିବା…

ତରଭୁଜ ଖାଇଲେ ମିଳିଥାଏ ଅଦ୍ଭୁତ ଫାଇଦା, ହାର୍ଟକୁ ସୁସ୍ଥ ରଖିବା ସହ କମାଇଥାଏ ଓଜନ

ନୂଆଦିଲ୍ଲୀ: ଖରାଦିନେ ତରଭୁଦ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ତରଭୁଜ ଖାଇବା ଦ୍ୱାରା ଶରୀରରେ ପାଣିର ସମସ୍ୟା ଦୂର ହୋଇଥାଏ । ଓଜନ ହ୍ରାସ କରିବାକୁ ବି ତରଭୁଜ ବହୁତ ସାହାଯ୍ୟ କରିଥାଏ । ତରଭୁଜରେ ପ୍ରାୟ ୯୦ ପ୍ରତିଶତ…

ମନ୍ଦିରରେ ଯୁବତୀଙ୍କୁ ଲଭ୍ ଲେଟର ଦେଲା ପୂଜାରୀଙ୍କ ପୁଅ: ପିତାଙ୍କୁ ନିର୍ଧୁମ ପିଟିଲେ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାଉନରେ ଜଣେ ମନ୍ଦିର ପୂଜାରୀକୁ ଅତି ନିର୍ମମ ଭାବେ ପିଟିଥିବା ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଅଲାପୁର ଥାନା ଅଞ୍ଚଳା ଓପରୈଲାରେ ଜାହରବୀର ଦେବଙ୍କର ଏକ ମନ୍ଦିର ଅଛି ।…

ପୁଣି ଘାଇଲା କରିବ କି କରୋନା? ୨ଟି ସ୍କୁଲର ୫ ଶିଶୁ ପଜିଟିଭ ଚିହ୍ନଟ

ଗାଜିଆବାଦ: ଦେଶରେ ପୁଣିଥରେ କରୋନା ମହାମାରୀ ତୀବ୍ର ଭାବେ ବ୍ୟାପିବାରେ ଲାଗିଛି । ଏହାରି ମଧ୍ୟରେ ଗାଜିଆବାଦର ୨ଟି ସ୍କୁଲର ୫ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଶିଶୁ ଗୋଟିଏ ସ୍କୁଲର ଓ ୨…

ସ୍କୁଲରେ ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ପାଟଣାଗଡ଼(ଓଡ଼ିଶା ଭାସ୍କର): ପାଟଣାଗଡ଼ର ଏକ ସ୍କୁଲରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି, ଫଳରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାପୁଜୀ ହାଇସ୍କୁଲର ୭…

ଭରୁଚର କେମିକାଲ କମ୍ପାନୀରେ ଭୟଙ୍କର ବିସ୍ଫୋରଣ: ୫ କର୍ମଚାରୀ ମୃତ, ଜଣେ ନିଖୋଜ

ଭରୁଚ: ଗୁଜରାଟ ଭରୁଚର ଏକ କେମିକାଲ କମ୍ପାନୀରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏଥିରେ କମ୍ପାନୀର ୫ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ପରେ ଜଣେ କର୍ମଚାରୀ ନିଖୋଜ ଥିବା ଜଣାପଡିଛି । ନିଖୋଜ…

ଝିଅଙ୍କ ତୁଳନାରେ ପୁଅମାନେ ଫେଲ୍ ହେବାର ସମ୍ଭାବନା ଅଧିକ: UNESCOର ଦାବି

ନୂଆଦିଲ୍ଲୀ: ଝିଅଙ୍କ ତୁଳାନରେ ପୁଅମାନେ ପ୍ରାଥମିକ ଶ୍ରେଣୀରେ ପୁନଃ ପଢ଼ିବାର ସମ୍ଭାବନା ଅଧିକ ରହିଛି । ଏନେଇ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (UNESCO) ର ନୂଆ ‘ଗ୍ଲୋବାଲ୍ ଏଜୁକେସନ୍…